Browsing Category

Top Stories

ଦେଶରେ ଖାଲି ପଡ଼ିଛି ୨୨ ଲକ୍ଷ ଡ୍ରାଇଭର ପଦବୀ: ଗଡ଼କରୀ କହିଲେ- କିପରି ୬୦ ଲକ୍ଷ ଲୋକଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଡ୍ରାଇଭର ନିଯୁକ୍ତିକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶରେ ୨୨ ଲକ୍ଷ ଦକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି । ଗୁରୁବାର ଦିନ ସେ ଲୋକସଭାରେ କହିଥିଲେ…

ମରିବା ପାଇଁ ଘରକୁ ବୋହୂ ଆଣିଥିଲା ଶାଶୁ, ଶାଶୁକୁ ମାରି ବସ୍ତାରେ ପୁରାଇ ଚମ୍ପଟ ମାରିଲା ନୂଆ ବୋହୂ

ଜଲନା: ମହାରାଷ୍ଟ୍ର ଜଲନାରେ ଦେଖିବାକୁ ମିଳିଛି ଏକ ଜଘନ୍ୟ କାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁଅ ବାହାଘରର ମାତ୍ର ୬ ମାସରେ ଆଖିବୁଜିଲା ମା’ । ଜଲନାର ଏକ ଭଡ଼ା ଘରୁ ମିଳିଛି ୪୫…

Breaking: ପୋଖରୀରୁ ଗାଧୋଇ ଫେରିଲାବେଳେ ଅଂଶୁଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଖଲ୍ଲିକୋଟ: ଅସହ୍ୟ ଖରାରେ ଟଳିପଡ଼ିଲେ ବୃଦ୍ଧ । ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଏ ଘଟଣା ଘଟିଥିବା ସୂଚନା । ଫେରିବାବେଳେ ଘର ଆଗରେ ଚାଲିଗଲା ଜୀବନ । ମୃତକ ଫାସିଡି ଗାଁର ଏମ୍. ରଘୁପାତ୍ର ।…

୧୨% ସୁଧ ସହିତ ଦରମା ଫେରାଇବେ ଶିକ୍ଷକ, ସାନି ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା । ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଲେ ସୁପ୍ରିମକୋର୍ଟ । କୋଲକାତା ହାଇକୋର୍ଟ…

PPF ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଅପଡେଟ୍, ନୋମିମି ବଦଳାଇବା ପାଇଁ ଦେବାକୁ ପଡ଼ିବନି ଚାର୍ଜ

ନୂଆଦିଲ୍ଲୀ: ପିପିଏଫ୍ ଆକାଉଣ୍ଟ ନୋମିମି ପରିବର୍ତ୍ତନ ଦେୟ ମନା । ପିପିଏଫ୍ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପାଇଁ ଆଉ ପଡ଼ିବ ନାହିଁ ଚାର୍ଜ । ଏ ନେଇ କେନ୍ଦ୍ର ସରକାର ଗତ ୨ ତାରିଖରେ ନିୟମ ପରିବର୍ତ୍ତନ କରିଛନ୍ତି ।…

ଟ୍ରମ୍ପଙ୍କ ଟାରିଫ୍ ନିବେଶକଙ୍କୁ କରୁଛି ଗରିବ, ମାତ୍ର ୧୦ ସେକେଣ୍ଡରେ ୨ ଲକ୍ଷ କୋଟିର କ୍ଷତି

ନୂଆଦିଲ୍ଲୀ: ଆମେରିକା ପ୍ରଶାସନ ଦ୍ୱାରା ରାତାରାତି ଭାରତ ଉପରେ ଲଗାଯାଇଥିବା ୨୭% ଟାରିଫ ଭାରତୀୟ ଶେୟାର ନିବେଶକଙ୍କୁ ଗରିବ କରିଦେଇଛି । ମାତ୍ର ୧୦ ସେକେଣ୍ଡରେ ୧.୯୩ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଯାଇଛି । ବିଏସଇ…

ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ ବଢ଼ାଇବ ଦରବୃଦ୍ଧି ଚିନ୍ତା, ଟାରିଫ ପାଇଁ ବଢ଼ିବ ଏହି ସବୁ ଜିନିଷର ଦାମ୍

ୱାଶିଂଟନ୍: ମୂଦ୍ରାସ୍ଫିତି ସହିତ ଲଢ଼େଇ କରୁଥିବା ଆମେରିକା ଖୁବ୍ ଜଲଦି ଜାଣିପାରିବ, ଦେଶବାସୀଙ୍କୁ କେଉଁ ସବୁ ଜିନିଷ କିଣିବାପାଇଁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡୁଛି । କାରଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨…

Breaking: ବିଶ୍ୱବିଦ୍ୟାଳୟ ସଂଶୋଧିକ ବିଲ୍ ପାରିତ, ଗୃହରେ ରାତିସାରା ହେଲା ଆଲୋଚନା

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ଭୋର ୪ଟା ୨୯ ମିନିଟରେ ବିଲ୍ ବିଧାନସଭାରେ ପାରିତ ହୋଇଥିବା ସୂଚନା । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା…

ଲୋକସଭାରେ ୱକଫ୍ ବିଲ ପାସ୍, ସପକ୍ଷରେ ୨୮୮ ବିପକ୍ଷରେ ୨୩୨ ଦେଲେ ମତ

ନୂଆଦିଲ୍ଲୀ: ଲୋକସଭାରେ ବହୁ ଚର୍ଚ୍ଚିତ ୱକଫ୍ (ସଂସୋଧନ) ବିଲ୍ ବୁଧବାର ପାରିତ ହୋଇଛି । ଦୀର୍ଘ ୧୨ ଘଣ୍ଟାର ଆଲୋଚନା ପରେ ଲୋକସଭାରେ ୱକଫ୍ ବିଲରେ ମୋହର ଲାଗିଛି । ସମ୍ବିଧାନ ଏବଂ ମୁସଲମାନଙ୍କ ଅଧିକାର ଉପରେ ଜବର ଦଖଲ…

ଏଣିକି ଚାଉଳ ସାଙ୍ଗକୁ ଗହମ ଦେବେ ସରକାର, କିନ୍ତୁ ଗହମ ରଖିବା ପାଇଁ ନାହିଁ ଗୋଦାମ ବ୍ୟବସ୍ଥା

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ। ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର। କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ…