Browsing Category

Top Stories

ଜୟନାରାୟଣଙ୍କ ବିସ୍ଫୋରକ ବୟାନ, କହିଲେ ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ

ନୂଆଦିଲ୍ଲୀ: ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ପାଣ୍ଡିଆନଙ୍କ ନାଁ…

Relationship Tips : ଶାରୀରିକ ସମ୍ପର୍କ ରଖିବା ପାଇଁ ପାର୍ଟନର ସବୁବେଳେ ଚାପ ପକାଉଛି କି? ସମ୍ପର୍କ ପାଇଁ ବିପଦ ହୋଇପାରେ

ନୂଆଦିଲ୍ଲୀ: ଯେକୌଣସି ସମ୍ପର୍କର ମୂଳଦୁଆ ପାରସ୍ପରିକ ବୁଝାମଣା, ବିଶ୍ୱାସ ଏବଂ ସମ୍ମତି ଉପରେ ଆଧାରିତ । ଯଦି ଆପଣଙ୍କ ସାଥୀ ଆପଣଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାରମ୍ବାର ଚାପ ପକାନ୍ତି ଏବଂ ଆପଣଙ୍କ ଭାବନା…

Gold Rate: ଆମେରିକା-ଚୀନ୍ ଟାରିଫ ଓ୍ବାର ଯୋଗୁଁ ସୁନା ଦରରେ ନିଆଁ, ଗୋଟିଏ ଦିନରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ଶୁକ୍ରବାର ଦିନ ସୁନା ବଜାରରେ ବିପୁଳ ଚାହିଦା ଥିଲା। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କ ପ୍ରବଳ ଚାହିଦା ଯୋଗୁଁ…

ମୁର୍ଶିଦାବାଦ ହିଂସା ନେଇ ମୁହଁ ଖୋଲିଲେ ଦିଦି, କହିଲେ ପଶ୍ଚିମବଙ୍ଗରେ ୱାକଫ ଆଇନ ଲାଗୁ ହେବ ନାହିଁ

ନୂଆଦିଲ୍ଲୀ: ୱାକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ କରାଯାଇଥିଲା। ମୁର୍ଶିଦାବାଦ, ହୁଗୁଳି, 24 ପ୍ରଗଣା ଏବଂ ମାଲଦା ଜିଲ୍ଲାରେ ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା। ଟ୍ରେନ୍ ଏବଂ…

କଟକରେ ପଣା ସଂକ୍ରାନ୍ତି ପାଇଁ ଆସିଲା ଗାଇଡଲାଇନ

କଟକ: ପଣା ସଂକ୍ରାନ୍ତି ପାଇଁ କଟକରେ ଜାରି ହେବ କଟକଣା। ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଜାରି ହେବ ୧୦ ପ୍ଲାଟୁନ ଫୋର୍ସ। ସେହିଦିନ ହନୁମାନ ମନ୍ଦିର…

ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି: ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ଦେଲେ…

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ। ମଙ୍ଗଳବାର ଦିନ…

Crorepati Scheme: ଗଜବ ପ୍ଲାନ… ମାସକୁ ମିଳିବ 20 ହଜାର, କିଛି ମାସରେ ଜମା ହେବ 3 କୋଟି!

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ସହିତ ଲୋକଙ୍କ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଇଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ, କାର୍ଯ୍ୟ କରିବା ସମ୍ଭବ ହେଉ…

୫୭ ମିନିଟ୍ ପାଇଁ ବନ୍ଦ ହେବା ପରେ ଠିକ ହେଲା UPI ସର୍ଭିସ, ଆମେ ଦୁଃଖିତ କହିଲା NPCI

ନୂଆଦିଲ୍ଲୀ: ଆଜି ସାରା ଦେଶରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ସେବାରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଛି, ଯାହା ଯୋଗୁଁ ଡିଜିଟାଲ୍ କାରବାର ବନ୍ଦ ହୋଇଯାଇଛି । ଏହି କାରଣରୁ Paytm, PhonePe ଏବଂ…

ମା’ ମାନଙ୍କ କ୍ଷୀରରେ ବିଷାକ୍ତ ପାରଦ, କଅଁଳା ଛୁଆଙ୍କ ପାଇଁ ବିପଦ: ଗବେଷଣାରୁ ବଡ଼ ଖୁଲାସା

ଓଡ଼ିଶା ଭାସ୍କର: ମା’ କ୍ଷୀର ନବଜାତଙ୍କ ପାଇଁ ଏକାନ୍ତ ଆବଶ୍ୟକ । ସେମାନଙ୍କ ମୂଳ ବିକାଶ ମା’କ୍ଷୀରରେ ଥିବା ପୋଷକ କରିଥାଏ । ଯାହାପାଇଁ ନବଜାତ ପିଲା ପାଇଁ ମା’ କ୍ଷୀର ଜରୁରୀ ପୋଷଣ ହୋଇଥାଏ । ବିହାରର ଗଙ୍ଗାନଦୀ…

ଆଜି ରାତିରେ ଦେଖାଯିବ କି ଗୋଲାପି ଜହ୍ନ, ଜାଣନ୍ତୁ କେଉଁ ସମୟରେ ଦେଖିପାରିବେ ଏହି ‘ପିଙ୍କ ମୁନ୍‌’

ନୂଆଦିଲ୍ଲୀ: ଆଜି ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଆଜି ଅର୍ଥାତ ୧୨ ଅପ୍ରେଲ ରାତିରେ ଆକାଶରେ ଜହ୍ନ ଗୋଲାପି ଦେଖାଯିବ, ଯେପରି ପିଙ୍କ ମୁନ୍ କୁହାଯାଏ। ଜହ୍ନ ଗୋଲାପି ଦେଖାଯିବ ନାହିଁ, କିନ୍ତୁ ଏହା ଚଳିବ…