
Browsing Category
Top Stories
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ୧୪ ଜଣଙ୍କୁ ମିଳିଲା ୧୩ ଲକ୍ଷ ୫୦ ହଜାର ଟଙ୍କା ସହାୟତା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ୧୧ତମ ପାଳିରେ ଭୁବନେଶ୍ୱର ୟୁନିଟ-୨ରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର…
କାଳାଷ୍ଟମୀ ଦିନ କରନ୍ତୁ ଏହି ଉପାୟ, କାଳ ଭୈରବଙ୍କ କୃପାରେ ଦୂର ହେବ ସବୁ ସମସ୍ୟା
ଓଡ଼ିଶା ଭାସ୍କର: ପ୍ରତି ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳାଷ୍ଟମୀ ପାଳନ କରାଯାଏ। କାଳାଷ୍ଟମୀ ଦିନ ଭଗବାନ ଶିବଙ୍କ ଭୈରବ ରୂପକୁ ପୂଜା କରାଯାଏ। ବାସ୍ତବରେ ଭୈରବଙ୍କର ତିନୋଟି ରୂପ ଅଛି - କାଳ ଭୈରବ, ବାଟୁକ ଭୈରବ…
ହିନ୍ଦୁସ୍ଥାନ ପେଟ୍ରୋଲିୟମରେ ଚାକିରି ସୁଯୋଗ, ପାଖେଇ ଆସିଲାଣି ଶେଷ ତାରିଖ; ଜଲଦି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ୍ ଲିମିଟେଡ (ଏଚପିସିଏଲ୍)ରେ ବଡ଼ ନିଯୁକ୍ତି । ଏଚପିସିଏଲରେ ୧୦୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜୁନିୟର ଏଗଜିକ୍ୟୁଟିଭ୍ ପଦ ପାଇଁ ୧୦୦ରୁ ଅଧିକ ପଦ ଖାଲି…
କଖାରୁ ଫୁଲ: ସ୍ୱାଦରେ ଯେମିତି ଟେଷ୍ଟି, ଦେହ ପାଇଁ ସେତିକି ଲାଭଦାୟକ, ରିସର୍ଚ୍ଚରୁ ବଡ଼ ଖୁଲାସା
ଓଡ଼ିଶା ଭାସ୍କର: ସାଧାରଣତଃ କଖାରୁ ଫୁଲ ସମସ୍ତଙ୍କୁ ଭଲ ଲାଗିଥାଏ। କଖାରୁ ଫୁଲରେ ବିଭିନ୍ନ ପ୍ରକାରର ରେସେପି ବନାଇ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି କଖାରୁ ଫୁଲ ପାଟିକୁ ଯେତିକି ସ୍ୱାଦିଷ୍ଟ, ଦେହ…
(Video) CBSE ବୋର୍ଡର ସ୍କୁଲଗୁଡ଼ିକରେ ଲାଗିବ ସୁଗାର ବୋର୍ଡ, ଏମ୍ସ ଡାକ୍ତର କହିଲେ ଏହି ଜରୁରୀ କଥା
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ନିଜର ସମସ୍ତ ସମ୍ବନ୍ଧୀୟ ସ୍କୁଲଗୁଡ଼ିକୁ ଏକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ପିଲାମାନଙ୍କୁ ଚିନି ସେବନ ଉପରେ ନଜର ରଖିବେ, ଏବଂ ତାକୁ କମ କରିବା ପାଇଁ…
ହେ ଭଗବାନ…ଏମିତି ଦୁଃଖ କାହାରି ଜୀବନରେ ନ ଆସୁ… ଶୋଷରେ ଛୁଆ ଛଟପଟ ହୋଇ ମରିଗଲା, ମା’ ଛିଡ଼ା ରହିଗଲା
ଜୈସାଲମିର: ରାଜସ୍ଥାନ ଜୈଶାଲମିରରେ ଦେଖିବାକୁ ମିଳିଛି ଏକ କରୁଣ ଘଟଣା । ରବିବାର ଦିନ ଜୈଶାଲମିରର ସନୱାତା ଗ୍ରାମରେ ପାଣିପାଇଁ ଚାଲିଗଳା ଛୁଆ ଓଟର ଜୀବନ ।
ଶୋଷ ମେଣ୍ଟାଇବା ପାଇଁ ପାଣି ଖୋଜି ଖୋଜି ଓଟ ଛୁଆଟି…
Paytmରେ ଆସିଲା ନୂଆ ପ୍ରାଇଭେସି ଫିଚର, ଏଣିକି ଲୁଚାଇପାରିବେ ନିଜର ପେମେଣ୍ଟ ହିଷ୍ଟ୍ରୀ, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: ୟୁପିଆଇ ୟୁଜର୍ସଙ୍କ ପାଇଁ Paytm ଆପରେ ନୂଆ Hide Payment Feature ଯୋଡ଼ିଛି। ଏହି ପ୍ରାଇଭେସି ଫିଚର ଜରିଆରେ ଆପଣ Paytmରୁ କରାଯାଉଥିବା ଟ୍ରାଞ୍ଜାକ୍ସନକୁ ଲୁଚାଇ ପାରିବେ।
ଏହି ଫିଚର ସେହିମାନଙ୍କ…
ଆଜି ପୁଣି ବଢିଗଲା ସୁନା ଦର, ଜାଣନ୍ତୁ କେତେ ହେଲା ମହଙ୍ଗା
ନୂଆଦିଲ୍ଲୀ: ଆଜି ସୁନା ଦରରେ ପୁଣି ବୃଦ୍ଧି ଘଟିଛି। ଏହି ମୂଲ୍ୟରେ ୧୯୮୦ ଟଙ୍କା ବୃଦ୍ଧି ଘଟିଛି। ଶୁକ୍ରବାର ଦିନ ଏହି ମୂଲ୍ୟ ୧୪୦୦ ଟଙ୍କା ବଢିଥିଲା। ଅଖିଳ ଭାରତୀୟ ସର୍ରାଫା ସଂଘ ଅନୁସାରେ ଦିଲ୍ଲୀରେ ସୁନାର ମୂଲ୍ୟ ୧୦…
ମୋବାଇଲ ଧରିବାକୁ ପିଲା ଜିଦ୍ କରୁଥିଲେ, ଆପଣାନ୍ତୁ ଏହି ଉପାୟ
ଓଡିଶା ଭାସ୍କର: ଆଜିର ସମୟରେ, ପ୍ରତ୍ୟେକ ବ୍ୟକ୍ତି ଫୋନ୍ ବ୍ୟବହାର କରୁଛନ୍ତି । ପ୍ରତ୍ୟେକ ଛୋଟ ବଡ଼ କାମରେ ମୋବାଇଲର ସାହାର୍ଯ୍ୟ ନେଉଛନ୍ତି । କିନ୍ତୁ ଏହା ବିବରପୂର୍ଣ୍ଣ ଅସ୍ତ୍ର ପରି, ଯାହାକୁ ଯଥାସମ୍ଭବ…
ଏୟାରଟେଲ, ଭୋଡାଫୋନ ଏବଂ TATAକୁ ବଡ଼ ଝଟକା, AGRରେ ଆଶ୍ୱସ୍ତି ଦେଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଟାଟାକୁ ସୁପ୍ରିମକୋର୍ଟଙ୍କଠାରୁ ଏକ ଶକ୍ତ ଝଟକା ଲାଗିଛି। ସୋମବାର ଦିନ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ଏଜିଆର ମାମଲାରେ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି।
ଏହି…