CHARIDHAM
Browsing Category

Top Stories

ଅନ୍ୟର ସଫଳତାରେ ଜଳନ୍ତି ଏହି ତାରିଖରେ ଜନ୍ମ ହୋଇଥିବା ଲୋକ, ବନ୍ଧୁତାରେ ମିଳିଥାଏ ଧୋକା!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆମର ଜନ୍ମ ତାରିଖ ଆମ ବ୍ୟକ୍ତିତ୍ଵ ଓ ଜୀବନ ସମ୍ପର୍କରେ ଅନେକ ରହସ୍ୟ ଖୋଲିପାରେ। ଯଦି ଆପଣଙ୍କ ଜନ୍ମ କୌଣସି ମାସର ୨୧ ତାରିଖରେ ହୋଇଛି, ତେବେ ଆପଣଙ୍କ ବ୍ୟକ୍ତିତ୍ଵରେ କିଛି ଖାସ ଗୁଣ ଓ ଦୋଷ…

Suicide Case In India: ଦେଶରେ ମହିଳାଙ୍କ ତୁଳନାରେ ପୁରୁଷମାନେ କାହିଁକି ଅଧିକ ଆତ୍ମହତ୍ୟା କରନ୍ତି, ଡାକ୍ତର କହିଲେ କାରଣ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଭାରତରେ ଆତ୍ମହତ୍ୟା କରିଥିବା ମୋଟ ଲୋକଙ୍କ ମଧ୍ୟରୁ ୭୨ ପ୍ରତିଶତ ପୁରୁଷ ଥିଲେ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB)ର ଏହି ତଥ୍ୟ ପୁରୁଷମାନଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ସ୍ୱାସ୍ଥ୍ୟ…

ସମ୍ବଲ ଜାମା ମସଜିଦ ସର୍ଭେ ମାମଲା: ଇଲାହାବାଦ ହାଇକୋର୍ଟରୁ ମୁସଲିମ ପକ୍ଷକୁ ବଡ଼ ଝଟକା, ସିଭିଲ ରିଭିଜନ ପିଟିସନ ଖାରଜ

ଉତ୍ତରପ୍ରଦେଶର ସମ୍ବଲ ସ୍ଥିତ ଶାହୀ ଜାମା ମସଜିଦ ସର୍ଭେ ମାମଲାରେ ଇଲାହାବାଦ ହାଇକୋର୍ଟ ମୁସଲିମ ପକ୍ଷକୁ ବଡ଼ ଝଟକା ଦେଇଛି। ମେ ୧୯, ୨୦୨୫ରେ ହାଇକୋର୍ଟ ମସଜିଦ ପରିଚାଳନା କମିଟି ଦାଖଲ କରିଥିବା ସିଭିଲ ରିଭିଜନ…

‘ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ’, ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ବିଭାଗ ଦେବ କାର୍ଡ। ଶିକ୍ଷାରେ ସଂସ୍କାର ପାଇଁ…

ସ୍ୱର୍ଣ୍ଣ ମନ୍ଦିରକୁ ଜଗିବସିଥିଲା ଆକାଶ ମିଶାଇଲ, ପାକିସ୍ତାନର ଡ୍ରୋନକୁ କଲା ଖଣ୍ଡ ବିଖଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ନଜରରେ ଥିଲା ଅମୃତସରର ଗୋଲ୍ଡେନ ଟେମ୍ପୁଲ । କିନ୍ତୁ ଏହାକୁ ଧ୍ୱଂସ କରିବା ପାକିସ୍ତାନ ପାଇଁ ସହଜ ନ ଥିଲା । କାରଣ ସ୍ୱର୍ଣ୍ଣ ମନ୍ଦିରର ରକ୍ଷକ ସାଜିଥିଲା ଆକାଶ ମିସାଇଲ । ଚାଲ୍ ବିଫଳ:…

ବଢ଼ିଲା ବିଜୟ ଶାହଙ୍କ ଅଡୁଆ, SIT ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ ଉପରେ ଭାରତୀୟ ସେନାର ସଠିକ୍ କାର୍ଯ୍ୟାନୁଷ୍ଠାନ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିବା ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୋଧରେ ମଧ୍ୟପ୍ରଦେଶ ସରକାରଙ୍କ…

କୌଣସି ପରୀକ୍ଷା ନଦେଇ NHAIରେ ପାଇପାରିବେ ଚାକିରି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଡେପୁଟି ମ୍ୟାନେଜର (ଟେକ୍ନିକାଲ୍) ର 60…

ସମସ୍ତ ହାଇକୋର୍ଟ ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ସୋମବାର ଦିନ ସୁପ୍ରିମକୋର୍ଟ ଅତିରିକ୍ତ ବିଚାରପତିଙ୍କ ସମେତ ସମସ୍ତ ହାଇକୋର୍ଟ ବିଚାରପତି ପୂର୍ଣ୍ଣ ପେନସନ ଏବଂ…

ଟ୍ରକ୍ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ

ସମ୍ବଲପୁର: ଅଇଁଠାପାଲି ଥାନା ଅଞ୍ଚଳରେ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡାକ୍ତର ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ମୃତ ଡାକ୍ତରଙ୍କ…

ଭାଗ ଭାଗ ହୋଇଯିବ କି ପାକିସ୍ତାନ ? ବେଲୁଚିସ୍ତାନ ପରେ ଏବେ ସିନ୍ଧର ସ୍ବାଧିନତା ଦାବି

ଇସଲାମାବାଦ: ବେଲୁଚିସ୍ତାନ ପରେ ଏବେ ପାକିସ୍ତାନର ସିନ୍ଧ ପ୍ରଦେଶରେ ମଧ୍ୟ ସ୍ୱାଧୀନତା ଦାବି ଜୋର ଧରିଛି। ସିନ୍ଧକୁ ଏକ ସ୍ୱତନ୍ତ୍ର ଦେଶ ଭାବରେ ଗଠନ କରିବାକୁ ଦାବି କରି ଏକ ରାଜନୈତିକ ଗୋଷ୍ଠୀ ଜୟ ସିନ୍ଧ ପ୍ରିଡମ୍…