Browsing Category

Top Stories

୭୦ ବର୍ଷ ବୟସରେ ପ୍ରଥମଥର ପାଇଁ ମା’ ହେଲେ ମହିଳା, ଜାଣନ୍ତୁ କିପରି?

ଅହମ୍ମଦାବାଦ: ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜବ ମାମଲା ଦେଖିବାକୁ ମିଳୁଛି । କିଛି ଘଟଣାକୁ ବିଶ୍ୱାସ କରିବା ବି ଅସମ୍ଭବ ହୋଇଥାଏ । ସେହିପରି ଗୁଜରାଟରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି…

ପୁଣି ବଢ଼ିଲା, ୫ ଶହ ଟପିଲା କରୋନା: ରାଜ୍ୟରୁ ଚିହ୍ନଟ ହେଲେ ୫୪୯ ପଜିଟିଭ୍, ଆଜି ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଲଞ୍ଚ ହେଲା ଭାରତର ପ୍ରଥମ ‘Skill Impact Bond’: ନିଯୁକ୍ତି ପାଇବେ ୫୦ ହଜାର ଯୁବକ, ଯୁବତୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ଭାରତରେ ଦକ୍ଷତା ବିକାଶ ପାଇଁ ‘ଇମ୍ପାକ୍ଟ ବଣ୍ଡ’ ଲଞ୍ଚ କରାଯାଇଛି । ବିଶ୍ୱସ୍ତରୀୟ ପାର୍ଟନରଙ୍କ ସହଯୋଗରେ ଏଥିରେ ପ୍ରାୟ ୧ ହଜାର କୋଟିରୁ ଅଧିକ…

OPSC Recruitment 2021: ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ବାହାରିଲା ୬୦୦ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତ ବାହାରିଛି । ଏହି ପଦବୀ ପାଇଁ ୨୬ ଅକ୍ଟୋବର୨୦୨୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ଏହି…

ନଭେମ୍ବର ୨ ପରେ ସମାପ୍ତ ହୋଇପାରେ ନୀତିଶଙ୍କ ଯୁଗ: ବିହାରକୁ ପୁଣି ଲାଲୁ ରାଜ୍ ଫେରିବାକୁ ଚାଲିଛି ବିରାଟ ଷଡ଼ଯନ୍ତ୍ର, ଜାଣନ୍ତୁ ପରଦା ପଛର…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପାଟନା ଫେରିବା ପରେ ଆଗାମୀ ଉପନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଦୀର୍ଘ ଦିନ ପରେ ଲାଲୁ ନିର୍ବାଚନ ପ୍ରଚାର ମଇଦାନକୁ…

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ

କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ଶଙ୍କରପୁରମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ବାଣ ଦୋକାନରେ ନିଆଁ ଲାଗିବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଦୋକାନ ମାଲିକ ଓ କର୍ମଚାରୀ…

T-20 World Cup: ନ୍ୟୁଜିଲାଣ୍ଡକୁ ହରାଇ ଦୃଢ଼ ସ୍ଥିତିରେ ପାକିସ୍ତାନ, ଭାରତର ବଢ଼ିଲା ଟେନସନ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ ରାଉଣ୍ଡରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ପାକିସ୍ତାନ । ଗତକାଲି ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାକିସ୍ତାନ ଗ୍ରୁପରେ ଟପ୍ ପୋଜିସନକୁ ଲମ୍ଫ ପ୍ରଦାନ କରିଛି । ତେବେ ମ୍ୟାଚ…

୩୪ ପୋଲିସ ଜିଲ୍ଲାରେ ଖୋଲିବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ଶିଶୁ ସହାୟତା ଆବଶ୍ୟକ କରୁଥିବାବେଳେ ସେହି ଶିଶୁମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତା…

ଜଳଖିଆ ନଖାଇଲେ ହୋଇଥାଏ ଏହି ଅସୁବିଧା

ନୂଆଦିଲ୍ଲୀ: ସମୟ ଅଭାବ କିମ୍ବା ଅନ୍ୟ କାରଣ ଯୋଗୁଁ ଅନେକ ସମୟରେ ସକାଳ ଜଳଖିଆ ନଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଜଳଖିଆ ନଖାଇବା ଦ୍ୱାରା ଆମ ଶରୀରରେ କ’ଣ ନକରାତ୍ମକ ପ୍ରଭାବ ପଡ଼ିଥାଏ । ପୁରା…

ରାଶିଫଳ(ବୁଧବାର,୨୭ ଅକ୍ଟୋବର,୨୦୨୧)

ମେଷ - କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର‌୍ୟ୍ୟ ସାଧନ କରିବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ…