Browsing Category

Top Stories

Gold Price: ଆମେରିକା-ଚୀନ ଟାରିଫ ଓ୍ବାର ଭିତରେ ଆକାଶ ଛୁଆଁ ସୁନା ଦର, ୯୫ ହଜାର ପାର୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ବିଶ୍ୱ ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଉଛି । ଏହି କାରଣ ପାଇଁ ଆଜି ରେକର୍ଡ ଭାଙ୍ଗିଛି ସୁନା ଦର । ଆଜି ସୁନାର ମୂଲ୍ୟ ୩% ବୃଦ୍ଧି ପାଇ…

ମିଠା ମିଠା ଛେନାପୋଡ଼… ଓଡ଼ିଶାର ଗୌରବ, ଜନ୍ମସ୍ଥାନ ନୟାଗଡ଼

ଓଡ଼ିଶା ଭାସ୍କର: ମିଠା ଭିତରେ ରାଜା ଛେନାପୋଡ଼ । ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଲୋକଙ୍କ ଏହି ମିଠା ବେଶ୍ ପସନ୍ଦ । ଛେନା, ଚିନି, ଗୁଜୁରାତି ଏହି ସାମାନ୍ୟ ସାମଗ୍ରୀରେ ତିଆରି ହେଉଥିବା ମିଠା ଛେନାପୋଡ଼ ଏବେ ରାଜ୍ୟ…

Age Wise Walking: କେଉଁ ବୟସରେ କେତେ ପାଦ ଚାଲିବା ଉଚିତ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟ ଏବଂ ଫିଟନେସ ପାଇଁ ସମୟ ଦେବା ସବୁଠାରୁ କଷ୍ଟକର କାମ ହୋଇଗଲାଣି । ସାରା ଦିନ କାମ କରିବା ପରେ ଏତେ କ୍ଳାନ୍ତ ହୋଇଯାଉ ଯେ ଆମ ପାଖରେ ଚାଲିବା ପାଇଁ ଶକ୍ତି ମଧ୍ୟ…

ସକାଳୁ ସକାଳୁ ଏହି ଲକ୍ଷଣ ଦେଖାଗଲେ ବୁଝିଯାଆନ୍ତୁ ଯେ ବଢ଼ିଯାଇଛି ବ୍ଲଡ ସୁଗାର: ଜାଣନ୍ତୁ ଏହାକୁ ନିୟନ୍ତ୍ରଣ କରିବାର ଉପାୟ

ମଧୁମେହ ଅର୍ଥାତ୍ ଶରୀରରେ ବ୍ଲଡ ସୁଗାର ବୃଦ୍ଧିକୁ ବହୁତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଥରେ ମଧୁମେହ ହୋଇଗଲେ, ଏହାକୁ କେବଳ ନିୟନ୍ତ୍ରଣ କରାଯାଇପାରିବ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରାଯାଇପାରିବ…

ଆଉ ଡାକ୍ତରଖାନାର ଲମ୍ବା ଲାଇନରେ ଛିଡ଼ା ରହିବାକୁ ପଡ଼ିବନି, ସବୁ ମାରାତ୍ମକ ରୋଗକୁ ଚିହ୍ନଟ କରିବ ଏହି ୪ଟି ମେଡିକାଲ ଟେଷ୍ଟ

ଓଡ଼ିଶା ଭାସ୍କର: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀରର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ସେଥିପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ଏହି ୪ଟି ଟେଷ୍ଟ କରିବା ଜରୁରୀ ଯେଉଁଥିରେ ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିବ ନାହିଁ; କି ବଡ଼…

ଜାଲ ସାର୍ଟିଫିକେଟରେ ଅଧ୍ୟାପକଙ୍କ ଚାକିରି ! ଯାଞ୍ଚ ବେଳେ ଧରାପଡିଲେ ଜୁଲୋଜି ଅଧ୍ୟାପକ

ଉଦଳା: ଆଜିକାଲି ଯୁଗରେ ଟେକନିକ୍ ଯେତେ ଆଗକୁ ଯାଉଛି, ଠକାମି ମଧ୍ୟ ସେତେ ବଢ଼ୁଛି । ସବୁ କ୍ଷେତ୍ରରେ ଲୋକମାନେ ଜାଲିଆତି କରିବା ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ଉଦଳାରେ ଏକ ଠକେଇ ମାମଲା ସାମ୍ନାକୁ ଆସିଛି,…

ତହବୁର ରାଣାଙ୍କ ପ୍ରତ୍ୟର୍ପଣରେ କାହିଁକି ଚିନ୍ତିତ ପାକିସ୍ତାନ, ସାମ୍ନାକୁ ଆସିଲା ପ୍ରତିକ୍ରିୟା

ଓଡ଼ିଶା ଭାସ୍କର: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କ ପ୍ରତ୍ୟର୍ପଣ ପରେ ଏନଆଇଏ ତାଙ୍କୁ ହେପାଜତରେ ନେଇଛି । ଏହାରି ମଧ୍ୟରେ ତହବୁର ରାଣାଙ୍କ ପ୍ରତ୍ୟର୍ପଣକୁ ନେଇ ପାକିସ୍ତାନ ଚିନ୍ତାରେ…

Tariff War: ଚୀନ ଉପରେ ୧୨୫% ନୁହେଁ ୧୪୫% ଟାରିଫ୍ ଲାଗୁ, ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ୮ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଶୁଳ୍କ ବୃଦ୍ଧି କରାଯାଇଛି ଏବଂ ଏହି ନୂଆ ଟାରିଫ…

UPPSC CES 2024: ଜାରି ହେଲା ଆଡମିଟ୍ କାର୍ଡ, ଏହି 7 ଜିଲ୍ଲାରେ ହେବ ପରୀକ୍ଷା

ନୂଆଦିଲ୍ଲୀ:  ଉତ୍ତର ପ୍ରଦେଶ ପବ୍ଲିକ୍ ସର୍ଭିସ୍ କମିଶନ (UPPSC) UPPSC CES ପ୍ରିଲିମ୍ସ ଆଡମିଟ୍ କାର୍ଡ 2025 ପ୍ରକାଶ କରିଛି । UPPSC କମ୍ବାଇନ୍ ଷ୍ଟେଟ୍ ଇଞ୍ଜିନିୟରିଂ ସର୍ଭିସେସ୍ ପରୀକ୍ଷା 2024 ପାଇଁ ଆବେଦନ…

ଭାରତୀୟ ବଂଶୋଦ୍ଭବଙ୍କ କମାଲ: ଉଦ୍ଭାବନ କଲେ ସର୍କାଡିଆନ AI ଆପ୍, 7 ସେକେଣ୍ଡରେ ଚିହ୍ନଟ ହେଉଛି ହୃଦରୋଗ

ନୂଆଦିଲ୍ଲୀ: ଡଲାସରେ ରହୁଥିବା ୧୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ର ସିଦ୍ଧାର୍ଥ ନନ୍ଦୟାଲା ତାଙ୍କର ନୂତନତମ ଉଦ୍ଭାବନ - ସର୍କାଡିଆନ୍ ଏଆଇ ସହିତ ପ୍ରଯୁକ୍ତିବିଦ୍ୟା ଏବଂ ଚିକିତ୍ସା ଉଭୟ କ୍ଷେତ୍ରରେ ହଇଚଇ ସୃଷ୍ଟି…