Browsing Category

Top Stories

ବଢ଼ିଚାଲିଛି କୋଇଲା ସଙ୍କଟ: PMOରେ ଆଜି ବସିବ ବୈଠକ, ଅନେକ ରାଜ୍ୟ ଅନ୍ଧାର ହେବାର ଆଶଙ୍କା

ନୂଆଦିଲ୍ଲୀ: ଭାରତର ଅନେକ ରାଜ୍ୟରେ କୋଇଲା ସଙ୍କଟ ଚିନ୍ତାର କାରଣ ସାଜିଛି । ଭାରତରେ କୋଇଲା ସଙ୍କଟକୁ ନେଇ ଆଜି ଏକ ବଡ଼ ବୈଠକ ହେବାକୁ ଯାଉଛି । ବର୍ତ୍ତମାନର ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ…

ଭିଜିଲାନ୍ସ ଜାଲରେ ବନବିଭାଗ କନିଷ୍ଠ କିରାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଜାଲରେ ଫସିଛନ୍ତି ବନ ବିଭାଗର ଜଣେ କନିଷ୍ଠ କିରାଣି । ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ପାଇଁ ଏହି କିରାଣି ଜଣକ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ଲାଞ୍ଚ…

ନିଜ ପ୍ଲାଟିନମ ଜୁବଲି ପାଇଁ ଅମୂଲ୍ ଦେବ ୬ ହଜାର ଲେଖାଏଁ! କଣ ସତ ଏହି ହ୍ୱାଟସଆପ୍ ମେସେଜ ଟି ?

ନୂଆଦିଲ୍ଲୀ: ଆଜିକା ସମୟରେ ଇଣ୍ଟରନେଟ୍ ଉପରେ ଲୋକମାନେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ତେଣୁ ବିନା ଇଣ୍ଟରନେଟ୍ ରେ କୌଣସି କାମ କରିବା ଅସମ୍ଭବ । ତେବେ ଏହାର ଫାଇଦା କିଛି ଅସାମାଜିକ ବ୍ୟକ୍ତି ମାନେ ନେଉଛନ୍ତି । କିଛିଦିନ…

ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ଟପିଲା: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପୋକ୍ସୋରେ ୯୯ ପ୍ରତିଶତ ଅପରାଧରେ ଛୋଟ ଝିଅମାନେ ପୀଡ଼ିତ, ବଢ଼ିଛି ଶିଶୁଙ୍କ ପ୍ରତି ଯୌନ ଶୋଷଣ; ଏନସିଆରବି ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି । ୨୦୨୧ ମସିହାରେ ଦେଶରେ ଛୋଟ ଛୋଟ ଝିଅଠାରୁ ଆରମ୍ଭ କରି ୫୦ ବର୍ଷରୁ ଅଧିକ ବର୍ଗର ମହିଳାମାନଙ୍କ ପର୍ଯ୍ୟନ୍ତ କେହି ବି ସୁରକ୍ଷିତ ନୁହନ୍ତି ।…

ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ , ଏକେ-୪୭ ସହ ହ୍ୟାଣ୍ଡ ଗ୍ରେନେଡ ଜବତ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗରରୁ ଗିରଫ ହୋଇଛି ଜଣେ ପାକିସ୍ତାନୀ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଚଢ଼ାଉ କରି ଆତଙ୍କବାଦୀ ଧରିଥିବା ସୂଚନା ମିଳିଛି । ଗିରଫ ଆତଙ୍କବାଦୀଠାରୁ ଏକେ-୪୭ ଓ ହ୍ୟାଣ୍ଡ…

‘Akasa Air’କୁ ମିଳିଲା ମଞ୍ଜୁରୀ, ଏବେ ଟାଟାଙ୍କ ସହ ଝୁନଝୁନୱାଲାଙ୍କ ହେବ ଲଢ଼େଇ

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ତେଣୁ ଆଗାମୀ ଦିନରେ ଏହି ସେକ୍ଟରରେ ଫାଇଦା ମିଳିବ ବୋଲି ବିଶିଷ୍ଟ ଉଦ୍ୟୋଗପତିମାନଙ୍କର ହୃଦବୋଧ ହୋଇଛି । ତେବେ…

ଏହି ଦେଶ ପାଖରେ ରହିଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ, ତାଲିକାରେ ଭାରତକୁ ବଡ଼ ଝଟକା

ନୂଆଦିଲ୍ଲୀ: ଯଦି ବିଶ୍ୱବ୍ୟାପୀ ଦେଶମାନଙ୍କ ପାସପୋର୍ଟ ମଧ୍ୟରେ ଗୋଟିଏ ଅଲିମ୍ପିକ୍ କରାଯାଏ ତେବେ ଜାପାନ୍ ସମସ୍ତଙ୍କୁ ପଛରେ ପକାଇଦେବ । କାରଣ ଜାପାନ୍ ର ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ । "ହେନଲୀ ପାସପୋର୍ଟ…

ଭଲ Cibil Score ଥିଲେ ଆପଣ ସହଜରେ ପାଇପାରିବେ Loan, ଏହି କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର କ୍ରେଡିଟ ସ୍କୋର ୭୫୦ରୁ କମ୍ ହୋଇଥିବ, ତେବେ ଆପଣଙ୍କର ଲୋନ ଆପିଲିକେସନ ରିଜେକ୍ଟ ହୋଇଯାଇଥାଏ । ସେଥିପାଇଁ କ୍ରେଡିଟ ସ୍କୋର ଭଲ ରହିବା ନିହାତି ଜରୁରୀ । ତେବେ ଏପରି କିଛି ଦିଗ ପ୍ରତି ଧ୍ୟାନ…

କାଶ୍ମୀର ସୋପିଆନରେ ଏନକାଉଣ୍ଟର୍: ୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଞ୍ଛ ପରେ ସୋପିଆନରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜମ୍ମୁ-କାଶ୍ମୀରର ପୋଲିସ୍ ପକ୍ଷରୁ ସୁଚନା…