Browsing Category

Top Stories

ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିଓ

କୋଲକାତା: ଟିଏମସିରେ ସାମିଲ ହୋଇଛନ୍ତି ବିଜେପିର ପୂର୍ବତନ ମନ୍ତ୍ରୀ ବାବୁଲ ସୁପ୍ରିଓ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି । ଗତମାସରେ…

ସେପ୍ଟେମ୍ବର ୨୧ ଯାଏଁ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୧୮ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,…

ବଢ଼ିଲା ସୋନୁଙ୍କ ଅଡ଼ୁଆ: ୨୦ କୋଟିରୁ ଅଧିକ ଟ୍ୟାକ୍ସ ହେରଫେରରେ ସାମିଲ!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ ପରେ ତାଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି । ଚଢ଼ାଉର ତୃତୀୟ ଦିନ ତଦନ୍ତ ସରିଥିବା ବେେଳେ ଏହି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ…

ଦୈନିକ ଶୋଉଛନ୍ତି ମାତ୍ର ୩୦ ମିନିଟ୍: ଥକ୍କା ଲାଗିବା ବଦଳରେ ଏବେ ସେ ସୁସ୍ଥ ଓ ଶକ୍ତିଶାଳୀ, ଜାଣନ୍ତୁ ଏପରି ଜଣେ ବ୍ୟକ୍ତିଙ୍କ କଥା

ନୂଆଦିଲ୍ଲୀ: ସାଧାରଣତଃ ଜଣେ ମଣିଷ ଦୈନିକ ୮ ଘଣ୍ଟା ଶୋଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କମ୍ ଶୋଇବା କାରଣରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଇଥାଏ । ମାତ୍ର ଜାପାନର ଯୁବକ ପ୍ରତ୍ୟେକ ଦିନ ମାତ୍ର ୩୦…

ସୋଡା ପାଣିର କ’ଣ ରହିଛି ଫାଇଦା, ଜାଣନ୍ତୁ

ଅନେକ ଲୋକଙ୍କୁ ସୋଡ଼ା ପିଇବାକୁ ଭଲ ଲାଗିଥାଏ । ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ତେବେ ଏହାର କିପରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା... ପ୍ରଥମେ ଆପଣଙ୍କୁ ଏକ ଚାମଚ ସୋଡା ସହିତ ଏକ ଚାମଚ ପାଣିକୁ…

୧୫ ବର୍ଷୀୟ ବାଳକର ଯୌନାଙ୍ଗରେ ଫସିଗଲା USB କେବୁଲ, ଆଉ ତା’ପରେ…

ଅନେକ ଥର ଅନାବଶ୍ୟକ ପରୀକ୍ଷଣ ନିଜ ଉପରେ ହିଁ ଭାରି ପଡେ । ସେହିପରି ଲଣ୍ଡନରେ ୧୫ ବର୍ଷୀୟ ଜଣେ ବାଳକ ଏକ ଅଜବ ପରୀକ୍ଷଣ କରୁଥିବା ବେଳେ USB କେବୁଲ ତାର ଯୌନାଙ୍ଗରେ ଫସିଯାଇଥିଲା । ଡାକ୍ତରମାନେ ସେହି ୟୁଏସବି କେବଲକୁ…

ବେଦି ନାହିଁ କି ପଣ୍ଡିତ ନାହାନ୍ତି, କିନ୍ତୁ ସଜେଇ ହୋଇଛନ୍ତି ବର କନ୍ୟା; ଦିବ୍ୟାଙ୍ଗ ଦମ୍ପତିଙ୍କ ନିଆରା ବିବାହ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଭଗବାନଙ୍କ ସୃଷ୍ଟିରେ କାହା ଭାଗ୍ୟ କେଉଁ ମୋଡ଼ ନେବ ତାହା ହୁଏନି । ତେବେ ଏହି ଆଧାରରେ ଜନ୍ମରୁ କେହି ଅନାଥ କି ଦିବ୍ୟାଙ୍ଗ ହୋଇ ନଥାନ୍ତି। କିନ୍ତୁ ଅନାଥ ହୋଇଗଲା ପରେ ସମାଜରେ ସେମାନଙ୍କ…

ଏଣିକି ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଧନ୍ଦାମୂଳକ ଶିକ୍ଷା, ସରକାର ପ୍ରସ୍ତୁତ କଲେ ନୂଆ ଯୋଜନା

ନୂଆଦିଲ୍ଲୀ: ଏଣିକି ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ । କେନ୍ଦ୍ର ସରକାର ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ପାଠ୍ୟକ୍ରମରେ ଦକ୍ଷତା କାର୍ଯ୍ୟକଳାପ ଏବଂ ଉଚ୍ଚ ଶିକ୍ଷାରେ ଆଧୁନିକ…

୧୫ ଦିନ ପାଇଁ ପୁଣି ବନ୍ଦ ହେବ ସ୍କୁଲ

ନୂଆଦିଲ୍ଲୀ: ସ୍କୁଲ ଖୋଲିବାରୁ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ୧୮ ସେପ୍ଟେମ୍ବରରୁ ଆସନ୍ତା ୧୫ ଦିନ ପାଇଁ ସମସ୍ତ ସ୍କୁଲ ଓ ହଷ୍ଟେଲଗୁଡିକ ବନ୍ଦ କରିବାକୁ…

ଘରୁ ଜବତ ହେଲା ୫ଜଣଙ୍କ ମୃତଦେହ, ୯ ବର୍ଷର ପିଲା ବି ସାମିଲ

ବେଙ୍ଗାଲୁରୁ: ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତୂ ଠାବ ହୋଇଛନ୍ତି । ଏଥିରେ ଚାରି ଜଣ ବୟସ୍କ ରହିଥିବା ବେଳେ ଗୋଟିଏ ୯ ମାସର ପିଲା ବି ସାମିଲ ରହିଛି । ଶୁକ୍ରବାର ଦିନ ସେମାନଙ୍କ ମୃତ ଦେହ ତାଙ୍କ ଘରୁ ଠାବ ହୋଇଛି ।…