fbpx
Browsing Category

Top Stories

ସିଲ୍ ହେବ ବିଗ୍ ବଜାର

ଭୁବନେଶ୍ୱର, ୨୦ା୨(ଓଡ଼ିଶା ଭାସ୍କର): ଡ୍ରେସଠୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ଜିନିଷ ବିଗ ବଜାରରେ ଉପଳବ୍ଧ ଥାଏ । ଏହାରି ମଧ୍ୟରେ ଆଜି ପଟିଆରେ ଥିବା ବିଗ୍ ବଜାର ସିଲ୍ ହେବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ…

୫ ମାସରେ ୩୮ କୋଟି ଫାଇନ୍ ଆଦାୟ: ମନ୍ତ୍ରୀ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାର ୫ ମାସରେ ୩୮ କୋଟିରୁ ଅଧିକ ଟଙ୍କା ଫାଇନ୍ ଆଦାୟ ହୋଇଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତିି ପରିବହନ ମନ୍ତ୍ରୀ ପଦ୍ମନାଭ…

ୟୁପିର ଏହି ଜିଲ୍ଲା ତଳେ ରହିଛି ୩,୦୦୦ ଟନ୍ ସୁନା

ନୂଆଦିଲ୍ଲୀ,୨୦ ।୨: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩ ହଜାର ଟନ୍ ସୁନା ମିଳିଛି । ଏହି ସୁନା ମାଟି ତଳେ ଦବି ରହିଥିବା ଜଣାପଡିଛି । ରାଜ୍ୟର ଖଣିଜ ବିଭାଗ ଏହାର ସନ୍ଧାନ କରିଛି । ଖୁବଶୀଘ୍ର ମାଟି ତଳୁ ସୁନା ବାହାର…

ଧାମରା ବନ୍ଦରରେ ଲାଗିଲା ଚୀନ୍ ଜାହାଜ

ଭଦ୍ରକ,୨୦ ।୨(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ଆଜି ୨ ଟି ଚୀନ୍ ଜାହାଜ ଲାଗିଛି । ଜାହାଜରୁ ପତାକା କାଢି ରହିଛନ୍ତି କର୍ମଚାରୀ । ଅନ୍ୟପଟେ ଧାମରାରେ ଜାହାଜ ଲାଗିବାରୁ ଏହାକୁ ବିରୋଧ କରୁଛନ୍ତି ବନ୍ଦର…

ଜର୍ମାନୀରେ ଗୁଳିକାଣ୍ଡ, ୮ ମୃତ

ବର୍ଲିନ,୨୦ ।୨ : ଜର୍ମାନୀର ହନାଉ ଏବଂ ସ୍ପୁଟନିକ ସହରରେ ଆଖିବୁଜା ଗୁଳିମାଡ କରିଛନ୍ତି କେତେକ ଦୁର୍ବୃତ୍ତ । ଏହି ଗୁଳିମାଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ଼ ପରେ…

ଟ୍ରକ-ବସ୍ ଧକ୍କାରେ ୨୦ ମୃତ

ତାମିଲନାଡୁ,୨୦ ।୨ : ତାମିଲନାଡୁରେ କୋଏମ୍ବାଟୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡ଼ିଛି । ଆହତଙ୍କୁ…

ବିଜେଡି ନେତ୍ରୀ ମୀନାକ୍ଷୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ଗଞ୍ଜାମର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆଜି ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ପୁଅର…

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ ଦୋଷୀ ବିନୟର ନୂଆ ଚାଲ୍, ଜେଲ୍ କାନ୍ଥରେ ପିଟିଲା ମୁଣ୍ଡ

ନୂଆଦିଲ୍ଲୀ,୨୦ ।୧: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ଦୋଷୀ ବିନୟ ଶର୍ମାର ନୂଆ ଚାଲ୍ । ଖବର ମୁତାବକ, ଦୋଷୀ ବିନୟ ଜେଲର କାନ୍ଥରେ ମୁଣ୍ଡ ବାଡେଇ ଫଟାଇବାକୁ ଉଦ୍ୟମ କରୁଥିଲା ।…