Browsing Category

Top Stories

ସ୍ୱାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା; ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କର କଲେ ଅପରେସନ, ମୃତ୍ୟୁ ପରେ ହସ୍ପିଟାଲ ସିଲ୍

ବୁଲନ୍ଦସହର: ଡାକ୍ତର ମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ । ସମାଜରେ ସେମାନଙ୍କ ଅବଦାନ ଅନେକ । ହେଲେ ବେଳେ ଏପରି ହୁଏ ସେମାନଙ୍କ ଅବହେଳା କାରଣରୁ ସାଧାରଣ ଲୋକ ସାଂଘାତିକ ସମସ୍ୟାରେ ପଡ଼ିଯାଆନ୍ତି । ଏହି…

ଆଗକୁ ଆସିବ କରୋନାର ନୂଆ ନୂଆ ଭାରିଏଣ୍ଟ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଭବିଷ୍ୟତରେ ପୁଣି କରୋନାର ଭୟଙ୍କର ଭାରିଏଣ୍ଟ ସାମନାକୁ ଆସିପାରେ । ଏହାକୁ ନେଇ ସମଗ୍ର ବିଶ୍ୱରେ ପୁଣି ଆତଙ୍କର ବାତାବରଣ ଖେଳିଯାଇଛି । ବର୍ତ୍ତମାନ ଅଧିକାଂଶ ଦେଶରେ କୋଭିଡ୍ ଭ୍ୟାକ୍ସିନେସନ ପରେ ବି…

ଦେଶରେ ପ୍ରଥମ ଥରପାଇଁ ପେଟ୍ରୋଲ୍ ୧୨୦ ଓ ଡିଜେଲ୍ ହେଲା ୧୧୦ ଟଙ୍କା, ଆଜି ପୁଣି ବଢ଼ିଲା ତୈଳଦର; ଜାଣନ୍ତୁ କେତେ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଲଗାତର ଭାବରେ ବଢ଼ିଚାଲିଛି । ଲଗାମ ଲାଗିବାର ନାଁ ଧରୁନି । ଏହା ଯୋଗୁଁ ଏବେ ସାଧାରଣ ତଥା ଗରିବ ଲୋକମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୧୨୦ ଟଙ୍କା…

୨ ଘଣ୍ଟା ଧରି ଚାଲିଥିଲା ଅନନ୍ୟା ପାଣ୍ଡେଙ୍କୁ ଏନସିବିର ଜେରା, ଆଜି ଦିନ ୧୧ଟାରେ ପୁଣି…

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫଶିଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ ଖାନ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗିରଫ ହେବା ପରଠାରୁ ୪ଟି ଜାମିନ୍ ଖାରଜ ହୋଇଚାଲିଛି । ଯାହାପରେ…

ପ୍ରବଳ ବର୍ଷା କାରଣରୁ ସୃଷ୍ଟ ବନ୍ୟାରେ ପ୍ରାଣ ହରାଇଲେ ୮୮, ୨୦ରୁ ଅଧିକ ଜିଲ୍ଲାର ଅବସ୍ଥା ଶୋଚନୀୟ

କାଠମାଣ୍ଡୁ: ନେପାଳରେ ଲଗାତର ମୁଷଳଧାର ବର୍ଷା ଲାଗି ରହିଛି । ଏହା ଫଳରେ ଦେଶର ୨୦ରୁ ଅଧିକ ଜିଲ୍ଲାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ନିକଟରେ ବନ୍ୟା ଓ ବର୍ଷା କାରଣରୁ ଆହୁରି ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁବାର…

ଆଜି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଣ ରହିବ ପ୍ରସଙ୍ଗ?

ନୂଆଦିଲ୍ଲୀ: କରୋନା ଭାଇରସ୍ କୁ ନେଇ ସାରା ଦେଶ ଏବେ ଭୟ ଓ ଆଶଙ୍କା ମଧ୍ୟରେ ଦିନ କାଟୁଛି । ଅନ୍ୟପଟେ ମହାମାରୀ ସହିତ ଲଢ଼େଇ କରିବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜୋରସୋରରେ ଜାରି ରହିଛି । ତେବେ ଟିକାକରଣ ରେ ଭାରତ…

ମମିତା ହତ୍ୟା ମାମଲା: ଡେମୋ ଦେଖାଇଲା ଗୋବିନ୍ଦ

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଗୋବିନ୍ଦ ଆଜି ମର୍ଡର୍ ର ଡେମୋ ଦେଖାଇଛି । ସେ ଆଜି ମହାଲିଙ୍ଗ ଷ୍ଟାଡିୟମ୍…

ରାଶିଫଳ(ଶୁକ୍ରବାର,୨୨ ଅକ୍ଟୋବର,୨୦୨୧)

ମେଷ - ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ…

Youtuberଙ୍କ ନାମରେ ସାମନ୍ଥାଙ୍କ ମାନହାନି ମୋକଦ୍ଦମା

ନୂଆଦିଲ୍ଳୀ: ସାଉଥ୍ ସୁନ୍ଦରୀ ସାମନ୍ଥା ରଥ୍ ପ୍ରଭୁ ନିଜ ଡିଭୋର୍ସ ପରେ ବେଶ ଚର୍ଚ୍ଚାରେ ରହିଛନ୍ତି । ସାମନ୍ଥା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଗୁରୁବାର ସେ ଏକାଧିକ ୟୁଟ୍ୟୁବରଙ୍କ ନାମରେ…

FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ

ନୂଆଦିଲ୍ଲୀ: ପୁନର୍ବାର ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି ପାକିସ୍ତାନ । ଅର୍ଥ ହେରଫେର ଓ ଆତଙ୍କୀ ଅର୍ଥ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ୍) ପକ୍ଷରୁ ଗୁରୁବାର ଏହି ତାଲିକା ପ୍ରକାଶ…