Browsing Category

Top Stories

ମହିଳାଙ୍କୁ କମେଣ୍ଟ ପଡିଲା ମହଙ୍ଗା: ନିର୍ଦ୍ଧୁମ ଛେଚା ଖାଇଲେ BPM, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଣେ ମହିଳାଙ୍କୁ କମେଣ୍ଟ ମାରି ନିର୍ଦ୍ଧୁମ ଛେଚା ଖାଇଛନ୍ତି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର । ଚିଲିକାର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ରହିଥିବା ଏହି ବାବୁ ଜଣଙ୍କ ମହିଳାଙ୍କୁ କମେଣ୍ଟ ମାରି…

ଗତିଶୀଳ ହେଲା ଦେଶର ଅର୍ଥନୀତି, ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ୮.୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : କରୋନା ମହାମାରୀ ଏବଂ ଲକ୍ଡାଉନ୍ କାରଣରୁ ଧରାଶାୟୀ ହୋଇଥିବା ଦେଶର ଅର୍ଥନୀତି ଗତିଶୀଳ ହେବାରେ ଲାଗିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଜୁଲାଇ-ସେପ୍ଟେମ୍ବରରେ ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ୮.୪ ପ୍ରତିଶତ…

ଡିସେମ୍ବର ପାଇଁ ଆସିଲା କରୋନା Guideline: ହେବନି ଜିରୋ ନାଇଟ୍ ସେଲିବ୍ରେସନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଡିସେମ୍ବର ପାଇଁ କରୋନା ଗାଇଡଲାଇନ ପ୍ରକାଶ ପାଇଛି । ଏହି ଗାଇଡ ଲାଇନ ଅନୁସାରେ ପୂର୍ବପରି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଡିସେମ୍ବର ୧ରୁ ୩୧…

ଭିଜିଲାନ୍ସ ଜାଲରେ ବଙ୍ଗମୁଣ୍ଡା IIC; ୨ ଲକ୍ଷ ଟଙ୍କାର ଲାଞ୍ଚ ସହ ଧରା ପଡିଲେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଆଉ ଜଣେ ଲାଞ୍ଚୁଆ ଅଧିକାରୀ । କାରରେ ଲାଞ୍ଚ ନେଇ ଯାଉଥିବା ବେଳେ ଆଇଆଇସିଙ୍କୁ କାବୁ କରିଛି ଭିଜିଲାନ୍ସ । ୨ ଲକ୍ଷ ଟଙ୍କାର ଲାଞ୍ଚ ନେଇ ଯାଉଥିବା ବେଳେ…

ମମିତା ମେହେର ହତ୍ୟା ମାମଲା: ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ ଏବିଏସ ନାଇଡୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସନସାଇନ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମାମଲାର ତଦନ୍ତର ତଦାରଖ କରିବେ ବିଚାରପତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିବା ବେଳେ ମଙ୍ଗଳବାର ହାଇକୋର୍ଟ…

ଦିବ୍ୟାଙ୍ଗଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଘୋଷଣା: ଏଣିକି ମିଳିବ ଏହି ସୁବିଧା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଭିନ୍ନ ଜବାହାର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ରେ ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ୩% ସ୍ଥାନ ସଂରକ୍ଷଣ ହେବ । ସୋମବାର ଲୋକସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ଟିମ୍ ଇଣ୍ଡିଆ ? ସରକାର ଦେଲେ ଏମିତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ : କରୋନାର ନୂତନ ପ୍ରଜାତି ଓମିକ୍ରନକୁ ନେଇ ସାରା ଦୁନିଆରେ ଆଲୋଡନ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ନୂତନ ଭାରିଏଣ୍ଟ ଅନେକ ଦେଶରେ ବ୍ୟାପିଲାଣି। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ…

ବାତ୍ୟା ପୂର୍ବରୁ ସତର୍କ କରାଇଲେ ଏସଆରସି: ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । ଏହା ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି ଏସଆରସି ପ୍ରଦୀପ ଜେନା ।…

ବଲିଉଡରେ ବିବାହ ଋତୁ: ବାହା ହେବେ ନାଗିନ୍ ମୌନୀ ରୟ

ମୁମ୍ବାଇ: ଚର୍ଚ୍ଚାର ହେଲା ଦ ଏଣ୍ଡ ଆଉ ଫାଇନାଲ ହେଲା ବାହାଘର ତାରିଖ । ଖୁବ ଶୀଘ୍ର ହାତକୁ ଦିହାତ ହେବେ ଆଉ ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ମୌନୀ ରୟ । ଅନେକ ଥର ଚର୍ଚ୍ଚାରେ ରହିଥିବା ଏ ଅଭିନେତ୍ରୀ ଏବେ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ହକରଙ୍କୁ ମିଳିବ ୨ ଲକ୍ଷର ଦୁର୍ଘଟଣା ବୀମା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ ।…