Browsing Category

Top Stories

ଓଠ ଓ ନାକ ମଝିରେ ଅଛି କି କଳାଜାଇ?: ଜୀବନରେ ପଡିଥାଏ କିଛି ଏମିତି ପ୍ରଭାବ

ଅଧିକାଂଶ ସମୟରେ ଲୋକମାନେ କୃତ୍ରିମ ଭାବରେ ଓଠରେ କଳାଜାଇ ତିଆରି କରିଥାନ୍ତି । ନିଜ ସୁନ୍ଦରତା ବଢାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାହେବା ପାଇଁ ସେମାନେ ଏପରି କରିଥାନ୍ତି । ତେବେ କିଛି ଲୋକଙ୍କ ପାଖରେ ଏହା ପ୍ରାକୃତିକ…

ହିମାଚଳ ପ୍ରଦେଶରେ ବନ୍ୟା ବିତ୍ପାତ୍ତ, ଗଲାଣି ୧୯ ଜଣଙ୍କ ଜୀବନ 

ହିମାଚଳ ପ୍ରଦେଶର ଗତ ୨୪ ଘଣ୍ଟାରେ ହୋଇଥିବା ବର୍ଷାରେ ଭୁସ୍ଖଳନ ଯୋଗୁଁ, ବନ୍ୟା ଏବଂ ବାଦଲ ଫଟା ବର୍ଷା ଯୋଗୁଁ ହାରାହାରି ୧୯ ଜଣକ ମୃତ୍ୟୁ ହୋଇଛି । ବିପର୍ଯ୍ୟୟରେ ସବୁଠୁ ଅଧିକ ମଣ୍ଡି, ଗାଙ୍ଗଡା ଏବଂ ଚମ୍ବା ଜିଲ୍ଲା…

ଦିଲ୍ଲୀ, ପଞ୍ଜାବ ପରେ ଓଡ଼ିଶା! BJD-BJP-Congressକୁ ସାମ୍ନାସାମ୍ନି ଟକ୍କର ଦେବାକୁ ଗେମ୍ ପ୍ଲାନ୍ କରୁଛି AAP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ ରାଜ କରୁଛି ବିଜୁ ଜନତା ଦଳ (ବିଜେଡି) । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଉପରେ ରାଜ୍ୟବାସୀ ଅତୁଟ ଭରସା କରିଛନ୍ତି ।…

କି ନାଚରେ ବାବା! ଜନ୍ମାଷ୍ଟମୀରେ ଛୋଟୁର ଜମାଳିଆ ଡାନ୍ସ: ଗୀତର ତାଳେ ତାଳେ ନାଚୁଛି ଟୋକା

ଆମ ଦେଶ ଭାରତ ହେଉଛି ପର୍ବପର୍ବାଣୀର ଦେଶ । ଏହି ପର୍ବପର୍ବାଣୀକୁ ଖୁବ ଜାକଜମକରେ ଆଉ ଧୁମଧାମରେ ପାଳନ କରିଥାନ୍ତି ଦେଶବାସୀ । ଏହିସବୁ ପର୍ବରେ ଖୁସି ବାଣ୍ଟିବା ପାଇଁ ଅନେକ ଲୋକ ଡାନ୍ସ କରିବାକୁ ବି ପସନ୍ଦ କରନ୍ତି ।…

ଭରାନଦୀରେ ଭାସିଗଲା ଡଙ୍ଗା, ରହିଥିଲେ ୩୦ ଯାତ୍ରୀ

ପାଟକୁରା: ଭରାନଦୀରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା । ପ୍ରଖର ସ୍ରୋତରେ ଅଣାୟତ୍ତ ହୋଇ ଭାସିଗଲା ବୋଟ୍ । କେନ୍ଦ୍ରାପଡ଼ା ବାହାକୁଦ ଘାଟରେ ଘଟିଛି ଏଭଳି ଘଟଣା । ମହାନଦୀରେ ପାରାଦୀପରୁ ବାହାକୁଦ ଘାଟ ନିକଟରେ ଏକ…

(Video) ସାରଥୀ ଆମର ଭଗବାନ…, ଜନ୍ମାଷ୍ଟମୀରେ ବାରିମୂଳ ଆଶ୍ରମରେ ପୂଜାର୍ଚ୍ଚନା କଲେ ଅନୁଗାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ କେନ୍ଦ୍ରାପଡ଼ାର ବାରିମୂଳ ସ୍ଥିତ…

ମା ’ହେଲେ ସୋନମ କପୁର, ଛୁଟୁଛି ଫ୍ୟାନ୍ସଙ୍କ ଶୁଭେଚ୍ଛା

ମୁମ୍ବାଇ: ମା’ ହେଲେ ବଲିଉଡ ଡିଭା ସୋନମ କପୂର । ବିବାହର ଚାରିବର୍ଷ ସୋନମ କପୂର (Sonam Kapoor) ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସୋନମ କପୂର ଏବଂ ଆନନ୍ଦ ଆହୁଜାଙ୍କ ମିଳିଲା ପୁତ୍ର ସନ୍ତାନର ଆଶୀର୍ବାଦ । ସୋନମ…

ଏହା ମେଡିସିନ ଷ୍ଟ୍ରିପ୍ ନୁହେଁ, ମ୍ୟାରେଜ୍ କାର୍ଡ: ଆପଣ ବି ଖାଇଯିବେ ଧୋକ୍କା, ଦେଖନ୍ତୁ ଏକ ନିଆରା ଅନ୍ଦାଜର କାର୍ଡ

ନୂଆଦିଲ୍ଲୀ: ଆଜିକାଲି ଜମାନାର ଲୋକମାନେ କିଛି ନୂଆ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ନିକଟରେ ସୋସିଆଲ ଭିଡ଼ିଆରେ ଏକ ଭିନ୍ନ ଧରଣର ବିବାହ କାର୍ଡ ଭାଇରାଲ ହେଉଛି । ଏହାକୁ ଦେଖିବା…

ଛଚିନ୍ଦ୍ରା ଖାଆନ୍ତି କି? ଜାଣନ୍ତୁ ଏହି ପରିବାର ଗୁଣ, ଖାଇଲେ କଣ ମିଳିବ ଫାଇଦା

ଛଚିନ୍ଦ୍ରା ଚୋପା ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଛଚିନ୍ଦ୍ରା ଚୋପାରେ ଭିଟାମିନ, ପ୍ରୋଟିନ,ଫାଇବର ଓ ମିନେରାଲ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।…

ଭାରତରେ ବଢ଼ିଲା ‘ଟମାଟୋ ଫ୍ଲୁ’ ବିପଦ, ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୁଛି ସଂକ୍ରମିତ: ଲାନ୍ସେଟ ରିପୋର୍ଟ

ନୂଆଦିଲ୍ଳୀ: ଗୋଟିଏ ପଟେ ଧିରେ ଧିରେ ଦେଶ କରୋନା ଭାଇରସ ଠାରୁ ମୁକ୍ତ ହେଉଥିବାବେଳେ । ଅନ୍ୟପଟେ ମଙ୍କିପକ୍ସ ଭଳି ଭାଇରସ ଚିନ୍ତାର କାରଣ ପାଲଟିଛି । ତେବେ ବର୍ତ୍ତମାନ ଭାରତରେ ଏକ ନୂଆ ରୋଗ ଏହାର କାୟା ବିସ୍ତାର…