Browsing Category
Top Stories
୭୫ ବର୍ଷ ତଳର ସେ ପୁରୁଣା ରାତି.. ସ୍ୱାଧୀନତାର ପୂର୍ବ ରାତିରେ କେମିତି ଥିଲା ରାଇସିନା ହିଲ୍ସର ଦୃଶ୍ୟ
କଣ ହୋଇଥିଲା ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଅର୍ଥାତ୍ ସ୍ୱାଧୀନତାର ପୂର୍ବ ଦିନ ରାତିରେ । ସେଦିନ ରାତିରେ କଣ ଘଟିଥିଲା? କେମିତି ଥିଲା ରାଇସିନା ହିଲ୍ସର ଦୃଶ୍ୟ? ଆସନ୍ତୁ ଜାଣିବା ଅଗଷ୍ଟ ୧୪ର ସେହି ସତ୍ୟକୁ । ଯାହାକୁ…
Google କରିବ କର୍ମଚାରୀଙ୍କ ଛଟେଇ, ବୈଶ୍ୱିକ ମାନ୍ଦାବସ୍ଥା ମଧ୍ୟରେ ଏହି କାରଣରୁ ଚିନ୍ତାରେ କମ୍ପାନୀ
ନୂଆଦିଲ୍ଳୀ: ଦୁନିଆର ସବୁଠୁ ବଡ଼ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ ଗୁଗଲ ଏବେ ଚିନ୍ତାରେ । ଗୁଗଲ ବଡ଼ ଆକାରରେ ଏହାର କର୍ମଚାରୀଙ୍କୁ କାମରୁ ବାହାର କରିଦେବା ପାଇଁ ଚେତାବନୀ ଦେଇଛି । କମ୍ପାନୀ କହିଛି ଯେ ଯଦି କର୍ମଚାରୀ ନିଜ…
ଆସିଲା ରାଜୁ ଶ୍ରୀବାସ୍ତବଙ୍କ MRI ରିପୋର୍ଟ, ଦବିଛି ମସ୍ତିଷ୍କର ଶିରା…
ନୂଆଦିଲ୍ଳୀ: ଲୋକଙ୍କୁ ନିଜ ମଜାଳିଆ ଅନ୍ଦାଜରେ ହସାଉ ହସାଇ ବେଦମ କରିଦେଉଥିବା କମେଡିଆନ ରାଜୁ ଶ୍ରୀବାସ୍ତବ ଏବେ ହସ୍ପିଟାଲରେ ଜୀବନ ଯୁଦ୍ଧ ଲଢ଼ୁଛନ୍ତି । ଏମ୍ସରେ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା କରାଯାଉଛି । ରାଜୁଙ୍କ…
ମହାରାଷ୍ଟ୍ର କ୍ୟାବିନେଟ୍ ସଂପ୍ରସାରଣ: ଫଡନବିସଙ୍କୁ ମିଳିଲା ଗୃହ ଓ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ କ୍ୟାବିନେଟ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଗୃହ, ଅର୍ଥ ଓ ଯୋଜନା, ଆଇନ ଓ ନ୍ୟାୟ, ଜଳ…
ଅଗଷ୍ଟ ୧୫ ପୂର୍ବରୁ ହତିଆର ସହିତ ୪ ଆତଙ୍କୀ ଗିରଫ: ISI ସହିତ ରହିଛି କନେକ୍ସନ
ନୂଆଦିଲ୍ଲୀ: ଏକ ମିଳିତ ଅପରେସନରେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ମିଳିତ କମ୍ବିଂରେ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ…
ଏମିତି ବି ଆସେ ମୃତ୍ୟୁ, ବିବାହ ସମାରୋହରେ ଯୋଗଦେବା ପାଇଁ ଯାଉଥିବାବେଳେ ଚାଲିଗଲା ପରିବାରର ଜୀବନ
ମୁମ୍ବାଇ: ମହାରାଷ୍ଟ୍ରର ଭିଣ୍ଡ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଠାରେ ଟ୍ରକ୍ ଏବଂ କାର୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି ମୃତକଙ୍କ ମଧ୍ୟରେ ଛୋଟ ପିଲା…
ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପଢ଼ାଇବେ ସାହିତ୍ୟ, ଇତିହାସ ଓ ଭୂଗୋଳ ପାଠ: ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ DEOଙ୍କ ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନଶିକ୍ଷକଙ୍କ ବିନା ଅନୁମତିରେ ବିଦ୍ୟାଳୟ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ ନାହିଁ । ନିକଟରେ ରାଜ୍ୟର ଏକ ଜିଲ୍ଲାର ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ଚିଠି…
ପ୍ରବଳ ବର୍ଷାରେ ବେହାଲ ହେଉଛି ସାରା ଓଡିଶା: ପୁଣିଥରେ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବଷ ଯୋଗୁଁ ସାରା ରାଜ୍ୟ ବେହାଲ ହୋଇପଡିଛି । ତୁହାକୁ ତୁହା ବର୍ଷା ସାଙ୍ଗକୁ ରାସ୍ତାରେ ପାଣି ଜମୁଥିବା ବେଳେ ଅନେକ ଲୋକଙ୍କ ଘରେ ପାଣି ମଧ୍ୟ ପଶିଗଲାଣି । ଏମିତିକି ପାଣିପାଗ ବିଭାଗ…
(Video) ବିଦେଶରେ ବି ପାଳନ ହେଉଛି ‘ହର ଘର ତିରଙ୍ଗା’, Flash Dance ରେ ଝୁମିଲେ ଦୁବାଇବାସୀ
ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୂଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତରେ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଛି…
ହ୍ୟାରିପୋଟର ଲେଖିକାଙ୍କୁ ମିଳିଲା ହତ୍ୟାଧମକ: ଏବେ ତୁମ ପାଳି
ନୂଆଦିଲ୍ଲୀ :ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କୁ ପ୍ରାଣଘାତି ଆକ୍ରମଣ ପରେ ବର୍ତ୍ତମାନ ହ୍ୟାରିପୋଟର ଉପନ୍ୟାସର ଲେଖିକା ଜେ.କେ ରୋୱଲିଙ୍ଗଙ୍କୁ ମିଳିଛି ହତ୍ୟା ଧମକ । ସଲମାନ ରୁଶିଦଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା…