Browsing Category
Top Stories
Manoj Kumar Death: ଆଉ ନାହାନ୍ତି ବଲିଉଡ୍ ଅଭନେତା ମନୋଜ କୁମାର, 87 ବୟସରେ ପରଲୋକ
ନୂଆଦିଲ୍ଲୀ: ବଲିଉଡରୁ ଏକ ଦୁଃଖଦ ଖବର ଆସିଛି । ବଲିଉଡର ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ ହୋଇଛି । ସେ ୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଦେଶପ୍ରେମୀ ଚଳଚ୍ଚିତ୍ର ପାଇଁ ବିଶେଷ ଭାବରେ…
ଗଙ୍ଗୌର ମହୋତ୍ସବ ସମୟରେ ବଡ଼ ଦୁର୍ଘଟଣା, କୂଅ ସଫା କରିବାକୁ ଯାଇଥିବା ସମୟରେ ୮ ଜଣଙ୍କ ମୃତ୍ୟୁ
ଖଣ୍ଡୱା: ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଗଙ୍ଗୌର ପର୍ବ ଅବସରରେ ଗାଁ କୂଅ ସଫା କରିବାକୁ ଯାଇଥିବା ସମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଛାଇଗାଓଁ ମଖାନ ତହସିଲ ଅନ୍ତର୍ଗତ କୋଣ୍ଡାଭାଟ ଗ୍ରାମରେ ଘଟିଛି ।…
ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ବଢ଼ିଲା ସଚିବ, ବରିଷ୍ଠ ଅଧିକାରୀଙ୍କ ଜିଳ୍ଲା ଗସ୍ତ ଅବଧି
ଭୁବନେଶ୍ୱର: ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଇଛନ୍ତି ସରକାର ।
ୱକଫ୍ ସଂଶୋଧନ ବିଲ୍ କ’ଣ ? ଜାଣନ୍ତୁ ଏହାର ଫାଇଦା
ଅନେକ ପିଢ଼ି ଧରି, ୱକଫ୍ ସାମାଜିକ ଓ ଆର୍ଥିକ ସହାୟତା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜୀବିକା ପାଇଁ ଆର୍ଥିକ ସହାୟତାର ଏକ ସ୍ତମ୍ଭ ହୋଇ ରହିଛି। ତଥାପି, ଏହାର ଲାଭ ପ୍ରାୟତଃ ମହିଳାମାନଙ୍କୁ ମିଳିପାରି ନାହିଁ, ଯାହା…
ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ , ବିଲ୍ ପାସ୍ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଗିରଫ
ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନରେଶ କୁମାର…
ପ୍ରେମ ସମ୍ପର୍କ ବିଗିଡ଼ିବା ରେପ୍ କେସ ରୁଜୁ କରିବାର କାରଣ ହେବା ଉଚିତ୍ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲା ପଞ୍ଜିକରଣ କରିବାର ବଢ଼ୁଥିବା ଧାରା ଉପରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ବୁଧବାର ଦିନ ସୁପ୍ରିମକୋର୍ଟର ବିଚାରପତି ଏମ୍ଏମ୍ ସୁନ୍ଦରେଶ…
ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଉଠାଇବାକୁ ମନା କଲେ ସୁପ୍ରିମକୋର୍ଟ: କହିଲେ-ଦିଲ୍ଲୀରେ ବିପଦଜନକ ସ୍ତରରେ ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାଣ ତିଆରି, ସଂରକ୍ଷଣ ଏବଂ ବିକ୍ରୟ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏଠାରେ ବାୟୁ ପ୍ରଦୂଷଣ ଦୀର୍ଘ ସମୟ ଧରି…
ରାଜ୍ୟରେ ଆହୁରି ୩ ଦିନ ବର୍ଷା: ଆଗାମୀ କିଛିଘଣ୍ଟା ପାଇଁ ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଆହୁରି ୩ ଦିନ ବର୍ଷା ହୋବର ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଅଧା ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏଥିପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି, ଘଡ଼ଘଡ଼ି…
ରାଜ୍ୟସଭାରେ ୱାକଫ ସଂଶୋଧନ ବିଲ୍ ଉପରେ ଆଲୋଚନା ଜାରି, BJD-RJD ଏବଂ YSRCP କଲେ ବିରୋଧ
ନୂଆଦିଲ୍ଲୀ: ବୁଧବାର ରାତି ପ୍ରାୟ ୧ଟାରେ ବହୁମତରେ ୱାକଫ ସଂଶୋଧନ ବିଲ୍ ପାସ୍ କରିଥିଲା ଲୋକସଭା । ବିଲ୍ ସପକ୍ଷରେ ୨୮୮ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ ପଡ଼ିଥିଲା । ଗୃହ ମଧ୍ୟ ବିରୋଧୀଙ୍କ ସମସ୍ତ ସଂଶୋଧନକୁ…
୧ ଲକ୍ଷ ତ ଦୂରର କଥା, ଏବେ ₹ ୫୫,୦୦୦ ରେ ଆସିବ ସୁନା, ୪୦ ପ୍ରତିଶତ ଶସ୍ତା ହେବ ଗୋଲ୍ଡ!
ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନା ମୂଲ୍ୟରେ କ୍ରମାଗତ ବୃଦ୍ଧି ଯୋଗୁଁ, ଆକଳନ କରାଯାଉଛି ଯେ ସୁନାର ମୂଲ୍ୟ ଖୁବ୍ ଶୀଘ୍ର ୧ ଲକ୍ଷ ଟଙ୍କା ସ୍ତର ଛୁଇଁବ । ଦେଶର ଫ୍ୟୁଚର୍ସ ବଜାର ଏବଂ ଦିଲ୍ଲୀ ସୁନା ବଜାରରେ ଏହାର…