
Browsing Category
Top Stories
ଶିକ୍ଷା ମନ୍ତ୍ରଣାଳୟ ଲଞ୍ଚ କରୁଛି ‘ବୀରଗାଥା ପରିଯୋଜନା’: ବୀରଙ୍କ ଜୀବନୀ ଉପରେ ପ୍ରୋଜେକ୍ଟ ତିଆରି କଲେ ମିଳିବ ପୁରସ୍କାର
ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ବୀରଗାଥା ପରିଯୋଜନା’ ନାମକ ଏକ ଯୋଜନା ଲଞ୍ଚ କରାଯାଇଛି । ଅକ୍ଟୋବର ୨୧ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ତୃତୀୟ ଶ୍ରେଣୀ ଠାରୁ ଆରମ୍ଭ କରି…
୯ ଘଣ୍ଟା ଠପ୍ ରହିବ ଏହି ବ୍ୟାଙ୍କର ସର୍ଭିସ୍, ଗ୍ରାହକଙ୍କୁ ହୋଇପାରେ ସମସ୍ୟା
ନୂଆଦିଲ୍ଲୀ: ସିଟି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ଦିଆଯାଇଛି ଯେ, ଆଇଟିଜିଏସ୍, ନେଟ ବ୍ୟାଙ୍କିଙ୍କ୍ ଭଳି ସୁବିଧା ୯ ଘଣ୍ଟା ପାଇଁ ପ୍ରଭାବିତ ହେବ ।…
ଆସୁଛି ଥଣ୍ଡା ସିଜିନ୍, ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିମାନେ ଥଣ୍ଡାରେ ଏହି ଜିନିଷଗୁଡ଼ିକ ଖାଇବାରୁ ଦୂରେଇ ରୁହନ୍ତୁ
ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ଶୀତଦିନ ମାରାତ୍ମକ ହୋଇଥାଏ । ଆଗକୁ ଶୀତଦିନ ଆସୁଥିବାରୁ ଥଣ୍ଡାରେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବା ଏକ ଆହ୍ୱାନ ପରି ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ଥଣ୍ଡାରେ…
ସ୍ତ୍ରୀର ଗଳାକାଟିବା ରଖି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ
ପିପିଲି(ଓଡ଼ିଶା ଭାସ୍କର): ସ୍ତ୍ରୀର ଗଳାକାଟି ହତ୍ୟା ଉଦ୍ୟମ କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି । ତେଇଶିପୁର ପଞ୍ଜାୟତ ନିର୍ମଳା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଖୁବ୍ ଜୋରରେ…
Masked Aadhaar Cardର ଫାଇଦା ବିଷୟରେ ଜାଣିଛନ୍ତି କି: କେହି ଆପଣଙ୍କର କିଛି ବି କ୍ଷତି କରିପାରିବେ ନାହିଁ, ଜାଣନ୍ତୁ ଏହାର ପ୍ରୋସେସ୍
ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ଆଧାର କାର୍ଡ ନିହାତି ଜରୁରୀ ହୋଇପଡ଼ିଛି । ପରିଚୟ ପତ୍ର ଠାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା, ପାସପୋର୍ଟ ତିଆରି କରିବା, ସରକାରୀ ଯୋଜନାର ଫାଇଦାର ଉଠାଇବା…
ସ୍କୁଲ ଖୋଲିଲେ ମନିଟରିଂ କରାଯିବ:ଡିଏମଇଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଖୋଲିବା ପ୍ରସଙ୍ଗକୁ ନେଇ ଡିଏମଇଟି ସିବିକେ ମହାନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍କୁଲ ଖୋଲିବା ପରେ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ…
ଆଜି ରାଜ୍ୟରେ ୩ ଜଣ କରୋନାରେ ଟଳିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ବାସୀ ରୁଟିରେ ରହିଛି ଶରୀର ପାଇଁ ଚମତ୍କାରୀ ଫାଇଦା, ଆଦୌ ଫୋପାଡ଼ନ୍ତୁ ନାହିଁ
ଓଡ଼ିଶା ଭାସ୍କର ବ୍ୟୁରୋ: ରାତିରେ ବଞ୍ଚି ଯାଇଥିବା ଖାଦ୍ୟକୁ ଫୋପାଡ଼ି ଦେବା ଭଳି ଖରାପ ଅଭ୍ୟାସ ଅନେକ ଲୋକଙ୍କର ରହିଛି । ଖାଦ୍ୟ ଖରାପ ନ ହୋଇ ମଧ୍ୟ ସେସବୁକୁ ଡଷ୍ଟବିନ୍ ରେ ଫୋପାଡ଼ି ଦିଅନ୍ତି । ଖାଦ୍ୟ ଓ କୃଷି…
ଓଡ଼ିଶାର ଏହି ସହରରେ ଆଇପିଏଲ ବେଟିଂ: ୩ ବୁକି ଗିରଫ, ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ମାଲକାନଗିରି ଜିଲ୍ଲାରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଛି । ଏହି ଚଢ଼ାଉ ସମୟରେ ୩ ଜଣ ବୁକିଙ୍କୁ ଗିରଫ କରାଯାଇଛି । ଏଥିସହ ପୋଲିସ ୯ ଲକ୍ଷରୁ ଅଧିକ ଟଙ୍କା ଜବତ…
ରାଜ୍ୟରେ ୪ ଶହ ତଳକୁ ଖସିଲା କରୋନା ସଂକ୍ରମଣ: ଆଜି ରାଜ୍ୟରେ ୩୫୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…