Browsing Category
Top Stories
EPFO ଉପରେ ସରକାରଙ୍କ ମାଷ୍ଟର ପ୍ଲାନ : ବଦଳିବାକୁ ଯାଉଛି କୋଟି କୋଟି ଲୋକଙ୍କ ଜୀବନ
ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର କହିଛନ୍ତି ଯେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ୯ କୋଟିରୁ ଅଧିକ ହିତାଧିକାରୀଙ୍କ ପାଇଁ ସେବାକୁ ଉନ୍ନତ କରିବା ପାଇଁ…
ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ି ଯିବାରୁ ୨ ଛାତ୍ର ମୃତ
ଚମ୍ପୁଆ : ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଛାତ୍ର। ସରେଇ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ…
ଅକ୍ଷୟ ତୃତୀୟାରେ ସୁନା କିଣିବା ଲାଭଦାୟକ କି ନୁହେଁ? ଦେଖନ୍ତୁ ଏହାର ରିଟର୍ଣ୍ଣ
ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଷୟ ତୃତୀୟା ୩୦ ଏପ୍ରିଲରେ ପାଳନ କରାଯିବ । ଲୋକମାନେ ଏହି ଦିନ ସୁନା କିଣିବାକୁ ବହୁତ ଶୁଭ ବୋଲି ଭାବନ୍ତି । କିନ୍ତୁ ଅନେକ ଦିନ ଧରି ସୁନାର ମୂଲ୍ୟ ଆକାଶଛୁଆଁ ହୋଇଛି । ଏପରି ପରିସ୍ଥିତିରେ…
ୟୁନିଫର୍ମ ସିଭିଲ କୋଡରେ ବିବାହ ପଞ୍ଜିକରଣ ପ୍ରକ୍ରିୟା ହେଲା ସହଜ, ଏଣିକି ଅପଲୋଡ୍ କରିବାକୁ ପଡ଼ିବନି ଏହି ଡକ୍ୟୁମେଣ୍ଟ
ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ୍ କୋଡ୍ ଅନୁଯାୟୀ, ପୋର୍ଟାଲରେ ପୂର୍ବରୁ ପଞ୍ଜିକୃତ ବିବାହର ଅନୁମୋଦନ ପାଇଁ ସାକ୍ଷୀଙ୍କ ଭିଡିଓ କେୱାଇସିର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏହା ସହିତ, ଆବେଦନକାରୀଙ୍କୁ ଆଉ ତାଙ୍କର ଫଟୋ…
୧୦ ବର୍ଷ ମଧ୍ୟରେ ୫ ଗୁଣ ବଢ଼ିଲା ଭାରତର ଇଲେକ୍ଟ୍ରୋନିକ୍ ପ୍ରଡକ୍ସନ:୬ ଗୁଣ ବଢ଼ିଲା ରପ୍ତାନି, ସୃଷ୍ଟି ହେଲା ୨୫ ଲକ୍ଷ ନିଯୁକ୍ତି
ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ଭାରତର ଇଲେକ୍ଟ୍ରୋନିକ୍ ପ୍ରଡକ୍ସନ ପାଞ୍ଚ ଗୁଣ ବୃଦ୍ଧି ପାଇଛି । ସେ…
ପଳାତକ ମେହୁଲ ଚୋକସିଙ୍କ ୨,୫୬୫ କୋଟି ଟଙ୍କାର ନିଲାମ ହେବ ସମ୍ପତ୍ତି, ମୁମ୍ବାଇ କୋର୍ଟ ଦେଲେ ଅନୁମତି: ଦେଖନ୍ତୁ ସମ୍ପତ୍ତି ଲିଷ୍ଟ
ମୁମ୍ବାଇ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ସମ୍ପତ୍ତି ନିଲାମ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଚୋକସିଙ୍କ ୨,୫୬୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି…
Anurag Kashyap: ‘ଫୁଲେ’ ବିବାଦକୁ ନେଇ ରାଗିଗଲେ ଅନୁରାଗ କଶ୍ୟପ, ବିସ୍ଫୋରକ କମେଣ୍ଟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ବଲିଉଡ୍ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ବ୍ରାହ୍ମଣ ସମ୍ପ୍ରଦାୟର ଏକ ଅଂଶକୁ ଲକ୍ଷ୍ୟ କରି ଏକ ଆଶ୍ଚର୍ଯ୍ୟଜନକ ଏବଂ ଉତ୍ତେଜକ ମନ୍ତବ୍ୟ ଦେଇଛନ୍ତି । ଯାହାକି ବର୍ତ୍ତମାନ ବିବାଦ ଘେରକୁ ଆସିଛି ।…
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ୨ ଯବାନ
ରାଉରକେଲା: ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨ ସିଆରପିଏଫ ଯବାନ । ଜଣେ ଯବାନଙ୍କୁ ଚିକିତ୍ସା ପାଇଁ ଆଣୁଥିୀବା ସମୟରେ ଏହି ବିସ୍ଫୋରଣର ହୋଇଥିଲା ।…
14 ବର୍ଷ ପରେ କାର୍ଯ୍ୟାନୁଷ୍ଠାନ, ଜଗନ୍ ମୋହନ ରେଡ୍ଡୀଙ୍କ ୨୭ କୋଟିର ସମ୍ପତ୍ତି ଜବତ
ନୂଆଦିଲ୍ଲୀ: ଇଡି ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ୨୭.୫ କୋଟି ଟଙ୍କାର ସେୟାର ଏବଂ ସମ୍ପତ୍ତି ଏବଂ ଡାଲମିଆ ସିମେଣ୍ଟର ୭୯୩.୩ କୋଟି ଟଙ୍କାର ଜମି ଆଟାଚ୍ କରିଛି । କ୍ୱିଡ୍ ପ୍ରୋ କୋ ନିବେଶ ସହିତ ଜଡିତ ଏକ ମନି ଲଣ୍ଡରିଂ…
ଏଣିକି କମର୍ସ-ଆଟ୍ସ ଷ୍ଟୁଡେଣ୍ଟ ବି ହୋଇପାରିବେ କମର୍ସିଆଲ ପାଇଲଟ, ଆରମ୍ଭ ହେବ ଟ୍ରେନିଂ କୋର୍ସ!
ନୂଆଦିଲ୍ଲୀ: ଆଟ୍ସ ଏବଂ କମର୍ସ ଷ୍ଟ୍ରୀମ ଛାତ୍ରଙ୍କ ପାଖରେ ଦ୍ୱାଦଶ ପାସ ପରେ ଅନେକ ପ୍ରକାରର କ୍ୟାରିୟରର ଅପସନ ଅଛି । କିନ୍ତୁ ସେମାନେ ଚାହିଁଲେ ମଧ୍ୟ ପାଇଲଟ ହୋଇପାରିବେନି । ହେଲେ ବର୍ତ୍ତମାନ କମର୍ସ ଏବଂ ଆଟ୍ସର…