Browsing Category

Top Stories

Videoବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ୯ମ ପରୀକ୍ଷଣ ବିଫଳ, କିଛି ମିନିଟ୍ ପରେ ହେଲା କ୍ରାସ

ନୂଆଦିଲ୍ଲୀ: ବୁଧବାର ସ୍ପେସଏକ୍ସର ଷ୍ଟାରସିପ୍ କାର୍ଯ୍ୟକ୍ରମକୁ ଆଉ ଏକ ଝଟକା ଲାଗିଛି । ଷ୍ଟାରସିପ୍‌ର ନବମ ପରୀକ୍ଷଣ ଉଡ଼ାଣ ମଧ୍ୟ ଆଶା ପୂରଣ କରିପାରିଲା ନାହିଁ ଏବଂ ଲଞ୍ଚ ହେବାର ପ୍ରାୟ 20 ମିନିଟ୍ ପରେ ଷ୍ଟାରସିପ୍‌…

PhonePe, Google Pay ଭଳି ‘ଏକ୍ସ’ରେ ମଧ୍ୟ କରିପାରିବେ ଅନଲାଇନ୍ ପେମେଣ୍ଟ, ଏଲନ ମସ୍କ ଆଣୁଛନ୍ତି X Money App

ନୂଆଦିଲ୍ଲୀ: ଟେସଲା ମାଲିକ ଏଲନ ମସ୍କ ଏବେ ଏକ୍ସରେ ଡିଜିଟାଲ ପେମେଣ୍ଟ ସର୍ଭିସ ଆରମ୍ଭ କରିବାକୁ ଯାଉଛନ୍ତି। ମସ୍କ ଡିଜିଟାଲ ପେମେଣ୍ଟ ସର୍ଭିସ ‘ଏକ୍ସ ମନି’ର ଆରମ୍ଭ କରିବେ। ଏଲନ ମସ୍କ ଅନେକ ସମୟରୁ ପେମେଣ୍ଟ ସର୍ଭିସ…

ଆଜି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ରାୟ, ମିଳିବ କେଉଁ ଦଣ୍ଡ ?

ବଲାଙ୍ଗୀର: ଆଜି ଆସିବ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ। ରାୟ ଶୁଣାଇବେ ପାଟଣାଗଡ଼ ADJ କୋର୍ଟ। ଦୀର୍ଘ 7 ବର୍ଷ ପରେ ମାମଲାର ଆଜି ଆସିବ ଫଇସଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଦଣ୍ଡ…

ବିନା ଛାଡ଼ପତ୍ରରେ କରିପାରିବେ କି ଦ୍ୱିତୀୟ ବିବାହ? ଜାଣନ୍ତୁ ଭାରତରେ ଏହାକୁ ନେଇ କ’ଣ ଅଛି ନିୟମ

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବ ନିଜ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ପରିବାରଠାରୁ ଭିନ୍ନ କରିଦେଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ହଙ୍ଗାମା ପଛରେ କାରଣ…

ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ, ଗର୍ଭବତୀ ମହିଳାଙ୍କ ମୃତ୍ୟୁପରେ ପେଟଚିରି ଗଛମୂଳେ ଡେରିଦେଲେ

ଭୁବନେଶ୍ବର: ଆଜି ମଧ୍ୟ ଅନେକ ସ୍ଥାନରେ ଅନ୍ଧବିଶ୍ବାସ ଦେଖାଯାଉଛି । କେନ୍ଦ୍ରାପଡ଼ାକୁ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି । ତେବେ ଅନ୍ତସତ୍ତ୍ବା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ…

ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, ନିଆଯାଇପାରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଦିନ 11 ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିବ । ଅପରେସନ ସିନ୍ଦୂରର ସଫଳତା ପରେ ବସିବାକୁ ଯାଉଥିବା ଏହି ବୈଠକରେ ଅନେକ…

କୁଏତରେ ବିଗିଡ଼ିଲା ଗୁଲାମ ନବୀ ଆଜାଦଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ବିଶ୍ୱ ସମ୍ମୁଖରେ ପର୍ଦାଫାସ କରିବା ପାଇଁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉପସାଗରୀୟ ଦେଶ ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ଦଳର ସଦସ୍ୟ…

31 ତାରିଖ ଯାଏଁ ପ୍ରବଳ ବର୍ଷିବ, ଆଜି ପାଇଁ 4 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା 31 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 4 ଜିଲ୍ଲାକୁ…

ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି, ସମ୍ବିତ ପାତ୍ର ସାମିଲ

ଭୁବନେଶ୍ବର: ସମ୍ବିତ ପାତ୍ର ହେଲେ ପ୍ରେସ କାଉନସିଲର ସଦସ୍ୟ । ନରେ ଗଣପତ ମାସକେ ଏବଂ କାଳୀଚରଣ ମୁଣ୍ଡା ସଦସ୍ୟରେ ରହିଛନ୍ତି । ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୩…

Gold Price: ସୁନା ମୂଲ୍ୟରେ ବଡ଼ ହ୍ରାସ, ରୂପା ଦର ମଧ୍ୟ ଖସିଲା

ନୂଆଦିଲ୍ଲୀ: ଲଗାତାର ୪ ଦିନ ଧରି ଚାଲିଥିବା ସୁନା ମୂଲ୍ୟ ବୃଦ୍ଧି ଶେଷରେ ଆଜି ବନ୍ଦ ହୋଇଛି । ମଙ୍ଗଳବାର ଦିନ ରାଜଧାନୀ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି । ଆଜି ୯୯.୯ ପ୍ରତିଶତ…