Browsing Category

Top Stories

ଭଦ୍ରକ, ବାଲେଶ୍ୱରରେ ମୁତୟନ ହେବେ ପୋଲିସ, ଶାନ୍ତି-ଶୃଙ୍ଖଳାରେ ରାମନବମୀ ପାଳନ ପାଇଁ ପ୍ରସ୍ତୁତି

ଭଦ୍ରକ: ରାମନବମୀ ଉପଲକ୍ଷେ ଭଦ୍ରକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଏ ନେଇ ଭଦ୍ରକରେ କ୍ରାଇମବ୍ରାଞ୍ଚ ଡିଜିପି ପହଞ୍ଚିଛନ୍ତି । ବାଲେଶ୍ୱର ଏସପି, ଭଦ୍ରକ ଏସପି ସହରରେ ଶାନ୍ତି ଶୃଙ୍ଖଳାର ସହ ପୂଜା କରାଯିବା ନେଇ…

BSNL-Jioର ସବୁଠୁ ଶସ୍ତା ପ୍ଲାନ, କମ ଟଙ୍କାରେ ବେଶୀ ଫାଇଦା ଉଠାନ୍ତୁ…

ନୂଆଦିଲ୍ଲୀ: ଜିଓ କମ୍ପାନୀ 100 ଟଙ୍କା ର ଏକ ରିଚାର୍ଜ ଗ୍ରାହକଙ୍କୁ ଦେଉଥିବାବେଳେ BSNL ମଧ୍ୟ 107 ଟଙ୍କାରେ ସେବା ଯୋଗାଉଛି |ଏହି ଯୋଜନା ସହିତ, ଲୋକମାନେ ମଧ୍ୟ ଜିଓ ହଟଷ୍ଟାର ସଦସ୍ୟତା ପାଇଛନ୍ତି | ତେବେ ଜଣାନ୍ତୁ…

ଭାରତ-ଚୀନ୍ ସମ୍ପର୍କ ଗୋଟିଏ ଧାରାରେ ବିକଶିତ ହେବା ଉଚିତ: ସି ଜିନପିଙ୍ଗ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କ 'ଡ୍ରାଗନ୍-ହାତୀ ଟାଙ୍ଗୋ'(ନାଚ)ର ରୂପ ନେବା ଉଚିତ। ୨୦୨୦ ରେ ପୂର୍ବ ଲଦାଖ ସାମରିକ ଗତିରୋଧ ଯୋଗୁଁ ଚାରି ବର୍ଷରୁ…

Breaking: ସିଫ୍ଟରେ ହେବ ଖାତା ଦେଖା, ଏକାସଙ୍ଗରେ ମେ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ

ଭୂବନେଶ୍ୱର: କାଲିଠୁ +୨ ଖାତା ଦେଖା ଆରମ୍ଭ ହେବ । ମେ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ । ଖରାକୁ ଦୃଷ୍ଟିରେ…

ଶରୀରକୁ ରୋଗୀଣା କରୁଛି ଗଙ୍ଗାଜଳ, ବେଳ ଥାଉ ହୋଇଯାଆନ୍ତୁ ସାବଧାନ…

ଓଡ଼ିଶା ଭାସ୍କର: ଜଳ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବଶୁଦ୍ଧ ପାନୀୟ ଜଳ ମିଳିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇଯାଇଛି । ଦୂଷିତ ପାଣି ପିଇବା କାରଣରୁ ଶରୀରରେ ବିଭିନ୍ନ ପ୍ରକାର…

ବାକିଥିବା ଟ୍ରାଫିକ ଇ-ଚାଲାଣ ଦେଇନଥିଲେ ସାବଧାନ ! ଯେକୌଣସି ସମୟରେ ରଦ୍ଦ ହୋଇପାରେ ଲାଇସେନ୍ସ

ନୂଆଦିଲ୍ଲୀ : ବାକିଥିବା ଟ୍ରାଫିକ ଇ-ଚାଲାଣ ନ ଭରିଲେ ରଦ୍ଦ ହେବ ଲାଇସେନ୍ସ । ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ୍‌ ଭରିବାକୁ ପଡିବ । ଏଥିସହ ରେଡ୍‌ ସିଗ୍‌ନାଲ ଏବଂ ବିପଦପୂର୍ଣ୍ଣ ଗାଡ଼ି ଚାଲାଣ ପାଇଁ ଯଦି ତିନୋଟି ଚାଲାଣ…

ସୁନା ପିନ୍ଧିବା ଦ୍ଵାରା ଏହି ୪ ରାଶିର ବ୍ୟକ୍ତିଙ୍କୁ ମିଳିଥାଏ ଜବରଦସ୍ତ ଫାଇଦା

ଭାରତୀୟ ସମାଜରେ ସୁନା ପ୍ରତି ଏକ ଅଲଗା ଆକର୍ଷଣ ରହିଛି । ବାସ୍ତୁଶାସ୍ତ୍ରରେ ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ । ତେବେ ବାସ୍ତୁ…

ଅଧିକ ଭିଟାମିନ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ, ହୋଇପାରେ ଏହି ରୋଗର କାରଣ

ସୁସ୍ଥ ରହିବା ପାଇଁ ଭିଟାମିନ ଆବଶ୍ୟକ । ଏହା ଶରୀରକୁ ଶକ୍ତିଶାଳୀ କରିଥାଏ ଓ ହାଡ଼- ଦାନ୍ତ ସୁସ୍ଥ ରହିଥାଏ । ତଥାପି ଏହାକୁ କେବଳ ଆବଶ୍ୟକତା ଅନୁସାରେ ଖାଇବା ଉଚିତ । ଅତ୍ୟଧିକ ଭିଟାମିନ୍ ଖାଇବା ମଧ୍ୟ ବିପଦପୂର୍ଣ୍ଣ ।…

Ghibli ଆର୍ଟ କମ୍ପାନୀକୁ କରିଦେଲା ମାଲାମାଲ, OpenAI ରୋଜଗାର କଲା ୪୦ ବିଲିୟନ ଡଲାର

ନୂଆଦିଲ୍ଲୀ: ସାରା ଦୁନିଆରେ Ghibli ଆର୍ଟ ଫଟୋର ଜବରଦସ୍ତ କ୍ରେଜ ଦେକିବାକୁ ମିଳିଛି । ଓପେନ ଏଆଇର ଚାଟବୋଟ ଚାଟଜିପିଟି ଇମେଜ ଜେନେରେସର ଅପସନରେ Ghibli ଆର୍ଟର ଫିଚର ଅଛି । ଏହି ଫିଚର ବର୍ତ୍ତମାନ ସୋସିଆଲ…

ବଡ଼ ଖବର: ପୁଣି ଜଣେ କିଟ୍ ଛାତ୍ରଙ୍କ ମୃତ୍ୟୁ, ନିର୍ମାଣଧୀନ କୋଠା ତଳୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମମେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣଧୀନ କୋଠା ତଳୁ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ମୃତ ଛାତ୍ର ଜଣକ କିଟ୍ ବିଶ୍ୱବିଦ୍ୟାଳୟରେ…