Browsing Category
Top Stories
OCCL ସିନିଅର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି OCCL ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ…
ଡ୍ରେନରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ୧୯ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଦଳ ଛାତ୍ରର ମୃତଦେହ ଉଦ୍ଧାର…
ଖୁବଶୀଘ୍ର ଖୋଲିବ ସ୍କୁଲ, ଚାଲିଛି ଏସଓପି ପ୍ରସ୍ତୁତି: ଜାଣନ୍ତୁ ଏନେଇ କ’ଣ କହିଲା ଗଣଶିକ୍ଷା ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବହୁମାତ୍ରାରେ ହ୍ରାସ ପାଇଥିବାରୁ ସ୍କୁଲ ଖୋଲିବା ନେଇ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର…
ଆଜି ରାଜ୍ୟରୁ ୫୧୦ କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା। ତେବେ ଖୋର୍ଦ୍ଧା…
ଏସିଏଫ୍ ମୃତ୍ୟୁ ରହସ୍ୟ: ଆଜି ବିଦ୍ୟାଭାରତୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ରହସ୍ୟକୁ ନେଇ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଯାଇଛି । ତେବେ ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର…
ହ୍ୱାଟ୍ସଆପରେ ଆପଣଙ୍କୁ କିଏ କରିଛନ୍ତି ବ୍ଲକ୍? ୧ ମିନିଟରେ ଏପରି ଜାଣନ୍ତୁ
ଦୁନିଆରେ ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପର ବ୍ୟବହାର ତ ସମସ୍ତେ କରିଥାନ୍ତି । ଏହି ଆପ୍ କେବଳ ଚାଟିଂ ପାଇଁ ନୁହେଁ ବରଂ ଭଏସ୍ କଲ ଓ ଭିଡିଓ କଲିଂ ପାଇଁ ବି ଅଧିକ ଲୋକପ୍ରିୟ । ଅନେକ ଥର ଆପଣଙ୍କ ବନ୍ଧୁ…
ଆଗକୁ ଅସଲ ଲଢ଼େଇ, ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣି ପାରନ୍ତି ଅମରିନ୍ଦର
ନୂଆଦିଲ୍ଲୀ: ଭାରତବର୍ଷରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୀତିର ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି । ସଂପ୍ରତି ପଞ୍ଜାବ ରାଜନୀତି ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ…
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ହୀରାକୁଦର ଜଳସ୍ତର ବଢ଼ୁଥିବାରୁ ଖୋଲାଯାଇଛି ଗେଟ୍ । ବର୍ତ୍ତମାନ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରର ଜଳ…
ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ଜମାରୁ କରନ୍ତୁ ନାହିଁ ଏହିସବୁ କାମ, ଜାଣନ୍ତୁ କାହିଁକି
ସାଧାରଣତଃ ଶାରୀରିକ ସମ୍ପର୍କ ବୈବାହିକ ଜୀବନର ଏକ ଅଂଶ । ଏହା ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ତେବେ ଆପଣମାନେ କଣ ଜାଣନ୍ତି କି ଶାରୀରିକ ସମ୍ପର୍କ ରକ୍ଷା କରିବା ସମୟରେ ଆପଣଙ୍କୁ ଏପରି କିଛି ଦିଗ…
ବାପା ନାଁରେ କଳଙ୍କ ! ଶାଳୀକୁ ବାହାହେବା ପାଇଁ ମୃତ୍ୟୁର ତାଣ୍ଡବ, ନିଜର ୪ ଝିଅଙ୍କ ସହ…
ବାଡ଼ମେର: ଶାଳୀକୁ ବାହା ହେବାକୁ ଯାଇ ବାପା ନାଁରେ କଳଙ୍ଗ ବୋଳିଛି ଜଣେ ବ୍ୟକ୍ତି । ରାଜସ୍ଥାନର ବାଡ଼ମେରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ୪ ଝିଅଙ୍କୁ ଅତି ନିର୍ଦ୍ଦୟ ଭାବେ…