fbpx
Browsing Category

Top Stories

ମାର୍କେଟ ବିଲ୍ଡିଂ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଘଟଣାର ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି । ମୁଖାପିନ୍ଧା ଯୁବକ ଅଭିଯୁକ୍ତ ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ…

୬ ଲେନ୍ ହେବ କଟକ ରିଂ ରୋଡ୍: ମୁଖ୍ୟମନ୍ତ୍ରୀ

କଟକ,୨୩ ।୧(ଓଡିଶା ଭାସ୍କର): କଟକ ମହାନଦୀ ହାଡିଆ ପଠାରେ ପହଞ୍ଚି ଏସସିବି ପାଇଁ ଆଜି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ ପାଇଁ ମାର୍ଚ୍ଚ ପହିଲାରୁ କାମ…

ବିଜେପିକୁ ପ୍ରମିଳାଙ୍କ ଜବାବ, କହିଲେ – ‘ନବୀନଙ୍କ ପାଇଁ ସୁରତକୁ ବିମାନ ଉଡିଛି’

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ସୁରତକୁ ବିମାନ ଉଡାଣ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିଜେପିକୁ କଡା ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, ନବୀନ…

ନାଟମଣ୍ଡପ ଓ ମେଘନାଦ ପାଚେରିର ଯାଞ୍ଚ ଆରମ୍ଭ

ପୁରୀ,୨୩ ।୧(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଓ ମେଘନାଦ ପାଚେରିର ସ୍ଥିତ ଅନୁଧ୍ୟାନ ଚାଲିଛି । କୋର କମିଟି ଓ ଏଏସଆଇ ଟିମ ପକ୍ଷରୁ ଏହାର ଯାଞ୍ଚ ଚାଲିଛି । ଏଏସଆଇ ଜଏଣ୍ଟ ଜାନଭି ଶର୍ମାଙ୍କ ନେତୃତ୍ୱରେ ୬…

ବାଦାମବାଡିର ଇଲୋକଟ୍ରୋନିକ ଦୋକାନରେ ଅଗ୍ନିକାଣ୍ଡ

କଟକ,୨୩ ।୧(ଓଡିଶା ଭାସ୍କର): କଟକ ବାଦାମବାଡି ଅଞ୍ଚଳରେ ଥିବା ଏକ ଇଲୋକଟ୍ରୋନିକ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଜଳିପୋଡି ଛାରଖାର ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସର୍ଟସର୍କିଟରୁ ଏଭଳି…

ନେତାଜୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ । ସ୍ୱାଧୀନତା ସଂଗ୍ରାମରେ ସୁଭାଷଙ୍କ ବଳିଦାନକୁ ଆଜି ବି ମନେ ପକାଉଛି ସାରା ଦେଶ । ଓଡିଶାର ବୀର ସନ୍ତାନ ନେତାଜୀଙ୍କ…

ଏଣିକି ସବୁ ବ୍ଲକରେ ବସିବ କୃଷି ବୈଠକ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଏଣିକି ରାଜ୍ୟର ପ୍ରତି ପଞ୍ଚାୟତ ସମିତିରେ କୃଷି ବୈଠକ ବସିବ । ବୈଠକରେ ଚାଷୀଙ୍କ ବିକାଶ ନେଇ ଅଧିକାରୀମାନେ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିରେ କୃଷି, ମତ୍ସ୍ୟ, ଶକ୍ତି ଓ ଜଳ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ‘ପ୍ରଗତି’ ବୈଠକ

ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏବର୍ଷର ପ୍ରଥମ ‘ପ୍ରଗତି’ ବୈଠକ ବସିଲା । ସୁଶାସନ ଓ ସମୟାନୁବର୍ତ୍ତୀ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ଓଡିଶା ସମେତ ୯ଟି ରାଜ୍ୟର…