Browsing Category

Top Stories

ଅକ୍ଷୟ ତୃତୀୟାରେ ମାଆ ଲକ୍ଷ୍ମୀ ଚମକାଇବେ ଏହି ରାଶିଙ୍କ ଭାଗ୍ୟ, କ୍ୟାରିୟରରେ ହେବେ ସଫଳ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଦିନ ବହୁତ ଶୁଭ। ଏହି ଦିନ ଭଗବାନ ବିଷ୍ଣୁ, ମାଆ ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ସମର୍ପଣ କରାଯାଇଥାଏ। କୁହାଯାଏ ଯେ, ଏହି ଦିନ ଶ୍ରଦ୍ଧା ଭାବରେ ପୂଜା କଲେ ଅକ୍ଷୟ ଫଳ…

Boat Accident: ନିଆଁ ଲାଗି ଓଲଟିଗଲା ଡଙ୍ଗା, 50ଜଣଙ୍କ ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: କଙ୍ଗୋର ପିଛା ଛାଡୁନି ଦୁର୍ଦ୍ଦଶା । କଙ୍ଗୋ ନଦୀ ନିକଟସ୍ଥ ମ୍ବାଣ୍ଡାକା ସହରରେ ଏକ ଯନ୍ତ୍ରଚାଳିତ କାଠ ଡଙ୍ଗାରେ ନିଆଁ ଲାଗି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଅତି କମରେ 50 ଜଣଙ୍କର ମୃତ୍ୟୁ ହୋଇଥିବା…

ନଡ୍ଡାଙ୍କ ପରେ କିଏ? ଭାଜପା ଦଳ ଜାତୀୟ ସଭାପତି ପଦ ପାଇଁ ଚଳଚଞ୍ଚଳ ପାର୍ଟି

ନୂଆଦିଲ୍ଲୀ: ବଦଳିବେ ଭାଜପା ଦଳ ସଭାପତି । ଏନେଇ ଦଳ ଶୀର୍ଷ ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ଆରମ୍ଭ ହୋଇଯାଇଛି । ଜେ.ପି. ନଡ୍ଡା , ଅମିତ ଶାହାଙ୍କୁ ଭେଟି ଏ ନେଇ ଆଲୋଚନା କରାଯାଇଥିବାବେଳେ ରାଜନାଥ ସିଂଙ୍କୁ ମଧ୍ୟ…

ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା, ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ ହେବାର ଆଶଙ୍କା…

ସାଇବର ଥାନା ପାଇଁ ବଢିଲା ପଦବୀ, ୯୮୭ ଜଣ କର୍ମଚାରୀ ହେବେ ନିଯୁକ୍ତ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ। ଏହି ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ସାଇବର ଥାନା ବୃଦ୍ଧି ସହ ୯୮୭ଟି ନୂତନ ପଦବୀ ସୃଷ୍ଟିକୁ ଅନୁମୋଦନ ମିଳିଛି। ଏହାଛଡା ୧୭୦ଜଣ ବିଶେଷଜ୍ଞଙ୍କୁ…

‘ଉର୍ଦ୍ଦୁ ଭାରତ ମାଟିର ଭାଷା, ଏହା ବିନା ହିନ୍ଦୀ ବି ଅସମ୍ପୂର୍ଣ୍ଣ..’, ସୁପ୍ରିକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ଉର୍ଦ୍ଦୁ କୌଣସି ବିଦେଶୀ ଭାଷା ନୁହେଁ। ଏହା ଏହି ଦେଶ ମାଟିର ଭାଷା। ମହାରାଷ୍ଟ୍ର ସହ ଜଡ଼ିତ ଏକ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି। ମାମଲା: ମହାରାଷ୍ଟ୍ରର ପାଟୁର…

ଗରୁଡ଼ ପୁରାଣ: ପ୍ରେମରେ ପ୍ରତାରଣା ଦେଉଥିବା ବ୍ୟକ୍ତିଙ୍କୁ ୭ ଜନ୍ମ ପର୍ଯ୍ୟନ୍ତ ଜୀବନସାଥୀର ସୁଖ ମିଳେ ନାହିଁ

ଓଡ଼ିଶା ଭାସ୍କର: ଗରୁଡ଼ ପୁରାଣ ସନାତନ ଧର୍ମରେ ଥିବା ଗ୍ରନ୍ଥଗୁଡ଼ିକ ମଧ୍ୟରେ ଏକ ପ୍ରମୁଖ ଗ୍ରନ୍ଥ । ୧୮ ପୁରାଣ ଭିତରୁ ଗରୁଡ଼ ପୁରାଣ ବେଶୀ ଗୁରୁତ୍ୱ ବହନ କରିଥାଏ । କାରଣ ଏହି ପୁରାଣରେ ମୃତ୍ୟୁ ପରର ଜୀବନ ଯାତ୍ରା…

ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ କଂଗ୍ରେସ ହିଁ ଉପଯୁକ୍ତ ଦଳ: କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତି…

ସତର୍କ ରୁହନ୍ତୁ ବାପା-ମା’… ବିପଦରେ ଶିଶୁଙ୍କ ମସ୍ତିସ୍କ, କୁନିପିଲା ଶୋଉଥିବା ଗଦିରେ ରହିଛି ବିଷାକ୍ତ କେମିକାଲ୍

ଓଡ଼ିଶା ଭାସ୍କର: ଛୋଟ ପିଲାଙ୍କ ପାଇଁ ଖାଦ୍ୟ ଯେତିକି ଜରୁରୀ ଶୋଇବା ମଧ୍ୟ ସେତିକି ଆବଶ୍ୟକ । କିନ୍ତୁ ଅଭିଭାବକମାନେ ଅଚିନ୍ତାରେ ପିଲାଙ୍କୁ ଶୁଆଉଥିବା ଗଦିରେ ବିଷାକ୍ତ କେମିକାଲ ଥିବା ଷ୍ଟଡିରୁ ଜଣାପଡ଼ିଛି । ପିଲାଙ୍କ…

ଦେଖନ୍ତୁ ଡାକ୍ତର ବାବୁଙ୍କ ନିଆରା ଚିକିତ୍ସା (Video) ଥଣ୍ଡାରେ ଆକ୍ରାନ୍ତ ଶିଶୁକୁ ସିଗାରେଟ୍ ଟଣାଇଲେ ଡାକ୍ତର

ଜୁଲାଉନ: ଉତ୍ତର ପ୍ରଦେଶ ଜଲାଉନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଥଣ୍ଡା ରୋଗର ଚିକିତ୍ସା କରିବା ପାଇଁ ୫ ବର୍ଷର ପିଲା ଡାକ୍ତରଙ୍କ ପାଖକୁ ଯାଇଥିବାବେଳେ ଡାକ୍ତର ତାକୁ ସିଗାରେଟ୍ ଟଣେଇଛନ୍ତି । ଘଟଣାର ଭିଡିଓ…