CHARIDHAM
Browsing Category

Top Stories

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଲୋଚନା ବେଳେ ୩ଟି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ଲିନ ଏନର୍ଜି ସେସ୍ ବାବଦରେ ୬୦% ଅଂଶ ପାଇଁ ଦାବି କରିଛନ୍ତି…

ବାଇକ ମିଳିଲାନି ବୋଲି… କନ୍ୟାକୁ ଛାଡ଼ି ପଳାଇଲା ବର

ନୂଆଦିଲ୍ଲୀ: ବିବାହ ପୂର୍ବରୁ ଯୌତୁକ ଦାବି କରିବା ଏବଂ ଏଥିପାଇଁ ବିବାହ ଭାଙ୍ଗିବା ଖବର ଶୁଣିଥିବେ, କିନ୍ତୁ ବିବାହ ପରେ ଯୌତୁକ ମାଗିବା ଏବଂ ନମିଳିବାରୁ କନ୍ୟାକୁ ଛାଡ଼ି ପଳାଇଥିବା ଘଟଣା ଶୁଣିଛନ୍ତି କି? ଏଭଳି ଏକ…

ଶନିବାର ମୁକୁଳିବେ ଆର୍ୟନ, ଜେଲରେ ବିତାଇବେ ଆଉ ଗୋଟିଏ ରାତି

ମୁମ୍ବାଇ: ଶୁକ୍ରବାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ହୋଇପାରିନାହିଁ । ତାଙ୍କ ଜାମିନକୁ ଅପେକ୍ଷା କରିଛନ୍ତି ଶାହାରୁଖ ଏବଂ ଫ୍ୟାନ । କିନ୍ତୁ ବେଲ୍ ଅର୍ଡର କପି ଏନଡିପିଡିଏସ କୋର୍ଟରୁ ଆର୍ଥର ରୋଡ ଜେଲରେ…

ଚାକିରି ଛାଡି ଚାଷ କରୁଛନ୍ତି ଯୁବ ଇଂଜିନିୟର

ପ୍ରତ୍ୟେକ ଯୁବକ ଯୁବତୀଙ୍କ ଇଚ୍ଛା ଥାଏ ସେମାନେ ପାଠ ପଢିବେ ଓ ଭଲ ଚାକିରିଟିଏ କରିବେ । କିନ୍ତୁ ବାଲେଶ୍ୱରର ଜଣେ ଯୁବ ଇଞ୍ଜିନିୟର ଏବେ ଚାକିରି ଛାଡ଼ି କରୁଛନ୍ତି ଚାଷକାମ । ମନରେ ରହିଛି ତାଙ୍କର ଚାଷ କରିବାର ନିଶା । ସେ…

ନିମୋନିଆ ମୁକାବିଲା ପାଇଁ PCV Vaccine ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ୬୦ ପ୍ରତିଶତ ହ୍ରାସ ପାଇବ ଶିଶୁ ମୃତ୍ୟୁହାର

ନୂଆଦିଲ୍ଲୀ: ନିମୋନିଆ ମୁକାବିଲା ପାଇଁ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ । ୟୁନିଭର୍ସାଲ ଇମ୍ୟୁନାଇଜେସନ ପ୍ରୋଗ୍ରାମ ଅଧୀନରେ ପିସିଭି ଭ୍ୟାକସିନ ଟିକାକରଣ ଆରମ୍ଭ କରାଯାଇଛି…

ଓଡ଼ିଶାରେ ହାତୀ ଘଉଡାଇବା ଯନ୍ତ୍ର

ଭୁବନେଶ୍ୱର: ଓଡ଼ିଶା ଆସିଲା ହାତୀ ଘଉଡ଼ାଇବା ଯନ୍ତ୍ର । ଏବେ ହାତୀଙ୍କୁ ଘଉଡ଼ାଇବ ANIDER ଯନ୍ତ୍ର । ସୌରଶକ୍ତି ଦ୍ୱାରା ଏହି ଯନ୍ତ୍ର କାମ କରିବ । ଆଠମଲ୍ଲିକ, ଢ଼େଙ୍କାନାଳ ଡିଭିଜନରେ ଏହାର ପରୀକ୍ଷଣ ଚାଲିଥିବା ନେଇ ସୂଚନା…

ଆର୍ଯ୍ୟନ ଖାନଙ୍କ ବେଲ ଯାଚିକାରେ ଦସ୍ତଖତ କଲେ ଜୁହି ଚାୱଲା; ମନ୍ନତରୁ ବାହାରିଲେ ଶାହରୁଖ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କୁ ମିଳିଛି ଜାମିନ । ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ମୁମ୍ବାଇ ହାଇକୋର୍ଟ ଶାହରୁଖ ଖାନଙ୍କ ପୁଅକୁ ଜାମିନ ପ୍ରଦାନ କରିଥିଲେ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା…

‘ବାଣ ଫୁଟିଲେ ପୁଣି ବଢ଼ିବ କରୋନା’, ଜାଣନ୍ତୁ କାହିଁକି ଏପରି କହିଲେ ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଦୀପାବଳୀ । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ବାଣ ଫୁଟାଇବାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ କଟକଣା ଲଗାଯାଇଛି । ଏହାରି ମଧ୍ୟରେ କୋଭିଡକୁ ନେଇ ଚିନ୍ତା ବଢ଼ାଇଲା ଭଳି…

ଡ୍ରଗ୍ସ କେସ: ଆର୍ଯ୍ୟନ ଖାନଙ୍କ ବେଲ୍ ପାଇଁ କୋର୍ଟ ରଖିଲେ ଏମିତି ​ସର୍ତ୍ତ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବା ପରେ ଶୁକ୍ରବାର ଦିନ ଜାମିନ ଅର୍ଡର ଜାରି ହୋଇଛି । ସେ ଆଜି ଜେଲରୁ ବାହାରି ପାରନ୍ତି ।…

ଭୁବନେଶ୍ୱରରେ ଅୟୋଜିତ ହୋଇଛି ‘ଜନ ଔଷଧି ମିତ୍ର’ ସମ୍ମିଳନୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି ‘ଜନ ଔଷଧି ମିତ୍ର’ ସମ୍ମିଳନୀ । ‘ଜାତୀୟ ଏକତା ସପ୍ତାହ’ ପାଳନ ଅବସରରେ ଭୁବନେଶ୍ୱର ସତ୍ୟ ବିହାର ସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି…