Browsing Category
Top Stories
ଏହି ମନ୍ଦିରକୁ ସନ୍ଧ୍ୟା ହେବାପରେ ଯିବାକୁ କାହିଁକି ଡ଼ରନ୍ତି ଲୋକେ, ଜାଣନ୍ତୁ ଏହାର ରୋଚକ କାହାଣୀ
ନୂଆଦିଲ୍ଲୀ: ଭାରତ ହେଉଛି ବିବିଧତାରେ ପରିପୂର୍ଣ୍ଣ ଦେଶ । ଏଠାରେ ଆପଣ ବିଭିନ୍ନ ସ୍ତରରେ ରଙ୍ଗ, ଜାତି, ଧର୍ମ, ଭାଷାର ବିଭିନ୍ନ ଲୋକଙ୍କୁ ପାଇବେ । କିନ୍ତୁ ଯାହା ସମସ୍ତଙ୍କୁ ଏକତ୍ର କରେ , ତାହା ହେଉଛି ଭାରତର…
ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରନ୍ଧାୱା; ହାଇକମାଣ୍ଡ ନେବେ ଚୂଡ଼ାନ୍ତ ନିଷ୍ପତ୍ତି
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା କ୍ଷମତା କନ୍ଦଳ ଶେଷ ହେବାର ନାମ ନେଉନାହିଁ । ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଏହି ତାଲିକାରେ ଆଉ ଏକ ନାମ ଯୋଡି ହୋଇଯାଇଛି ।…
କାଳୁକୁ ବିଚ୍ ରାସ୍ତାରେ ଖଣ୍ଡାରେ ହାଣିଲେ: ଅଶାନ୍ତ କୋଦଳା ସହର
କୋଦଳା(ଓଡ଼ିଶା ଭାସ୍କର): କିଛି ବର୍ଷର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି କୋଦଳା ସହର। ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କୁ ନିର୍ମମ ଭାବେ ହତ୍ୟା…
DL ହୋଇଯିବ ରଦ୍ଦ ଆଉ ୬ ମାସ ଜେଲଦଣ୍ଡ ଲାଗୁହେବ ପ୍ରଦୂଷଣ ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ, ଜାଣନ୍ତୁ କେଉଁଠି ଲାଗୁହେଲା
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ କମ କରିବା ପାଇଁ କେଜରିୱାଲ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ବୈଧ ପ୍ରଦୂଷଣ ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ରଦ୍ଦ ହୋଇପାରେ ।…
ବିଏମ୍ସି ଅଧିକାରୀ ହଟହଟା: ଲିଫ୍ଟରେ ବନ୍ଦ କରିଦେଲେ ବାର୍ କର୍ମଚାରୀ, ୫ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଲକା ଆଉ ଚିକମିକ ଆଲୁଅରେ ସବୁ ରାତି ହେଉଥିଲା ରଙ୍ଗୀନ। ଜମୁଥିଲା ମଦ ମାଂସର ଆସର । ଡିଜେ ଗୀତରେ କମ୍ପି ଉଠୁ ଥିଲା ଆଖପାଖ ଅଞ୍ଚଳ। ନିଶାସକ୍ତ ହୋଇ ଡିଜେ ଗୀତର ତାଳେତାଳେ ନାଚୁଥିଲେ ଯୁବକ…
ବ୍ୟାଙ୍କ ମ୍ୟାନେଜରଙ୍କ ମାନସିକ ଚାପ: କର୍ମଚାରୀ କଲେ ଆତ୍ମହତ୍ୟା ଉଦ୍ୟମ, ଜୀବନ-ମରଣ ସହ କରୁଛନ୍ତି ସଂଘର୍ଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ବ୍ୟାଙ୍କ ମ୍ୟାନେଜର ତାଙ୍କ ଉଚ୍ଚ ପଦାଧିକାରୀଙ୍କ ଚାପ ଯୋଗୁଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଗଣେଶ କୁମାର ପାଇକରାୟ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର୍ ଭାବରେ କାମ…
ସାବଧାନ: ଭାତ ଖାଇଲେ ହୋଇପାରେ ଅନେକ ପ୍ରକାର କ୍ୟାନସରର ବିପଦ
ନୂଆଦିଲ୍ଲୀ: ଆମ ସମସ୍ତଙ୍କ ଘରେ ଖାଦ୍ୟରେ ଭାତ(ଚାଉଳ)ର ବିଶେଷ ମହତ୍ୱ ରହିଛି । ଉତ୍ତରରୁ ନେଇ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସବୁ ସ୍ଥାନରେ ଅନ୍ନକୁ ଖିଆଯାଇଥାଏ । ଚାଉଳକୁ କାର୍ବୋହାଇଡ୍ରେଟ୍ ର ମହତ୍ୱପୂର୍ଣ୍ଣ ସ୍ରୋତ ଭାବରେ…
ଡିଆରଡିଓ ତଥ୍ୟ ଲିକ୍: ୫ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଆଜି ୫ ଜଣଙ୍କୁ ଚାଲିଛି ଜେରା । ଗତକାଲି ୫ ଅଭିଯୁକ୍ତଙ୍କୁ କଟକକୁ ଆଣିଥିଲା କ୍ରାଇମବ୍ରାଞ୍ଚ । ଏଡିଜି ସଞ୍ଜୀବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚାଲିଛି…
ଆଜି ୭ ଜଣଙ୍କର ଜୀବନ ନେଲା କରୋନା, ମୋଟ ମୃତ୍ୟୁସଂଖ୍ୟା ୮୧୩୫ରେ ପହଞ୍ଚିଲା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ପାକିସ୍ତାନୀ ମିଡିଆରେ ତାଲିବାନୀ ପ୍ରଭାବ: ଲାଇଭ୍ ଶୋରେ ଆଙ୍କର୍ ପିନ୍ଧିଲେ ବୁର୍ଖା
ନୂଆଦିଲ୍ଳୀ: ଆଫଗାନିସ୍ତାନ ଉପରେ ଏବେ ତାଲିବାନ ମାନଙ୍କ ଶାସନ ଚାଲିଛି । ତେବେ ଏହି ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଥିବା ପ୍ରଥମ ଦେଶ ହେଉଛି ପାକିସ୍ତାନ । ତେବେ ସେମାନଙ୍କ ଶାସନର ପ୍ରଭାବ ଏବେ ପାକ୍ ଉପରେ ବି…