Browsing Category
Top Stories
ଡୁପ୍ଲେସିସଙ୍କ ଦମଦାର ୮୬: କେକେଆର ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ
ନୂଆଦିଲ୍ଳୀ: ଆଇପିଏଲ-୧୪ର ଫାଇନାଲ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ଫାଫ ଡୁପ୍ଲେସିସଙ୍କ ୮୬ ରନ ବଳରେ…
ବିଗ ବାସ୍ ପଦାର୍ପଣରେ ଶେଫାଳିଙ୍କ Direct hit; ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଭାରତୀୟ ଓପ୍ନର ତଥା ଟି-୨୦ରେ ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଶେଫାଳି ବର୍ମା ନିଜର ବିଗ ବାସ ପଦାର୍ପଣ କରିଛନ୍ତି । ୫ମ ଭାରତୀୟ ଖେଳାଳି ଭାବରେ ବିଗ ବାସ ଖେଳିଥିବା ଶେଫାଳି ବ୍ୟାଟ…
ମନୀଷ ଅନୁରାଗଙ୍କ ବିୟୋଗରେ ସୁକିନ୍ଦାରେ ସ୍ମୃତିଚାରଣ ସଭା
ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଦୈନିକ ସମ୍ବାଦପତ୍ର ନିର୍ଭୟର ସମ୍ପାଦକ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ସୁପୁତ୍ର ତଥା ନିର୍ଭୟ ମିଡ଼ିଆ ପବ୍ଲିକେସନର ପରିଚାଳନା ନିର୍ଦେଶକ ମନିଷ ଅନୁରାଗ (ଗୁଡ୍ଡୁ)ଙ୍କ ଅକାଳ ବିୟୋଗରେ…
ଦଶହରାରେ କରନ୍ତୁ ଏହି ୫ କାମ; ଘରକୁ ଆସିବ ସୁଖ ଓ ସମୃଦ୍ଧି
ମା’ଦୁର୍ଗାଙ୍କ ଆରାଧନାର ପର୍ବ ଦଶହରା । ଏହା ବିଜୟାଦଶମୀ ଭାବେ ମଧ୍ୟ ପରିଚିତ । ଏହି ଦିନ କେତେକ ସାଧାରଣ କାର୍ୟ୍ୟ କରି ନିଜ ପାଇଁ ସୌଭାଗ୍ୟ ଆଣିପାରିବ ।
-ଦଶହରା ଦିନ ଶମୀବୃକ୍ଷକୁ ପୂଜା କରନ୍ତୁ । ଯଦି ନିଜ ଘରେ ଶମୀ…
Ipl Final: ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଇପିଏଲ ଫାଇନାଲରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଦୁବାଇରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଧୋନୀ ଟସ୍ ପକାଇଥିବା ବେଳେ ମୋର୍ଗାନ ଟସ୍ ଜିତି ଥିଲେ । ଦୁବାଇରେ…
ତାଲିବାନ ଗଡ଼ରେ ମସଜିଦ ବିସ୍ଫୋରଣ; ନମାଜ ପଢୁଥିବା ସମୟରେ ୩୨ ମୃତ; ୪୦ ଆହତ
ନୂଆଦିଲ୍ଳୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟିବା ସହିତ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର କାନ୍ଦାହାରରେ ଶୁକ୍ରବାର ଏହି ବିସ୍ଫୋରଣ ଘଟିଥିଲା । ଶିୟା…
ଚାଷୀ ଆନ୍ଦୋଳନ ହତ୍ୟାକାଣ୍ଡରେ ସମ୍ପୃକ୍ତ ନିହଙ୍ଗ ଶିଖ୍; ଧର୍ମଗ୍ରନ୍ଥକୁ ଅପମାନିତ କରିଥିଲା ମୃତକ
ନୂଆଦିଲ୍ଲୀ: ସିଂଘୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଜଣେ ଆନ୍ଦୋଳନରତ ଚାଷୀଙ୍କୁ ହତ୍ୟା କରାଯାଇଥିଲା । ଚାଷୀ ଜଣଙ୍କ ନାମ ଲଖବୀର ହୋଇଥିବା ବେଳେ ତାଙ୍କୁ ନିହଙ୍ଗ ଶିଖ ମାନେ ହତ୍ୟା କରିଥିବା ଜଣାପଡିଛି । ଗୁରୁବାର…
ପାନଛେପ ସଫା କରିବା ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୧୨୦୦ କୋଟି
ନୂଆଦିଲ୍ଲୀ:ଭାରତୀୟ ରେଳ ଷ୍ଟେସନଗୁଡ଼ିକର ଅଧିକାଂଶ ସ୍ଥାନରେ ‘ଦୟାକରି ଏଠାରେ ପାନଛେପ ପକାନ୍ତୁ ନାହିଁ’ ଲେଖା ହେଉଥିବା ବୋର୍ଡ ଦେଖିବାକୁ ମିଳେ । କିନ୍ତୁ ଏଠାରେ ପାନଛେପ ପକାଇବାକୁ ଲୋକେ ଆଦୌ ହେଳା କରନ୍ତି ନାହିଁ ।…
ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ମା’-ପୁଅ; ଦିଅରର ସମ୍ପୃକ୍ତି ସନ୍ଦେହ
ବାଲିଚନ୍ଦ୍ରପୁର(ଓଡ଼ିଶା ଭାସ୍କର): ଓଡ଼ିଶାର ବାଲିଚନ୍ଦ୍ରପୁରରୁ ଅପହୃତ ହୋଇଥିବା ମା-ପୁଅଙ୍କୁ ଛତିଶଗଡରୁ ଉଦ୍ଧାର କରାଯାଇଛି । ମା-ପୁଅଙ୍କୁ ନିଶା ଦେଇ ଅପହରଣ କରାଯାଇଥିବା ବେଳେ ଲଣ୍ଡିତ ଅବସ୍ଥାରେ ଛତିଶଗଡ ପୋଲିସ…
୧୯ ଜିଲ୍ଲା ସାବଧାନ୍! କାଲିଠୁ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଲଘୁଚାପ ପଶ୍ଚିମ- ଉତର…