Browsing Category
Top Stories
ବାତ୍ୟା ଜୱାଦକୁ ନେଇ SRCଙ୍କ ତାଜା ରିପୋର୍ଟ, କହିଲେ – ‘କମ୍ ପବନ, ପ୍ରବଳ ବର୍ଷା’
ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ବାତ୍ୟା ଜୱାଦକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ଏହାକୁ ନେଇ ତାଜା ଅପଡେଟ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରନୀପ ଜେନା । ଧୀରେ ଧୀରେ ବାତ୍ୟା ଦୁର୍ବଳ ହେଉଛି ବୋଲି…
ଇତିହାସ ରଚିଲେ ଭାରତ ବଂଶୋଭବ ବୋଲର୍ ଏଜାଜ୍ ପଟେଲ୍, ଭାରତ ବିପକ୍ଷରେ ନେଲେ ୧୦ ଟି ୱିକେଟ୍
ନୂଆଦିଲ୍ଲୀ: ମୁମ୍ବାଇ ଟେଷ୍ଟରେ ଇତିହାସ ରଚିଲେ ଏଜାଜ୍ ପଟେଲ୍ । ଭାରତ ବିପକ୍ଷରେ୧୦ ୱିକେଟ୍ ନେଲେ ଏହି ନ୍ୟୁଜିଲାଣ୍ଡ ବୋଲର୍ । ମୁମ୍ବାଇ ଟେଷ୍ଟରେ ଭାରତ ୩୨୫ ରନ୍ ରେ ଅଲଆଉଟ୍ । ତେବେ ବାମହାତୀ ନ୍ୟୁଜିଲାଣ୍ଡ ବୋଲର୍…
ଯଦି ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ, ଆପଣ କ’ଣ ତାଙ୍କୁ ସ୍ୱୀକାର କରିବେ? ଜାଣନ୍ତୁ ପଦବୀ ଛାଡ଼ିବା ନେଇ କ’ଣ କହିଲେ ଚନ୍ନୀ
ନୂଆଦିଲ୍ଲୀ: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପ୍ରତ୍ୟେକ ରାଜ୍ୟର ରାଜନୀତି ଏକପ୍ରକାର ଚଳଚଞ୍ଚଳ ହୋଇ ଉଠିଛି । ତେବେ ବର୍ତ୍ତମାନ ସମୟରେ ପଞ୍ଜାବର ଦୃଶ୍ୟପଟ୍ଟରେ କିଛି ଅଲଗା ଛବି ଦେଖିବାକୁ…
ଓମିକ୍ରନ ପାଇଁ ବଦଳିଲା ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ସିଡ୍ୟୁଲ୍: ଜାଣନ୍ତୁ କ’ଣ କହିଲେ BCCI ସଚିବ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଧୀରେଧୀରେ କାୟା ବିସ୍ତାର କରୁଥିବା ଓମିକ୍ରନ ଭାରିଆଣ୍ଟ କ୍ରିକେଟ ଜଗତକୁ ମଧ୍ୟ ଛାଡ଼ି ନାହିଁ । ଓମିକ୍ରନ ପାଇଁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ପ୍ରଭାବିତ ହେବାକୁ ଯାଉଛି । ଚଳିତ ମାସରେ…
୧୩ ବିଦେଶ ଫେରନ୍ତା ଦେଇଛନ୍ତି ଭୁଲ୍ ଠିକଣା ଓ ମୋବାଇଲ୍ ନମ୍ବର, ଓମିକ୍ରନକୁ ନେଇ ବଢ଼ିଲା ଚିନ୍ତା
ମେରଠ: କୋଭିଡ୍ ଭୁତାଣୁର ନୂତନ ପ୍ରଜାତି ଓମିକ୍ରନ୍ କ୍ରୁ ନେଇ ସାରବ୍ୱିଶ୍ୱରେ ଭୟର ବାତାବରଣ ରହିଛି । ଡେଲଟା ଭାରିଆଣ୍ଟ୍ ଠାରୁ ମଧ୍ୟ ଦୁଇଗୁଣ ବେଗରେ ବ୍ୟାପୁଛି ଏହି ଓମିକ୍ରନ୍ ଭାରିଆଣ୍ଟ୍ । ତେଣୁ ବିଭିନ୍ନ ଦେଶରେ…
ସୋମବାରଠାରୁ ସୁପର ସାଇକ୍ଲୋନ: ବିଷ୍ଣୁ ସେଠୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଆରମ୍ଭ ରୁ ଆଜି ବି ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ବିରୋଧୀମାନେ ହୋହଲ୍ଲା ଓ ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଗୃହରେ ପୂଜକ ବେଶରେ ଗଙ୍ଗାଜଳ ଛିଞ୍ଚିଥିଲେ…
ଟ୍ରାଫିକ୍ ପୋଲିସ୍ ଛଡ଼ାଇ ପାରିବେନି ଆପଣଙ୍କ ଗାଡ଼ି ଚାବି, ଜାଣିରଖନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଳାଉଛନ୍ତି ତାହେଲେ ଏକଥା ଆପଣ ନିଶ୍ଚିତ ରୂପେ ଜାଣିଥିବେ ଯେ, ଅନେକ ଥର ଟ୍ରାଫିକ୍ ପୋଲିସ୍ ଚେକିଂ ସମୟରେ ଗାଡ଼ିରୁ ଚାବି କାଢ଼ି ନିଅନ୍ତି । ହେଲେ କଣ ଆପଣ ଜାଣନ୍ତି କି ଏପରି କରିବାର ଅଧିକାର…
ପ୍ରତିଦିନ ଚେକଅପ୍, ୭ମ ଦିନରେ RT-PCR ଟେଷ୍ଟ; ଏପରି ରହିଛି BMCର ନୂଆ ଗାଇଡଲାଇନ୍
ମୁମ୍ବାଇ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦେଶ-ବିଦେଶରେ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଉଛି । ୧୫ରୁ ଅଧିକ ଦେଶରେ ନୂଆ ଭାରିଆଣ୍ଟର ମାମଲା ଚିହ୍ନଟ ହୋଇଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ମଧ୍ୟ…
କର୍ଣ୍ଣାଟକର ପ୍ରଥମ ଓମିକ୍ରନ୍ ପଜିଟିଭ୍ ଫେରାର୍, ଫେକ୍ ନେଗେଟିଭ୍ ରିପୋର୍ଟ ଦେଖାଇ ମାରିଛନ୍ତି ଚମ୍ପଟ
ନୂଆଦିଲ୍ଲୀ: କର୍ଣ୍ଣାଟକରୁ ପ୍ରଥମ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ହେଲେ ଶୁକ୍ରବାର ଦିନ ସେ କେଉଁ ଆଡେ ଫେରାର୍ ହୋଇଯାଇଛନ୍ତି । ଏକ ପ୍ରାଇଭେଟ୍ ଲ୍ୟାବ୍ ରେ ନେଗେଟିଭ୍ ରିପୋର୍ଟ ପ୍ରସ୍ତୁତ କରି ସେ ଫେରାର୍…
ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ ବା ASSO
ନୟାଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ନୟାଗଡ଼ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଏସଏସଓ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ ହୋଇଛି । ଏକାକାଳୀନ ୬ଟି…