Browsing Category

Top Stories

ବାଦାମବାଡ଼ି ଛକରେ ଫାଟିଲା ଭୂତଳ ପାଣି ପାଇପ୍

କଟକ ବାଦାମବାଡ଼ି ଛକରେ ଫାଟିଲା ଭୂତଳ ପାଣି ପାଇପ୍ । ପାଣି ପାଇପ୍ ଫାଟିଯିବା ଫଳରେ ୧୫ ଫୁଟ ଉପରକୁ ଉଠିଲା ଭୂତଳ ପାଇପ । ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ । ନିକଟରେ କିଛିଦିନ ତଳେ…

ଅଷ୍ଟ୍ରେଲିଆରେ ମାଟି କାମୁଡିଲା ଭାରତ: ଦିନିକିଆ ପରେ ଟି-୨୦ ସିରିଜ ହାରିଲେ ଭାରତୀୟ ମହିଳା

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆ ଗସ୍ତରେ ରହିଥିବା ଭାରତୀୟ ମହିଳା ଦଳ ଦିନିକିଆ ପରେ ଟି-୨୦ ଶୃଙ୍ଖଳାରେ ମଧ୍ୟ ପରାଜିତ ହୋଇଛି । କ୍ୱିନସଲ୍ୟାଣ୍ଡରେ ଖେଳାଯାଇଥିବା ଅନ୍ତିମ ଟି-୨୦ ମୁକାବିଲାରେ ପରାଜିତ ହେବା ସହିତ ଭାରତ ୨-୦ରେ…

କୋହଲିଙ୍କ ପରେ କିଏ? ଜବାବ ରଖିଲେ ପୂର୍ବତନ RCB କୋଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ନିଜ ପଦରୁ ଓହରିବାକୁ ଯାଉଛନ୍ତି । ଅଧିନାୟକ ଭାବରେ ଏହା ଆରସିବି ସହିତ କୋହଲିଙ୍କ ଅନ୍ତିମ ସିଜିନ ହେବ ।…

ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପାତପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର ଘଟଣା । ଉଦ୍ଧାର ଯୁବକଙ୍କ ମିଳିଲା ପରିଚୟ । ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର । ନୀବନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର…

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର । ଭାସମାନ ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ମନୀଷ ବୋଲି ଭୁବନେଶ୍ୱର ଡିସିପିଙ୍କ ସୂଚନା । ଗତକାଲି ଇନଫୋସିଟି ଅଞ୍ଚଳରୁ…

ଧୋକାବାଜ ମାନେ କେବେ ଶାନ୍ତିରେ ରୁହନ୍ତି ନାହିଁ; ଡିଭୋର୍ସ ପରେ ପୂର୍ବତନ ପ୍ରେମିକଙ୍କ ଟାର୍ଗେଟରେ ସାମନ୍ଥା

ନୂଆଦିଲ୍ଲୀ: ଏକଦା ରୂପେଲି ପରଦାର ଏହି ଯୋଡି ପରସ୍ପରକୁ ପ୍ରେମ କରୁଥିଲେ । ପରସ୍ପର ସହ ସମ୍ପର୍କକୁ ଉଭୟ ଖୋଲାଖୋଲି ଘୋଷଣା କରିନଥିବା ବେଳେ ପରସ୍ପର ଠାରୁ ଅଲଗା ମଧ୍ୟ ହୋଇଯାଇଥିଲେ । ଉଭୟ ବିବାହ ମଧ୍ୟ କରିଥିଲେ । ଆମେ…

୨୫୧ ଟଙ୍କାରେ ଦେଇଥାନ୍ତେ Freedom ସ୍ମାର୍ଟଫୋନ୍; ୫ ବର୍ଷ ପରେ ପୁନର୍ବାର ପୋଲିସ କବଳରେ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଳୀ: ୫ ବର୍ଷ ପୂର୍ବରୁ ୨୫୧ ଟଙ୍କାରେ ଫ୍ରୀଡମ ସ୍ମାର୍ଟଫୋନ ଯୋଗାଇବା ନେଇ ଏକ ଘୋଷଣା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ଘୋଷଣାଟି ଧୂଆଁବାଣ ବୋଲି ପ୍ରମାଣିତ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ…

ମାସେ ପରେ ବି ଥମୁନି ଜ୍ୱାଳାମୁଖୀ, ହଜାର ହଜାର ଘର ହୋଇସାରିଲାଣି ଭସ୍ମ

ନୂଆଦିଲ୍ଲୀ: ସ୍ପେନର ଲା ପାଲମା ଦ୍ୱୀପରେ ଜ୍ୱାଳାମୁଖୀ ନଦୀ ପରି ବହିବାରେ ଲାଗିଛି । ମାସକ ତଳେ ଆରମ୍ଭ ହୋଇଥିବା ଏହି ଜ୍ୱାଳାମୁଖୀ ଏବେ ଭୟଙ୍କର ରୂପ ନେଇସାରିଛି । ତେବେ ଏହି ନରରାକ୍ଷସ ରୂପୀ ଜ୍ୱାଳାମୁଖୀର ତାଣ୍ଡବରୁ…

ଅପରେସନ ଥିଏଟର ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ; ୪ ଷ୍ଟାଫଙ୍କ ଉପରେ ଅଭିଯୋଗ ଆଣିଲେ ମହିଳା

ନୂଆଦିଲ୍ଲୀ: ଅପରେସନ ଥିଏଟର ଭିତରେ ମହିଳାଙ୍କୁ ୪ ହସ୍ପିଟାଲ ଷ୍ଟାଫଙ୍କ ଗଣଦୁଷ୍କର୍ମ । ପଞ୍ଜାବ ଭଟିଣ୍ଡା ସହରରେ ଏକ ବେସରକାରୀ ହସ୍ପିଟାଲର ଅପରେସନ ଥିଏଟରରେ ମହିଳାଙ୍କୁ ହସ୍ପିଟାଲ ଷ୍ଟାଫଙ୍କ ଗଣଦୁଷ୍କର୍ମ ଅଭିଯୋଗ  ।…

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଅଧ୍ୟାପକ ପାଇବେ ସମ୍ମାନଜନକ INSA ପୁରସ୍କାର

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଅଧ୍ୟାପକ ପାଇବେ ସମ୍ମାନଜନକ ଆଇଏନଏସଏ(INSA) ପୁରସ୍କାର । ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି । ଏହା ବିଜ୍ଞାନ କ୍ଷେତ୍ରରେ…