Browsing Category
Top Stories
Amazonରେ ବିକ୍ରି ହେଉଛି ଗାଞ୍ଜା! NCB ଯାଞ୍ଚ ନେଇ ଦାବି ଉଠାଇଲା CAIT
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନକୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ପ୍ଲାଟଫର୍ମରେ ଗାଞ୍ଜା ବିକ୍ରି ହେଉଥିବା ନେଇ ଆସିଛି ଅଭିଯୋଗ । କନଫେଡେରେସନ ଅଫ୍ ଇଣ୍ଡିଆନ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଏପରି…
ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସିଖବର! ଦରମା ସହିତ ହୋଇପାରେ ବଡ଼ ଘୋଷଣା
ନୂଆଦିଲ୍ଲୀ: କର୍ମଚାରୀଙ୍କୁ ପୁଣି ମିଳିପାରେ ଖୁସିଖବର । ନୂଆବର୍ଷ ଅବସରରେ ନିଜ କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ଦୀପାଳବୀ ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ…
୧୦ ଦିନରେ ୩,୪୮୮ ଫେରାର ଆସାମୀ ଗିରଫ, ଜାଣନ୍ତୁ କେଉଁ ଜିଲ୍ଲାରୁ ସର୍ବାଧିକ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୦ ଦିନରେ ୩,୪୮୮ ଜଣ ଫେରାର ଆସାମୀ ଗିରଫ ହୋଇଛନ୍ତି । ଜାମିନବିହୀନ ପରୱାନା ବିରୋଧରେ ଚାଲିଛି ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ । ନଭେମ୍ବର ୫ରୁ ୧୪ ତାରିଖ ଯାଏଁ ଓଡ଼ିଶା ପୋଲିସ…
ଏଣିକି ଅନଲାଇନରୁ ଡାଉନଲୋଡ୍ ହେବ Driving License, ପଞ୍ଜୀକରଣ ପ୍ରମାଣପତ୍ର: ସ୍ମାର୍ଟ କାର୍ଡ ଯୁଗ ସରିଲା, ପ୍ରସ୍ତୁତ ହେଲା ନୂଆ ପୋର୍ଟାଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣଙ୍କୁ ଆଉ ଆରଟିଓ ଅଫିସରେ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ଏଣିକୁ ଘରେ ବସି ଅନଲାଇନରୁ ଡାଉନଲୋଡ୍ କରିପାରିବେ ସମସ୍ତ ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର । ପୂର୍ବରୁ ଚାଲିଆସୁଥିବା ସ୍ମାର୍ଟ…
‘୫ କୋଟିର ଘଣ୍ଟା ଜବତ ହେବା କଥା ପୂରା ମିଛ, ମୁଁ କଷ୍ଟମ୍ ବିଭାଗକୁ ସବୁ ଡକ୍ୟୁମେଣ୍ଟ ଦେବାକୁ ରାଜି ଅଛି’: ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି । ବିମାନବନ୍ଦରରେ କଷ୍ଟମ୍ ବିଭାଗ ଦ୍ୱାରା ତାଙ୍କର ଦୁଇଟି ୫ କୋଟି ଟଙ୍କାର ଘଣ୍ଟାକୁ ଜବତ…
Generation Google Scholarship Program 2021: ମାସକୁ ୭୫ ହଜାର ରୋଜଗାର କରିବାର ସୁଯୋଗ ଦେଉଛି Google, ମୋବାଇଲରେ କରନ୍ତୁ ଆବେଦନ
ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ମହିଳା ଓ ପୁରୁଷଙ୍କର ସମାନତାକୁ ନେଇ ଅନେକ ପ୍ରୟାସ ଜାରି ରହିଛି । ଗୁଗଲ ପରି ଅନେକ ସଂସ୍ଥା ତରଫରୁ ଏଥିପାଇଁ ମହିଳାଙ୍କୁ ସ୍କଲାରସିପ୍ ମାଧ୍ୟମରେ ରୋଜଗାର ସୁଯୋଗ ଦିଆଯାଉଛି । …
ମଧ୍ୟାହ୍ନ ଭୋଜନର ଚାଉଳ ବିକ୍ରି; ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ
କାଲିମେଲା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ବଡ଼ଠାରୁ ଆରମ୍ଭ କରି ଛୋଟ ଅଧିକାରୀମାନେ ଲୁଟିବାରେ ଲାଗିଛନ୍ତି । ଏପରି ଏକ ଦୁର୍ନୀତି କାଲିମେଲା ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି ।…
ଚାଷୀଙ୍କ ପାଇଁ ଖୁସିଖବର! ଏଥର ୨ ହଜାର ବଦଳରେ ଆକାଉଣ୍ଟକୁ ଆସିବ ୪୦୦୦ ଟଙ୍କା, ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଆମାଗୀ କିସ୍ତି ଆସିଯିବ । ଡିସେମ୍ବର ୧୫ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିବ । କିନ୍ତୁ ଯେଉଁ ଚାଷୀମାନେ…
ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ରାଷ୍ଟ୍ରରେ ପରିଣତ ହେଲା ଚାଇନା, ଜାଣନ୍ତୁ ୨୦ ବର୍ଷ ଭିତରେ କେତେ ବଢ଼ିଲା ସମ୍ପତ୍ତି?
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ଶକ୍ତି ଏବେ କମୁଥିବା ଦେଖିବାକୁ ମିଳୁଛି । ଚାଇନା ଏବେ ବାଇଡେନ୍ ସରକାରଙ୍କ ଦେଶକୁ ପଛରେ ପକାଇଛି । ଚୀନ ଦୁନିଆର ସବୁଠାରୁ ଧନୀ ଦେଶ ହୋଇଯାଇଛି । ଗତ ୨୦ ବର୍ଷ…
ରାଜ୍ୟରୁ ଚିହ୍ନଟ ହେଲେ ୨୦୬ ପଜିଟିଭ୍, ଆଜି ୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…