Browsing Category

Top Stories

କେମିତି ତୋଫା ଗୋରା ମାଆ-ବାପାଙ୍କ ଶିଶୁ ହେଲା କଳା, ଅଜଣା ବ୍ୟକ୍ତିର ଛୁଆକୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଜରି।।ରେ ମାଆ ହୋଇଥିବା ଜଣେ ମହିଳା ଅଜାଣତରେ ଏକ ଅଜଣା ବ୍ୟକ୍ତିଙ୍କ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଭୁଲ ବ୍ରିସ୍ୱେନ ସ୍ଥିତ ମୋନାଶ…

ବଦଳି ଯାଇଛି କି ତତ୍କାଳ ଟିକେଟ୍ ବୁକିଂ କରିବାର ସମୟ ? IRCTC ଦେଲା ସୂଚନା

ନୂଆଦିଲ୍ଲୀ: ଟ୍ରେନ୍ ଟିକେଟର ତତ୍କାଳ ବୁକିଂର ସମୟ ପରିବର୍ତ୍ତନ ହୋଇଛି କି? ପ୍ରକୃତରେ, ସୋସିଆଲ ମିଡିଆରେ ଖବର ଚାଲିଛି ଯେ ତତ୍କାଳ ଏବଂ ପ୍ରିମିୟମ ତତ୍କାଳ ଟିକେଟର ବୁକିଂ ସମୟ ପରିବର୍ତ୍ତନ କରାଯାଇଛି । ଅବଶ୍ୟ…

୨୦୫୦ ସୁଦ୍ଧା ୭୦୦ ନିୟୁତରୁ ଅଧିକ ଲୋକ ହରାଇବେ ଶ୍ରବଣ ଶକ୍ତି, ପରିବେଶ ଏବଂ ଅଞ୍ଚଳ ମଧ୍ୟ ଶୁଣିବା କ୍ଷମତାକୁ କରେ ପ୍ରଭାବିତ: ଷ୍ଟଡୀ

ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଭଲ ଶୁଣିପାରନ୍ତି । ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ, କିନ୍ତୁ ବୈଜ୍ଞାନିକମାନେ ନିଶ୍ଚିତ କରିଛନ୍ତି ଯେ, ଲିଙ୍ଗ ଏବଂ ପରିବେଶ ଉଭୟ ଜଣେ ବ୍ୟକ୍ତିଙ୍କ ଶୁଣିବା କ୍ଷମତାକୁ ପ୍ରଭାବିତ କରେ…

ଓଃ କି ଦାରୁଣ ଦୁଃଖ… (Video) ଅସହ୍ୟ ଖରାରେ ରାସ୍ତାରେ ଗଡ଼ି ଗଡ଼ି କଲେକ୍ଟରଙ୍କ ପାଖରେ ଗୁହାରି କରିବାକୁ ପହଞ୍ଚିଲେ ଦମ୍ପତି

ଭୋପାଳ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଅନୁସାରେ ବୃଦ୍ଧା ଦମ୍ପତି ଟାଣ ଖରାରେ ରାସ୍ତାରେ ଗଡ଼ି ଗଡ଼ି ଯାଉଥିବାର ଦେଖିବାକୁ ମିଳିଛି । ଦମ୍ପତି ଭୂଇଁରେ ଗଡ଼ି ଗଡ଼ି…

ଚଳିତ ବର୍ଷ ସୁନାର ମୂଲ୍ୟ ୧ ଲକ୍ଷ ହେବ ନା ୫୫ ହଜାର! ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଗତ କିଛି ମାସରେ ସୁନା ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏହାର ସବୁଠୁ ମୁଖ୍ୟ କାରଣ, କ୍କୋବାଲ ଭୋଲାଟିଲିଟୀ ଏବଂ ଆମେରିକା-ଚୀନ ମଧ୍ୟରେ ଟ୍ରେଣ୍ଡ ବାର୍‌ର ଚିନ୍ତା। ଯେତେବେଳେ ଆମେରିକା…

Hanuman Jayanti 2025: ହନୁମାନଙ୍କ ଏହି ମନ୍ତ୍ର ଆପଣଙ୍କୁ କରିବ ଶକ୍ତିଶାଳୀ, ସବୁ ସଙ୍କଟରୁ ରକ୍ଷା କରିବେ ମହାବୀର

ଓଡ଼ିଶା ଭାସ୍କର: ଆଜି ହନୁମାନ ଜୟନ୍ତୀ। ସାରା ଦେଶ ଉତ୍ସବ ମୁଖର। ତେବେ ଆଜିର ଦିନରେ ହନୁମାନଙ୍କ ବିଶେଷ କୃପା ପାଇବା ଲାଗି ଶୁଭ ବିବେଚନା କରାଯାଇଥାଏ। ତେବେ ହନୁମାନଙ୍କ ଏକ ଶକ୍ତିଶାଳୀ ମନ୍ତ୍ର ରହିଛି। ଯଦି ଆପଣ…

‘ଯିଏ ନାରୀର ଅପମାନ କରେ ସେ କ’ଣ ପୁରୁଷ..’, ଦୋଷୀକୁ ଫାଶୀ ଦଣ୍ଡ ଦେଇ ପୀଡ଼ିତାଙ୍କ ପାଇଁ କବିତା ଲେଖିଲେ ଜଜ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ନର୍ମଦାପୁରମ ଜିଲ୍ଲାର ସିୱନୀ ମାଲୱାରେ ୬ବର୍ଷୀୟ ଶିଶୁର ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡର ଶୁଣାଣି ହୋଇଛି। କୋର୍ଟ ଅଭିଯୁକ୍ତ ଉପରେ ୩୦୦୦ ଟଙ୍କା ଜରିମାନା ମଧ୍ୟ…

ପ୍ରବାସୀଙ୍କୁ ବାହାର କରିବା ପାଇଁ ଟ୍ରମ୍ପଙ୍କ ‘ବେରହମ’ ଯୋଜନା: ୬୦୦୦ ଜୀବିତ ଲୋକଙ୍କୁ ମୃତ ଘୋଷଣା

ନୂଆଦିଲ୍ଲୀ: ପ୍ରବାସୀମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଟ୍ରମ୍ପ ପ୍ରଶାସନ ଛଅ ହଜାର ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ ଏକ କଠୋର ପଦକ୍ଷେପ ନେଇଛି । ପ୍ରକୃତରେ ଆମେରିକା ସରକାର ଏହି ୬୦୦୦ ଜୀବିତ…

ପାଇକ ପୁଅଙ୍କ ସହ ନାଚିଲେ ରାମ ଚରଣ, ସୋସିଆଲ ମିଡିଆରେ ଛାଇଯାଇଛି ଗୀତ

ଓଡ଼ିଶା ଭାସ୍କର: ଦକ୍ଷିଣ ଭାରତୀୟ ଫିଲ୍ମ ଗୁଡ଼ିକ ସବୁବେଳେ ତା’ର କାହାଣୀ, ଗୀତ, ନୃତ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ବତ୍ତର୍ମାନ ଟଲିଉଡର ଜଣାଶୁଣା ନାୟମ ରାମ ଚରଣକ ଫିଲ୍ମ ‘ଗେମ୍ ଚେଞ୍ଜର’ର ଏକ ଗୀତ ସୋସିଆଲ…

‘ଯେକୌଣସି ବିଲ୍‌କୁ ୩ ମାସରୁ ଅଧିକ ରଖିବା ଉଚିତ୍ ନୁହେଁ’, ରାଷ୍ଟ୍ରପତିଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ତାମିଲନାଡୁର ରାଜ୍ୟପାଳ ଆରଏନ ରବିଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ମିଳିଛି। ଏଥିରେ କୁହାଯାଇଥିଲା ଯେ, ସରକାରଙ୍କ ବିଲ୍ କୁ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ରୋକିପାରିବେ ନାହିଁ। ବର୍ତ୍ତମାନ ଏହି…