Browsing Category

Top Stories

ଲବଙ୍ଗ ଚାଷରୁ କମାନ୍ତୁ ଭଲ ଲାଭ, ବାସ୍ ଏହି କଥାର ରଖନ୍ତୁ ଧ୍ୟାନ

ବର୍ତ୍ତମାନ ବର୍ଷାଦିନ ଚାଲିଛି । ଏହି ମାସରେ ଅନେକ ମସଲା ଚାଷ ପାଇଁ ବେଶ୍ ଉପଯୁକ୍ତ ସମୟ ହୋଇଥାଏ । ମସଲା ଚାଷ ପାଇଁ ଏହି ସମୟ ଭଲ ବୋଲି କୁହାଯାଇଥାଏ । ଲବଙ୍ଗ ମଧ୍ୟ ମସଲା ଭଳି ଏକ ଫସଲ ଯାହା ଦେଶର ଅନେକ ବଡ଼…

(Video) ବନ୍ଧୁତ୍ୱ ଦିବସରେ ମନଛୁଆଁ ଭିଡିଓ; ମଣିଷ ନୁହେଁ ପଶୁ ବୁଝାଇଲା ସଂପର୍କର ମୂଲ୍ୟ

ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଦେଖିବାକୁ ମଜାଦାର ଲାଗୁଥିବାବେଳେ କିଛି ଭିଡିଓ ପୁଣି ଦେଖିଲେ ଆଖିରୁ ଲୁହ ଆସିଯାଏ । ଅନେକ ସମୟରେ ଏଭଳି ଭିଡିଓକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ…

ପେଟ୍ରୋଲ-ଡିଜେଲରେ ମିଳିବ ରିହାତି: କରନ୍ତୁ କେବଳ ଏହି ଛୋଟିଆ କାମ, ନୂଆ ଯୋଜନା

ରାଜସ୍ଥାନ: ସାରା ଦେଶରେ ପେଟ୍ରୋଲ-ଡିଜେଲ ଦର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏଥିରେ ଏଣିକି ମିଳିପାରିବ ରିହାତି । ଏହାସହିତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ସଚେତନତା ମଧ୍ୟ କରାଯାଇ…

ଗର୍ଭବତୀଙ୍କୁ ୩ ଥର ଅଲଟ୍ରାସାଉଣ୍ଡ ମାଗଣା: ସରକାରୀ ମେଡିକାଲ ଓ ଘରୋଇ କ୍ଲିନିକରେ ମିଳିବ ସୁବିଧା, ସରକାର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତୃମୃତ୍ୟୁ ହାରକୁ ରୋକିବା ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଗର୍ଭବତୀଙ୍କ ୩ ଥର ଅଲଟ୍ରାସାଉଣ୍ଡ ମାଗଣାରେ କରାଯିବ । ଗଞ୍ଜାମ ଜିଲ୍ଲାପାଳ ଏପରି ଏକ ଅଭିନବ ପଦକ୍ଷେପ…

ନାରୀମାନେ ଗୋଡ ମୁଦି ପିନ୍ଧିବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍: ନଚେତ୍ ଆସିପାରେ ସ୍ୱାମୀଙ୍କ ପ୍ରତି ବିପଦ

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଥାଏ । ତେବେ ସେଥିମଧ୍ୟରୁ ୧୬ ଶୃଙ୍ଗାରର ମହତ୍ତ୍ୱ ସମ୍ପୂର୍ଣ୍ଣ ଭିନ୍ନ । ଏହି ପରମ୍ପରା ସାଧାରଣତଃ…

ଯୌତୁକ ଯନ୍ତ୍ରଣାର କରୁଣ କାହାଣୀ; ଚାରି ବର୍ଷର ଶିଶୁ ହରାଇଲା ମାଆର ପଣତକାନି

ପୁଣି ଥରେ ସାମ୍ନାକୁ ଆସିଛି ଯୌତୁକ ନିର୍ଯ୍ୟାତନାର କରୁଣ କାହାଣୀ । ଯୌତୁକ ଲୋଭୀ ମଣିଷ ସାମାନ୍ୟ କିଛି ଅର୍ଥ ଲୋଭରେ ସଂପର୍କକୁ ତୁଚ୍ଛ କରିଦେଉଛି । ଆଉ ଏହି ଯୌତୁକ ପାଇଁ ଚାଲିଯାଉଛି ଅନେକ ମହିଳା ଜୀବନ । ଏବେ ପୁଣିଥରେ…

ଯୁବରାଜ କିଣିଲେ ୧.୧୭ କୋଟିର ଦାମୀ କାର୍: ୬.୧ ସେକେଣ୍ଡରେ ପହଞ୍ଚିବ ୧୦୦ kmph ସ୍ପିଡ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଷ୍ଟାର ଅଲରାଉଣ୍ଡର ତଥା ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଯୁବରାଜ ୧.୧୭ କୋଟି ମୂଲ୍ୟର ଏକ ଦାମୀ ବିଏମଡବ୍ଲ୍ୟୁ ଏକ୍ସ୭ର ଟପ ଭାରିଆଣ୍ଟ ଏକ୍ସଡ୍ରାଇଭର୪୦ଆଇ…

Google ଏକ ଖେଳଘର ନୁହେଁ: IT Cell ଆପଙ୍କ ଉପରେ ରଖିଛି ନଜର, ଏପରି କିଛି କଣ୍ଟେଣ୍ଟ ସର୍ଚ୍ଚ କଲେ ପୋଲିସ ଆପଣଙ୍କ ଘରେ ପହଞ୍ଚିଯିବ

ନୂଆଦିଲ୍ଲୀ: ବର୍ତ୍ତମାନ ଗୁଗଲ ବିଶ୍ୱର ସର୍ବବୃହତ ସର୍ଚ ଇଞ୍ଜିନ୍ ଅଟେ । ପିଲାଠାରୁ ଆରମ୍ଭ କରି ବଢ଼ା ଯାଏ, ମୁର୍ଖଠାରୁ ଆରମ୍ଭ କରି ଶିକ୍ଷିତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟେକ ମୁହୂର୍ତ୍ତରେ ଗୁଗଲ ଉପରେ…

ବଦଳିଲା DL Test ନିୟମ, ଏଣିକି ଶୀଘ୍ର ମିଳିବ Driving License: ବଢ଼ିଲା ସର୍କଲର ଚଉଡ଼ା, ବାଇକ୍ ଆରୋହୀ ତଳେ ରଖିପାରିବେ ପାଦ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଏହି ନିଷ୍ପତ୍ତି ଫଳରେ ଏଣିକି ଡିଏଲ ଟେଷ୍ଟ ପାସ୍ କରିବା ସହଜ ହୋଇଯିବ । ସରକାରଙ୍କ ପାଖରେ ଅନେକ ପେଣ୍ଡିଂ କେସ୍ ପଡ଼ି କରିବା କାରଣରୁ ଏହି…

ଭୁଷୁଡିଲା ସ୍ମାର୍ଟ ସିଟିର ସ୍ମାର୍ଟ ବିଲ୍ଡିଙ୍ଗ: ନିର୍ମାଣ କାମ ସରିବା ପୂର୍ବରୁ ମାଟିରେ ମିଶିଲା ପ୍ରଶାସନିକ ପ୍ରୋଜେକ୍ଟ

ରାଉରକେଲା: ମାଟିରେ ମିଶିଯାଇଛି ସ୍ମାର୍ଟ ସିଟିର ସ୍ମାର୍ଟ ବିଲଡିଙ୍ଗ । ନିର୍ମାଣ କାର୍ୟ୍ୟ ଶେଷ ହେବା ପୂର୍ବରୁ ହିଁ ଭୁଶୁଡ଼ି ପଡିଛି ପ୍ରଶାସନର ଆଉ ଏକ ପ୍ରୋଜେକ୍ଟ । ତେବେ ଏହି ଅଘଟଣରେ ସୌଭାଗ୍ୟ ବଶତଃ କୌଣସି ଧନଜୀବନ…