Browsing Category
Top Stories
ଓଡ଼ିଶା ଛୁଇଁଲା ମୌସୁମୀ; ନିର୍ଦ୍ଧାରିତ ସମୟର 10 ଦିନ ପୂର୍ବରୁ ପହଞ୍ଚିଲା
ଭୁବନେଶ୍ବର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର 10 ଦିନ ପୂର୍ବରୁ ପହଞ୍ଚଲା ମୌସୁମୀ । ଓଡ଼ିଶା ସହ ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ମଧ୍ୟ ଛୁଇଁଲା ମୌସୁମୀ ବାୟୁ ।…
ISROରେ ବୈଜ୍ଞାନିକଙ୍କ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ଆବେଦନ କରିବାର ଯୋଗ୍ୟତା
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଶଣା ସଂଗଠନ ଅର୍ଥାତ ଇସ୍ରେରେ ଚାକିରିବାର ବଡ଼ ସୁଯୋଗ। ଇସ୍ରୋ-ଆଇସିଆରବି ବୈଜ୍ଞାନିକ/ଇଞ୍ଜିନିୟର ପଦବୀ ପାଇଁ ଅବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ଯୋଗ୍ୟ ଏବଂ ପ୍ରାର୍ଥୀ…
ନୂତନ ସମ୍ପର୍କର ଆରମ୍ଭ; ଆଫଗାନବାସୀଙ୍କୁ ଭିସା ସେବା ଆରମ୍ଭ କଲା ଭାରତ, 2021ରୁ ଥିଲା ବନ୍ଦ
ନୂଆଦିଲ୍ଲୀ: ତାଲିବାନ କାବୁଲ ଦଖଲ କରିବା ପରେ ବନ୍ଦ ହୋଇଥିଲା ଭାରତୀୟ ଭିସା ସେବା । ଦୀର୍ଘ 4 ବର୍ଷ ପରେ ପୁଣି ଏହି ସେବା ଆରମ୍ଭ ହୋଇଛି । ଆଫଗାନ ନାଗରିକଙ୍କ ପାଇଁ 6ଟି ବର୍ଗରେ ଭିସା ପ୍ରଦାନ କରିବା ଆରମ୍ଭ କରିଛନ୍ତି…
Breaking: ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରୁ ୪ ଖୋର୍ଦ୍ଧାରୁ ଜଣେ
ଭୁବନେଶ୍ବର: ପୁଣି ଭାରତରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ । ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଆଜି 5 ଚିହ୍ନଟ- ଏହାରି ଭିତରେ ପୁଣିଥରେ ରାଜ୍ୟରେ 5 କୋଭିଡ ପଜିଟିଭ ଚିହ୍ନଟ…
LICର ସେୟାର ବଢିଗଲା ୮%ରୁ ଅଧିକ, ଜୋରଦାର ନେଟ୍ ପ୍ରଫିଟ୍, ଜାଣନ୍ତୁ
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମର ସେୟାର ମୂଲ୍ୟ ବୁଧବାର ଦିନ ୮ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ସକାଳ ୯ଟା ୫୧ ମିନିଟରେ କମ୍ପାନୀର ସେୟାର ୮ ପ୍ରତିଶତରୁ ଅଧିକ ବୃଦ୍ଧି ସହ…
ଶାଳୀକୁ ନେଇ ରାତି ଅଧରେ ଚମ୍ପଟ ମାରିଲା ଭିଣୋଇ, ଘଟଣା ଜାଣି ସମସ୍ତେ ମୁଣ୍ଡରେ ହାତ ଦେଲେ
ଉତ୍ତରପ୍ରଦେଶ: କଥାରେ ଅଛି 'ଶାଲୀ, ଅଧା ଘରବାଲୀ'। ଅବଶ୍ୟ ଏହା ମଜାରେ କୁହାଯାଇଥାଏ କିନ୍ତୁ କିଛି ଜଣ ଏହାକୁ ଅତି ଗମ୍ଭୀରତାର ସହ ନେଇଥାନ୍ତି। ଯାହାର ପରିଣାମ ବହୁତ ଖରାପ ହୋଇଥାଏ। ସେହିପରି ଏକ ଘଟଣା ଘଟିଛି…
ଋଷଭ ପନ୍ତ ହରାଇଲେ ୬୬ ଲକ୍ଷ ଟଙ୍କା, ଆଇପିଏଲ ୨୦୨୫ରେ ଏହି କାରଣରୁ ହେଲା ବଡ଼ କ୍ଷତି
ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜିଆଣ୍ଟଓର କ୍ୟାପ୍ଟେନ ଋଷଭ ମନ୍ତଙ୍କୁ ଆଇପିଏଲ ୨୦୨୫ରେ ୬୬ ଲକ୍ଷ ଟଙ୍କା କ୍ଷତି ଘଟିଛି। ଏହି କ୍ଷତି ସେ ଜରିମାନା ଭାବେ ଦେବେ।
୨୭ ମେରେ ଆରସିବି ବିପକ୍ଷରେ ଖେଳୁଥିବା ମୁକାବିଲା ପରେ…
ପାଟଣାଗଡ଼ ପାର୍ସଲ ବୋମା ରାୟ ଶୁଣାଣି; ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡ
ବଲାଙ୍ଗୀର: ଆସିଲା ପାର୍ସଲ ବୋମା ବିସ୍ଫୋରଣର ରାୟ ଶୁଣାଣି। ପୁଞ୍ଜିଲାଲଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ 50 ହଜାର ଟଙ୍କା ଜୋରିମାନା କଲେ ପାଟଣାଗଡ଼ ଏଡିଜେ କୋର୍ଟ । ଦୀର୍ଘ 7 ବର୍ଷ ପରେ ଦଣ୍ଡାଦେଶ…
ଶସ୍ତା ହୋଇଗଲା ସୁନା, କିଣିବାର ସୁବର୍ଣ୍ଣ ସୁଯୋଗକୁ କରନ୍ତୁନି ହାତଛଡ଼ା, ପୁଣି କେତେବେଳେ ବି ବଢିପାରେ
ନୂଆଦିଲ୍ଲୀ: ଗତ ମାସରେ ସୁନାର ମୂଲ୍ୟ ରେକର୍ଡ ଏକ ଲକ୍ଷ ଟଙ୍କାକୁ ଛୁଇଁବା ପରେ ଏଥିରେ ହ୍ରାସ ଦେଖିବାକୁ ମିଳୁଛି। ଏହାପରେ ଏଥିରେ ବୃଦ୍ଧି-ହ୍ରାସ ଲଗାତାର ଜାରି ରହିଛି। ବୁଧବାର ଦିନ ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା…
ବଢ଼ିଲା ମନ୍ତ୍ରୀ-ଅଫିସର୍ଙ୍କ ମାସିକ ଗାଡ଼ି ଖର୍ଚ୍ଚ, 6 ବର୍ଷ ପରେ ଭଡ଼ା ସଂଶାଧନ
ଭୁବନେଶ୍ବର: ବଢ଼ିଲା ମନ୍ତ୍ରୀ, ଅଫିସର୍ଙ୍କ ମାସିକ ଗାଡ଼ି ଖର୍ଚ୍ଚ । ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର ।
ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ି ଭଡ଼ାରେ ସଂଶୋଧନ କରାଯାଇଛି । ୫୦,୪୦୦ ଟଙ୍କା ହେଲା…