Browsing Category
Top Stories
Slow Poison ଫ୍ରିଜ ଖାଦ୍ୟ… ଆଦୌ ଖାଆନ୍ତୁ ନାହିଁ ଫ୍ରିଜରେ ରଖିଥିବା ବାସି ଖାଦ୍ୟ
ଓଡିଶା ଭାସ୍କର: ଆମେ ସମସ୍ତେ ଘରେ ଫ୍ରିଜରେ ଖାଦ୍ୟ ରଖୁ, ଯାହାକୁ ପରବର୍ତ୍ତୀ ସମୟରେ ଆମେ ବ୍ୟବହାର କରିଥାଉ | ଏହା ଉଭୟ ସମୟ ଏବଂ ଅର୍ଥ ସଞ୍ଚୟ କରେ | କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯେ ଫ୍ରିଜରେ…
ଟ୍ରମ୍ପଙ୍କ ନିର୍ଦ୍ଦେଶ, ଆମେରିକାର ସରକାରୀ କର୍ମଚାରୀ ଚୀନ୍ ନାଗରିକଙ୍କ ସହ ବନ୍ଧୁତା କିମ୍ବା ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ
ନୂଆଦିଲ୍ଲୀ: ଆମେରିକା ସରକାର ଚୀନରେ ନିୟୋଜିତ ଥିବା ଏହାର ସରକାରୀ କର୍ମଚାରୀମାନଙ୍କୁ ଚୀନ ନାଗରିକଙ୍କ ସହ ବନ୍ଧୁତା ଏବଂ ଶାରୀରିକ ସମ୍ପର୍କ ରଖିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ପ୍ରତିବନ୍ଧକ ଚୀନ୍ରେ କାମ…
ଯଦି ଆପଣ ୱେଟିଂ ଟିକେଟ୍ ନେଇ ଟ୍ରେନରେ ଚଢ଼ନ୍ତି, ତେବେ ଆପଣଙ୍କୁ କ’ଣ ମିଳିବ ଦଣ୍ଡ: ଜାଣନ୍ତୁ ରେଲୱେର ନୂଆ ନିୟମ
ନୂଆଦିଲ୍ଲୀ: ଭାରତୀୟ ରେଳବାଇର ମଧ୍ୟ ଟ୍ରେନରେ ୱେଟିଂ ଟିକେଟକୁ ନେଇ ଏକ ନିୟମ ଅଛି । ଯଦି ଆପଣ ୱେଟିଂ ଟିକେଟ୍ ସହିତ ଟ୍ରେନରେ ଚଢ଼ନ୍ତି, ତେବେ ଆପଣଙ୍କୁ କେତେ ଜରିମାନା ଦେବାକୁ ପଡିବ, ଜାଣିଛନ୍ତି କି ?
ଭାରତୀୟ ରେଳ…
Breaking: ୨ ବର୍ଷ ପରେ ଉତ୍ସବମୁଖର ବ୍ରହ୍ମପୁର: ବିଳମ୍ବିତ ରାତିରେ ବାପଘରକୁ ଆସିଲେ ମା’
ବ୍ରହ୍ମପୁର: ବିଳମ୍ବିତ ରାତିରେ ବାପଘରକୁ ଆସିଛନ୍ତି ମା’ ବୁଢ଼ୀ ଠାକୁରାଣୀ । ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ ଉତ୍ସବମୁଖର ବ୍ରହ୍ମପୁର ସହର ।
ଅସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ଚାଲିଛି । ଢୋଲୋ, ଶଂଖ ନାଦରେ କମ୍ପମାନ…
ସରିଲା ରଥ ନିର୍ମାଣ, ଆଜି ରଥଗଡ଼ାରେ ନେତ ଉତ୍ସବ, କାଲି ରୁକୁଣା ରଥଯାତ୍ରା
ଭୁବନେଶ୍ବର: ଆଉ ଦିନକ ପରେ ରୁକୁଣା ରଥଯାତ୍ରା । ଧାର୍ଯ୍ୟ ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ କାର୍ଯ୍ୟ ଶେଷ ହେଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏହାକୁ ହସ୍ତାନ୍ତର କରିଛନ୍ତି ମହାରଣା ସେବାୟତ ।
ଏହାପରେ…
ଛୁଆ ହେବା ପରେ ଗର୍ଭନିରୋଧକ ବଟିକା ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ବଢ଼ିପାରେ ଡିପ୍ରେସନ
ନୂଆଦିଲ୍ଲୀ: ଛୁଆ ଜନ୍ମ ହେବା ପରେ ମଧ୍ୟ ଗର୍ଭନିରୋଧକ ବଟିକା ଖାଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଏହାର ବିପଜ୍ଜନକ ପରିଣାମ ହୋଇପାରେ । ଏକ ସାମ୍ପ୍ରତିକ ଗବେଷଣା ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଛି ।
ଏହି…
ମାଲାମାଲ୍ ହେବେ କେନ୍ଦ୍ରୀୟ କର୍ମଚାରୀ! ଅଷ୍ଟମ ବେତନ କମିଶନରେ ଜାଣନ୍ତୁ କେତେ ବଢ଼ିଯିବ ଆପଣଙ୍କ ଦରମା
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ କମିଶନ ଲାଗୁ ହେବାକୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ରିପୋର୍ଟ ଅନୁସାରେ, ସରକାର ୨୦୨୫ ଏପ୍ରିଲ ମାସରେ ଅଷ୍ଟମ ବେତନ କମିଶନ ଗଠନ…
ମା’ ଚାମୁଣ୍ଡାଙ୍କୁ ପ୍ରସନ୍ନ କରିବା ପାଇଁ ଜାଣନ୍ତୁ ପୂଜା ବିଧି, ଜୀବନରୁ କଷ୍ଟ ଯିବ ଉଭେଇ…
ଓଡ଼ିଶା ଭାସ୍କର: ଚୈତ୍ର ନବରାତ୍ରୀର ଆଜି ହେଉଛି ସପ୍ତମ ଦିନ । ଆଜିର ଦିନରେ ଦେବୀ ମା’ କାଳରାତ୍ରୀଙ୍କ ସ୍ୱରୂପ ପୂଜା କରାଯାଏ । ମା’ଙ୍କ ପୂଜା କଲେ ଶତ୍ରୁନାଶ ହେବାସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ମା’ କାଳ…
ରାଜ୍ୟ ସଭାରେ ପାସ୍ ହେଲା ବହୁ ଚର୍ଚ୍ଚିତ ୱକଫ୍ ବିଲ୍, ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା
ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍ 2025 ପାରିତ ହୋଇଛି । ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଦିନସାରା ଆଲୋଚନା ଏବଂ ବିତର୍କ ପରେ, ରାଜ୍ୟସଭାରେ ବିଳମ୍ବିତ ରାତିରେ ଭୋଟିଂ ହୋଇଥିଲା…
ଆସନ୍ତା ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲା ସାବଧାନ ! ବିଜୁଳି-ଘଡ଼ଘଡି଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା
ଭୁବନେଶ୍ୱର: କାଳବୈଶାଖି ପ୍ରଭାବରେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ସ୍ଥାନରେ…