Browsing Category

Top Stories

ପ୍ରବାସୀଙ୍କୁ ବାହାର କରିବା ପାଇଁ ଟ୍ରମ୍ପଙ୍କ ‘ବେରହମ’ ଯୋଜନା: ୬୦୦୦ ଜୀବିତ ଲୋକଙ୍କୁ ମୃତ ଘୋଷଣା

ନୂଆଦିଲ୍ଲୀ: ପ୍ରବାସୀମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଟ୍ରମ୍ପ ପ୍ରଶାସନ ଛଅ ହଜାର ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ ଏକ କଠୋର ପଦକ୍ଷେପ ନେଇଛି । ପ୍ରକୃତରେ ଆମେରିକା ସରକାର ଏହି ୬୦୦୦ ଜୀବିତ…

ପାଇକ ପୁଅଙ୍କ ସହ ନାଚିଲେ ରାମ ଚରଣ, ସୋସିଆଲ ମିଡିଆରେ ଛାଇଯାଇଛି ଗୀତ

ଓଡ଼ିଶା ଭାସ୍କର: ଦକ୍ଷିଣ ଭାରତୀୟ ଫିଲ୍ମ ଗୁଡ଼ିକ ସବୁବେଳେ ତା’ର କାହାଣୀ, ଗୀତ, ନୃତ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ବତ୍ତର୍ମାନ ଟଲିଉଡର ଜଣାଶୁଣା ନାୟମ ରାମ ଚରଣକ ଫିଲ୍ମ ‘ଗେମ୍ ଚେଞ୍ଜର’ର ଏକ ଗୀତ ସୋସିଆଲ…

‘ଯେକୌଣସି ବିଲ୍‌କୁ ୩ ମାସରୁ ଅଧିକ ରଖିବା ଉଚିତ୍ ନୁହେଁ’, ରାଷ୍ଟ୍ରପତିଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ତାମିଲନାଡୁର ରାଜ୍ୟପାଳ ଆରଏନ ରବିଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ମିଳିଛି। ଏଥିରେ କୁହାଯାଇଥିଲା ଯେ, ସରକାରଙ୍କ ବିଲ୍ କୁ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ରୋକିପାରିବେ ନାହିଁ। ବର୍ତ୍ତମାନ ଏହି…

ଅଣାୟତ୍ତ ମୁର୍ସିଦାବାଦ୍, ୱକଫ୍ ପାଇଁ ପୋଲିସ ଖାଇଲା ମାଡ଼

କୋଲତାକା: ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଶୁକ୍ରବାର ୱକଫ୍ ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକାରୀମାନେ ହିଂସ୍ର ଆଚରଣ ଦେଖାଇ ପୋଲିସ ଉପରକୁ ପଥର ମାଡ଼ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଗମନାଗମନ ଓ ରେଳ…

ଗୁଗଲରେ Sign-in କଲାବେଳେ ଭୁଲରେ ବି କରନ୍ତୁନି ଏହି ଭୁଲ୍‌, ହେବ ଏତିକି ଅସୁବିଧା କଳ୍ପନା ବି କରି ନଥିବେ ଆପଣ

ନୂଆଦିଲ୍ଲୀ: ଗୁଗଲର ବ୍ୟବହାର କାମକୁ ସହଜ କରିଥାଏ। ଆପଣ ନିଜ ଗୁଗଲ ଆକାଉଣ୍ଟରୁ ସାଇନ-ଇନ କରି ଅନ୍ୟ ୱେବସାଇଟ ଏବଂ ଆପ୍ସ ଖୋଲୁଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଖୁବ ଭୟଙ୍କର। ଏଥିରେ ଆପଣଙ୍କର ପ୍ରାଇଭେସି…

୨୪ ଘଣ୍ଟା ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ : ଘଡ଼ଘଡି଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆହୁରି ୭ ଦିନ କାଳ ବୈଶାଖି ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶା ଉପକୂଳ ର କିଛି ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା…

ବ୍ରେକିଂ: ୫୦ ଲକ୍ଷ ଟଙ୍କାର ଜବତ ହେଲା ଗଞ୍ଜେଇ

କୋରାପୁଟ: ସକାଳୁ ସକାଳୁ ଗଞ୍ଜେଇ ଜବତ ଖବର ସାମ୍ନାକୁ ଆସିଛି। କୋରାପୁଟରୁ ରାଜସ୍ଥାନକୁ ଚାଲାଣ ହେଉଥିଲା ଗଞ୍ଜେଇ। ଯାଞ୍ଚ ସମୟରେ ଟ୍ରକରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ସୂଚନାନୁଯାୟୀ, ଏହି ଜବତ…

ସେନାକୁ ବଡ଼ ସଫଳତା, କିସ୍ତୱାଡ଼ରେ ଜୈସ କମାଣ୍ଡର ସୈଫୁଲ୍ଲା ସମେତ ୩ ଆତଙ୍କୀ ନିପାତ

କିସ୍ତୱାଡ଼ : ଜମ୍ମୁ-କାଶ୍ମୀରରୁ ପୁଣି ଥରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଖବର ସାମ୍ନାକୁ ଆସିଛି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ,…

୧୦୦ ବର୍ଷ ପରେ ହନୁମାନ ଜୟନ୍ତୀରେ ବୁଦ୍ଧାଦିତ୍ୟ ଏବଂ ଲକ୍ଷ୍ମୀ ନାରାୟଣ ରାଜଯୋଗ, ବଦଳିପାରେ ଏହି ରାଶିମାନଙ୍କ ଭାଗ୍ୟ !

ବୈଦିକ କ୍ୟାଲେଣ୍ଡର ଅନୁସାରେ, ପର୍ବ ଏବଂ ଉତ୍ସବଗୁଡ଼ିକରେ ଶୁଭ ଏବଂ ରାଜଯୋଗ ଘଟିଥାଏ। ଆପଣଙ୍କୁ କହି ରଖୁଛୁ ଯେ ଏହି ବର୍ଷ ୧୨ ଏପ୍ରିଲ ଅର୍ଥାତ ଆଜି ହେଉଛି ହନୁମାନ ଜୟନ୍ତୀ । ଏହି ଦିନ ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗ…

ସାବଧାନ! ଏହି ରୋଗ ମହିଳାଙ୍କଠାରୁ ପୁରୁଷଙ୍କୁ ବ୍ୟାପେ, ଏହା ଉଭୟଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ

ନୂଆଦିଲ୍ଲୀ: ମହିଳାଙ୍କଠାରୁ ପୁରୁଷଙ୍କୁ ବ୍ୟାପିଥିବା ସବୁଠାରୁ ସାଧାରଣ ଏବଂ ବିପଦଜନକ ରୋଗ ମଧ୍ୟରୁ ଗୋଟିଏ ହେଉଛି ହ୍ୟୁମାନ୍ ପାପିଲୋମା ଭାଇରସ୍ (HPV) । ଏହି ରୋଗ ମହିଳାମାନଙ୍କଠାରୁ ପୁରୁଷମାନଙ୍କୁ ବ୍ୟାପିଥାଏ ।…