fbpx
Browsing Category

Top Stories

ମହିଳା ଟି-୨୦ ବିଶ୍ୱକପ, ଭାରତ ବିଜୟୀ

ସିଡ଼ନୀ, ୨୧ା୨: ସିଡ଼ନୀରେ ଟି-୨୦ ମହିଳା ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ବିଜୟୀ ସହ ବିଶ୍ୱକପ ଯାତ୍ରା ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଉଦଘାନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ହରାଇଛି ଭାରତ । ଅଷ୍ଟ୍ରେଲିଆ…

ଆସନ୍ତାକାଲିଠୁ ଆରମ୍ଭ ହେବ ଓଡ଼ିଶାରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ା

କଟକ, ୨୧ା୨(ଓଡ଼ିଶା ଭାସ୍କର): ଆସନ୍ତାକାଲିଠୁ ଓଡ଼ିଶାରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ । କଟକ ଇନଡ଼ୋର ଷ୍ଟାଡ଼ିଅମରେ ଏହାର ଉଦଘାଟନୀ ସମାରୋହ ହେବ । ଉଦଘାଟନୀ ସମାରୋହକୁ…

ବିଜେଡିର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୧ ।୨(ଓଡିଶା ଭାସ୍କର): ବିଜେଡି ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ତାଲିକା ଆଜି ଘୋଷଣା ହୋଇଛି । ଭୁବନେଶ୍ୱରର ନୂଆ ଜିଲ୍ଲା ସଭାପତି ହୋଇଛନ୍ତି ଅନନ୍ତ ନାରାୟଣ ଜେନା । ସେହିପରି ଦେବାଶିଷ ସାମନ୍ତରାୟ…

ପାହାଡ଼ରୁ ଖସିଲା ପଥର, ୬ ଶ୍ରଦ୍ଧାଳୁ ଗୁରୁତର

ରାଉରକେଲା, ୨୧ା୨(ଓଡ଼ିଶା ଭାସ୍କର): ଶିବରାତ୍ରୀରେ ଆଜି ରାଉରକେଲା ସ୍ଥିତ ହାତିବାରି ଥାନା କନ୍ଦରକେଲା ଜଟିଆ ବାବା ମନ୍ଦିରରେ ଅଘଟଣ ଘଟିଛି । ସେଠାରେ ମନ୍ଦିରରେ ପୂଜା ଚାଲିଥିବା ସମୟରେ ପାହାଡ଼ରୁ ପଥର ଖସି ପଡ଼ିିଥିବା…

ମଧ୍ୟପ୍ରଦେଶରେ ସିଙ୍ଘମଙ୍କ ‘ଶିବଭକ୍ତ’ ଅବତାର, ସୋସିଆଲ ମିଡିଆରେ ଧମାକେଦାର ଡ୍ୟାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧ ।୨: ପୋଲିସକୁ ସବୁବେଳେ ଶକ୍ତ ଅବସ୍ଥାରେ ତ ସମସ୍ତେ ଦେଖିଥାନ୍ତି । କିନ୍ତୁ ତାଙ୍କୁ କେବେ ଧମାକେଦାର ଡ୍ୟାନ୍ସ କରିବାର ଦେଖିଛନ୍ତି କି ? ମଧ୍ୟପ୍ରଦେଶର ଭୋପାଳରେ ଆୟୋଜିତ ହୋଇଥିବା ଆଇପିଏସ ସାକ୍ଷାତ…