fbpx
Browsing Category

Top Stories

ନିର୍ଭୟା ମାମଲା, ଦୋଷୀ ବିନୟର ଆଉ ଏକ ଚାଲ୍

ନୂଆଦିଲ୍ଲୀ, ୨୦ା୨: ପୁଣିଥରେ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ସମ୍ପୃକ୍ତ ଥିବା ଦୋଷୀ ବିନୟ ଫାଶୀରୁ ବଞ୍ଚିବା ପାଇଁ ଆଉ ଏକ ନୂଆ ଚାଲ ଚଲେଇଛି । ସେ ନିର୍ବାଚନ ଆୟୋଗରେ ଆବେଦନ ଦାଖଲ କରିଛି । ସେଠରେ ରାଜକ୍ଷମା…

ବଢିବ କି ସର୍ବକ୍ଷମା ଅବଧି, ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ବିଧାନସଭାରେ ଉଠିଲା ସର୍ବକ୍ଷମା ଯୋଜନା ପ୍ରସଙ୍ଗ । ସର୍ବକ୍ଷମା ଯୋଜନାରେ ଆବେଦନର ସମୟ ସୀମା ବୃଦ୍ଧି ପ୍ରସ୍ତାବ ଦିଆଯାଇଛି । ଏନେଇ ବିଭାଗ ବିଚାର କରିବା ପାଇଁ ମନ୍ତ୍ରୀଙ୍କୁ…

ସିଲ୍ ହେବ ବିଗ୍ ବଜାର

ଭୁବନେଶ୍ୱର, ୨୦ା୨(ଓଡ଼ିଶା ଭାସ୍କର): ଡ୍ରେସଠୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ଜିନିଷ ବିଗ ବଜାରରେ ଉପଳବ୍ଧ ଥାଏ । ଏହାରି ମଧ୍ୟରେ ଆଜି ପଟିଆରେ ଥିବା ବିଗ୍ ବଜାର ସିଲ୍ ହେବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ…

୫ ମାସରେ ୩୮ କୋଟି ଫାଇନ୍ ଆଦାୟ: ମନ୍ତ୍ରୀ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାର ୫ ମାସରେ ୩୮ କୋଟିରୁ ଅଧିକ ଟଙ୍କା ଫାଇନ୍ ଆଦାୟ ହୋଇଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତିି ପରିବହନ ମନ୍ତ୍ରୀ ପଦ୍ମନାଭ…

ୟୁପିର ଏହି ଜିଲ୍ଲା ତଳେ ରହିଛି ୩,୦୦୦ ଟନ୍ ସୁନା

ନୂଆଦିଲ୍ଲୀ,୨୦ ।୨: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩ ହଜାର ଟନ୍ ସୁନା ମିଳିଛି । ଏହି ସୁନା ମାଟି ତଳେ ଦବି ରହିଥିବା ଜଣାପଡିଛି । ରାଜ୍ୟର ଖଣିଜ ବିଭାଗ ଏହାର ସନ୍ଧାନ କରିଛି । ଖୁବଶୀଘ୍ର ମାଟି ତଳୁ ସୁନା ବାହାର…

ଧାମରା ବନ୍ଦରରେ ଲାଗିଲା ଚୀନ୍ ଜାହାଜ

ଭଦ୍ରକ,୨୦ ।୨(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ଆଜି ୨ ଟି ଚୀନ୍ ଜାହାଜ ଲାଗିଛି । ଜାହାଜରୁ ପତାକା କାଢି ରହିଛନ୍ତି କର୍ମଚାରୀ । ଅନ୍ୟପଟେ ଧାମରାରେ ଜାହାଜ ଲାଗିବାରୁ ଏହାକୁ ବିରୋଧ କରୁଛନ୍ତି ବନ୍ଦର…

ଜର୍ମାନୀରେ ଗୁଳିକାଣ୍ଡ, ୮ ମୃତ

ବର୍ଲିନ,୨୦ ।୨ : ଜର୍ମାନୀର ହନାଉ ଏବଂ ସ୍ପୁଟନିକ ସହରରେ ଆଖିବୁଜା ଗୁଳିମାଡ କରିଛନ୍ତି କେତେକ ଦୁର୍ବୃତ୍ତ । ଏହି ଗୁଳିମାଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ଼ ପରେ…