
Browsing Category
Top Stories
Geeta Gyan: ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ନର୍କର 3ଟି ଦ୍ୱାର କଣ ଜାଣନ୍ତୁ
ନୂଆଦିଲ୍ଲୀ: ଶ୍ରୀମଦ୍ ଭାଗବତ ଗୀତା ସନାତନ ଧର୍ମର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ, ଯେଉଁଥିରେ ଶ୍ରୀକୃଷ୍ଣ ଧର୍ମ, କର୍ମ, ପ୍ରେମ, ମୋକ୍ଷ, ନ୍ୟାୟ ଇତ୍ୟାଦି ସହିତ ଜଡିତ ଅନେକ କଥା କହିଛନ୍ତି ।…
Breaking: ଲିଙ୍ଗରାଜ ମନ୍ଦିର ଉପରେ କିଏ ଉଡାଇଲା ଡ୍ରୋନ? ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ
ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଡ୍ରୋନ ଉଡିଥିବା ନେଇ ଅଭିଯୋଗ ହୋଇଛି ।
ଡ୍ରୋନ୍ ଉଡ଼ିବା ନେଇ ଡିଜିପିଙ୍କ କଟକଣା ସତ୍ତ୍ବେ ଉଡ଼ିଲା…
ପାକିସ୍ତାନ ବଲୋଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୪ ମୃତ
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି । ଏହି ସମୟରେ, ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରୁ ଏକ ବୋମା ବିସ୍ଫୋରଣ ଖବର ଆସିଛି । କୁହାଯାଉଛି ଯେ ବୋମା ବିସ୍ଫୋରଣରେ ଅତି…
ଶରଣାର୍ଥୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, କହିଲେ- ଭାରତ ଧର୍ମଶାଳା ନୁହେଁ
ନୂଆଦିଲ୍ଲୀ: ଶରଣାର୍ଥୀଙ୍କୁ ନେଇ କଡ଼ା ଟିପ୍ପଣୀ ଜାରି କଲେ ସୁପ୍ରିମକୋର୍ଟ। ଭାରତ କୌଣସି ଧର୍ମଶାଳା ନୁହେଁ, ଆମେ କାହିଁକି ଅନ୍ୟମାନଙ୍କୁ ଶରଣ ଦେବୁ ବୋଲି କହିଲେ ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୪୦…
Health Risk: ରନ୍ଧାଘରେ ଏହି ଜିନିଷ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ କ୍ୟାନ୍ସର
ନୂଆଦିଲ୍ଲୀ: ଆମ ସମସ୍ତ ରୋଷେଇ ଘରେ ପ୍ଲାଷ୍ଟିକରେ ତିଆରି ସମସ୍ତ ପ୍ରକାରର ଜିନିଷ ନିୟମିତ ଭାବରେ ବ୍ୟବହୃତ ହୁଏ । ପ୍ଲାଷ୍ଟିକ୍ ବୋତଲଠାରୁ ଆରମ୍ଭ କରି ପାତ୍ର, ଟିଫିନ୍ କିମ୍ବା ରୋଟି ରଖିବା ପାଇଁ ପାତ୍ର, ସେମାନଙ୍କ…
ଲିଫ୍ଟ ଦେବା ବାହାନାରେ ୬୫ ବର୍ଷର ମହିଳାଙ୍କୁ ଦୁଷ୍କର୍ମ, ଜଣେ ଗିରଫ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ହମୀରପୁରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ୬୫ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରାଯାଇଛି।
ପୋଲିସଠାରୁ ମିଳିଥିବା ସୂଚନା…
(Video) ବର୍ଷା ପାଣିରେ ଧୋଇହୋଇଗଲା ବାଦାମ, ସହିପାରିଲେନି କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ମହାରାଷ୍ଟ୍ରରର ଜଣେ କୃଷକଙ୍କ ଭିଡିଓ ଦେଖି ଆଉ ସହିପାରିଲେନି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ତୁରନ୍ତ କୃଷକଙ୍କୁ ଭିଡିଓ କଲ କରି ତାଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଫସଲ…
ପ୍ରଚଣ୍ଡ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି, କଟକରେ କାଳବୈଶାଖୀ ବର୍ଷା
ଭୁବନେଶ୍ବର: ଆଜି ସିଲଭର ସିଟି କଟକ ବାସିନ୍ଦା କିଛି ମାତ୍ରାରେ ଖରାରୁ ଆଶ୍ବସ୍ତି ପାଇଛନ୍ତି । କଟକରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି ।
କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଫଳରେ ଅନେକ ତଳିଆ…
ମୁଖ୍ୟମନ୍ତ୍ରୀଙ୍କ ୧୧ ତମ ଅଭିଯୋଗ ଶୁଣାଣି, ୮୫ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ତେବେ ୟୁନିଟ୍-5 ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ୟୁନିଟ୍-2 ଅଶୋକ ନଗର ନିକଟରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ।
ସକାଳ…
PSLV ଫେଲର କାରଣ?
ବାଙ୍ଗାଲୋର: ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର 101ତମ ମିଶନ୍ ସଫଳ ହୋଇପାରିଲା ନାହିଁ। ଲଞ୍ଚିଂର ତୃତୀୟ ପର୍ଯ୍ୟାୟରେ ମୋଟର କେସର…