Browsing Category

Top Stories

ASI ପଦବୀକୁ ପଦୋନ୍ନତି ପାଇବେ ୧୫୦୦ କନଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗର ୧୫୦୦ କନଷ୍ଟେବଳ ଏସଆଇ ପଦବୀକୁ ପଦୋନ୍ନତି ପାଇବେ । ୨୦୨୦ ଡିସେମ୍ବର ମାସ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ…

ହ୍ୱାଟସଆପରେ ଝିଅର ଅଶ୍ଳୀଳ ଫଟୋ ଦେଖି ଆଶ୍ଚର୍ଯ୍ୟ ମା’, ବଡ଼ ଭଉଣୀ ଉପରେ ଲାଗିଲା ଭାଇରାଲ୍ କରିବା ଅଭିଯୋଗ

ଭିଲାଇ: ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାଳ ଦେଖିବାକୁ ମିଳିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ । ଏନେଇ ପୀଡ଼ିତାଙ୍କ ମାଆ ଭିଲାଇନଗର କୋତୱାଲୀ ପୋଲିସ୍ ଷ୍ଟେସନରେ ଅଭିଯୋଗ…

କ୍ୟାପ୍ଟେନ ଅମରିନ୍ଦରଙ୍କର ପଦ ଯିବାର ପ୍ରମୁଖ କାରଣ କ’ଣ ହୋଇପାରେ, ଭାଜପା ନା ଅପମାନ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ଇସ୍ତଫା ଦେବା ପରେ ଏବେ ସବୁ ମହଲରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ କ୍ୟାପ୍ଟେନ ହଠାତ୍ ପଦ ହରାଇବାର କାରଣ କ’ଣ ହୋଇପାରେ ବୋଲି ସବୁ ମହଲରୁ ପ୍ରଶ୍ନ…

ପାଠ ପଢ଼ିବାକୁ କହିବାରୁ ବାପାଙ୍କୁ ଗୁଳି ମାରିଲା ପୁଅ

ଲକ୍ଷ୍ନୌ: ପାଠ ପଢ଼ୁନଥିବାରୁ ବାପା, ପୁଅକୁ ପାଟି କଲେ । ଏହି କଥାରେ ରାଗିଯାଇ ବାପାଙ୍କଳ ଉପରକୁ ଗୁଳି ଚଳାଇଛି ପୁଅ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌ ର ଚିନହଟ୍ ଥାନା ଅଞ୍ଚଳରେ । ରବିବାର ଦିନ ସକାଳ…

ଖବରକାଗଜରେ ଥିବା ୪ଟି ରଙ୍ଗୀନ ବିନ୍ଦୁ କଣ ସୂଚାଏ? ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଖବର କାଗଜ ଆପଣ ମାନେ ନିଶ୍ଚୟ ପଢ଼ୁଥିବେ । ଏହା ଆମକୁ ପୂରା ଦୁନିଆର ଖବର ସମ୍ପର୍କରେ ବିସ୍ତାର ରୂପରେ ଜାଣିବାରେ ସାହାଯ୍ୟ କରେ । କିନ୍ତୁ ଏଥିରେ ଅନେକ ଜିନିଷ ଥାଏ ଯାହାକୁ ଆମେ ଧ୍ୟାନ ଦେଇନଥାଉ…

ମହାକାଶଚାରୀଙ୍କ ରକ୍ତ, ଝାଳ ଓ ଲୁହରୁ ତିଆରି ହେବ କଂକ୍ରିଟ, ମଙ୍ଗଳ ଗ୍ରହରେ ବୈଜ୍ଞାନିକମାନେ ସ୍ଥାପନ କରିବେ ମାନବ କଲୋନୀ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ପ୍ରଗତି ପଥରେ ଆଗେଇ ଚାଲିଛି । ୟୁନିଭରସିଟି ଅଫ୍ ମାଞ୍ଚେଷ୍ଟରର ବୈଜ୍ଞାନିକମାନେ ଏନେଇ ଏକ ନୂଆ ସଫଳତା ହାସଲ କରିଛନ୍ତି । ସେମାନେ ମହାକାଶଚାରୀଙ୍କର ରକ୍ତ, ଝାଳ ଓ ଲୁହରୁ କଂକ୍ରିଟ…

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡାକ୍ତର

ହାଇଦ୍ରାବାଦ୍: ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ । ଫଳରେ ଗାଡ଼ିରେ ଥିବା ୩୯ ବର୍ଷୀୟ ଡାକ୍ତର ଭିତରେ ଫସିଯାଇଥିଲେ ଓ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ହୃଦୟଥରା ଘଟଣା ଘଟିଛି ହାଇଦ୍ରାବାଦ୍ ର…

ଘିଅରେ ଏହି ୫ଟି ଜିନିଷ ମିଶାଇ ଖାଆନ୍ତୁ, ଡାଇବେଟିସ ଠାରୁ ରକ୍ତଚାପ ପର୍ଯ୍ୟନ୍ତ ସବୁରୁ ମିଳିବ ମୁକ୍ତି

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଘିଅ ରହିବା ଅନିବାର୍ଯ୍ୟ । ଡାଲି, ଭାତ, ଭଜା, ତରକାରୀ ସବୁଥିରେ ଘିଅ ଖାଇବାକୁ ଲୋକ ମାନେ ବେଶ୍ ପସନ୍ଦ କରିଥାନ୍ତି । ତେବେ ଘିଅ କେବଳ ଖାଦ୍ୟକୁ ସୁସ୍ୱାଦୁ…

ଖୁବଶୀଘ୍ର ରାଜ୍ୟର ସମସ୍ତ ଠିକା କର୍ମଚାରୀ ହେବେ ରେଗୁଲାର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି କୌଣସି ସରକାରୀ କର୍ମଚାରୀ ଠିକାରେ ରହିବେ ନାହିଁ । କୌଣସି କର୍ମଚାରୀଙ୍କ ଅସହାୟତାର ସୁଯୋଗ ନେଇ ସେମାନଙ୍କୁ କେହି ଶୋଷଣ କରିପାରିବେ ନାହିଁ । ଯେଉଁ ସଂସ୍ଥାରେ ରାଜ୍ୟ ସରକାର…

ଆଜି ରାଜ୍ୟରୁ ୬୨୩ କରୋନା ପଜିଟିଭ୍: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଛି । ତେବେ ଖୋର୍ଦ୍ଧା…