Browsing Category

Top Stories

ପୁଣି ବଦଳିଲା ସୁନା ଦର: ଶସ୍ତା ହୋଇଗଲା ରେଟ୍, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ?

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ଆଜି ପୁଣି ସୁନା ଓ ରୂପା ଦରରେ ପରିବର୍ତ୍ତନ ଘଟିଛି । ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଆଜି ଏଭସିଏକ୍ସ ଉପରେ ଅଗଷ୍ଟ ଫ୍ୟୁଚର ସୁନା ୦.୪ ପ୍ରତିଶତ ହ୍ରାସ ପାଇ…

(video)କମନୱେଲଥ ଗେମରେ ଭୟଙ୍କର ଦୁର୍ଘଟଣା: ଟ୍ରାକରୁ ଖସିଗଲେ ସାଇକେଲିଷ୍ଟ, ହସ୍ପିଟାଲରେ ଭର୍ତ୍ତି

ବର୍ମିଂହାମ: ବର୍ମିଂହାମରେ ଆୟୋଜିତ ହେଉଥିବା କମନୱେଲଥ ଗେମ-୨୦୨୨ରେ ବିଶ୍ୱର ୭୨ଟି ଦେଶ ଭାଗ ନେଉଛନ୍ତି । ପ୍ରତ୍ୟେକ ଦେଶର ଆଥଲେଟିକ ନିଜ ନିଜର ପ୍ରତିଭା ଦେଖାଇ ପଦକ ହାସଲ କରିବା ଆଶାରେ ରହିଛନ୍ତି । ଏମିତି ଖୁସିର…

ରାଜ୍ୟରେ ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨: ଜାଣନ୍ତୁ ଋଣ ପରିଶୋଧ ପାଇଁ ସରକାରଙ୍କ ଯୋଜନା କଣ ?

ଭୁବନେଶ୍ୱର: ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ରଣର ଟଙ୍କା ଅଟେ। ମହାଲେଖାକର ଓଡିଶାଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ୨୨,୦୪୨ ରଣ ଟଙ୍କା ଅଟେ ବୋଲି…

ପାକିସ୍ତାନର ଭୁଲକୁ ଫଲୋ କରୁଛି ଭାରତ: ବିସିସିଆଇକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ । ଏଥିପାଇଁ ଜୁଲାଇ ୩୦ ତାରିଖରେ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ତେବେ ଏହି ସିରିଜରେ ମଧ୍ୟ ଟିମ…

ରାଜନୀତି ଏକ ସେବା ନା ଚାକିରି?

ଭୁବନେଶ୍ୱର: ବିଧାୟକମାନଙ୍କ ଦରମା ବୃଦ୍ଧି କରିବା ପାଇଁ ଶନିବାରେ ଶାସକ ଏବଂ ବିରୋଧୀ ବିଧାୟକ ମିଳିମିଶି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ଯାହା ସାରା ରାଜ୍ୟରେ ଚର୍ଚ୍ଚା ସଷ୍ଟି କରିଛି। କାରଣ ରାଜ୍ୟରେ…

ରାଜ୍ୟରେ ୫ ଦିନ ଯାଏଁ ବର୍ଷା ନାହିଁ, ୬ରେ ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରାବଣରେ ଗାଏବ ରହିଛି ବର୍ଷ । ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି । ରାଜ୍ୟରେ ୪/୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି…

ସ୍ୱର ଦମନ ପାଇଁ ଷଡଯନ୍ତ୍ର: ସ୍ୱର ଦମନ ପାଇଁ ସଞ୍ଜୟଙ୍କୁ ଗରିଫ-ଆଦିତ୍ୟ ଠାକରେ

ମୁମ୍ବାଇ: ଗତକାଲି ରାତି ୧୨ଟାରେ ଶିବ ସେନା ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଏହା ସହିତ ଆଜି ଅପରାହ୍ନ ୧ଟାରେ ତାଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯିବ । ପାତ୍ରା ଚୌଲ ଜମି ଦୁର୍ନୀତି…

DL ତିଆରି କରିବାର ସହଜ ଉପାୟ: ଆବଶ୍ୟକ ହୋଇଥାଏ ଏହି ସବୁ ଡକ୍ୟୁମେଣ୍ଟସ

ଗାଡି ଚଳାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ(DL) ନିତ୍ୟାନ୍ତ ଆବଶ୍ୟକ । ବିନା DLରେ ଗାଡି ଚଳାଇବାକୁ ଏକ ଅପରାଧ କୁହାଯାଉଥିବା ବେଳେ ଧରା ପଡିଲେ ଜରିମାନା ସାଙ୍ଗକୁ ଜେଲ ମଧ୍ୟ ଯିବାକୁ ପଡିପାରେ । ତେଣୁ ଯଦି ଆପଣ ଗାଡି…

(Video) ଥମିନି ବାବୁସାନ ବିବାଦ: ମୁମ୍ବାଇ ପଳାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଖୁବଶୀଘ୍ର ସମାଧାନ ହେବାକୁ ଯାଉଛି । ଏନେଇ ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି ମିଶ୍ର…

ଟାଇ ପିନ୍ଧିବା ମନା: ଜଳବାୟୁ ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ

ଋିପୋର୍ଟ: ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏଠି କର୍ମକ୍ଷେତ୍ରରେ ଟାଇ ପିନ୍ଧିବା ମନା। ଟାଇ ପିନ୍ଧିବା ଉପରେ ରୋକ ଲଗାଇଲେ ପ୍ରଧାନମନ୍ତ୍ରୀ। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ନିଜ କର୍ମଚାରୀ ମାନଙ୍କୁ…