fbpx
BSKY
BJD YOUTH SKY
BJD MS SKY
Browsing Category

Top Stories

ଏସସିବି ଚାରିକଡ଼ରୁ ଉଚ୍ଛେଦ ଆରମ୍ଭ

କଟକ, ୪ା୨(ଓଡ଼ିଶା ଭାସ୍କର): କଟକ ସ୍ଥିତ ଏସସିବି ମେଡ଼ିକାଲର ନବନିର୍ମାଣ ପାଇଁ ଉଚ୍ଛେଦ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି । କଟକ ଯୋବ୍ରା ମାଛ ମାର୍କେଟରୁ ଉଚ୍ଛେଦ ଆରମ୍ଭ ହୋଇଛି । ଏନେଇ ଘଟଣାସ୍ଥଳରେ ୪ପ୍ଲାଟୁନ ଫୋର୍ସ…

ଆଜି ପୁଣିଥରେ ବରଗଡ଼ ବନ୍ଦ

ବରଗଡ଼, ୪ା୨(ଓଡ଼ିଶା ଭାସ୍କର): ବରଗଡ଼ରେ ସିଟି ହସ୍ପିଟାଲ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋରଧରିଛି । ଆଜି ଲଗାତାର ଭାବେ ଦ୍ୱିତୀୟ ଦିନ ପାଇଁ ବରଗଡ଼ ବନ୍ଦ ପାଳନ ହୋଇଛି । ନାଗରିକ ଏକତା ମଞ୍ଚ ପକ୍ଷରୁ ଆଜି ମଧ୍ୟ…

କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି

ବେଜିଙ୍ଗ, ୪ା୨: ଚୀନରେ କରୋନା ଭାଇରସର ଆତଙ୍କରେ ଲୋକମାନେ କୋକୂଆ ଭୟରେ ରହିଛନ୍ତି । ସେଠାରେ ସ୍ଥିତି ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି । ଚୀନରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଆଜିସୁଦ୍ଧା ୪୨୫…

ଛାତ୍ରଙ୍କ ଚୁଟି କାଟିବା ଘଟଣାରେ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

ସୁନାବେଡା,୩ ।୨(ଓଡିଶା ଭାସ୍କର): ସୁନାବେଡା ସହର ସ୍ଥିତ ନେତାଜୀ ଇଂଲିସ ମିଡିୟମ ସ୍କୁଲରେ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ…

ଆସନ୍ତାକାଲି ବରଗଡ ବନ୍ଦ ଡାକରା

ବରଗଡ,୩ ।୨(ଓଡିଶା ଭାସ୍କର): ବରଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲ ମାନ୍ୟତା ପ୍ରସଙ୍ଗରେ ଆସନ୍ତାକାଲି ବରଗଡରେ ବନ୍ଦ ପାଳନ କରିବାକୁ ଡାକରା ଦିଆଯାଇଛି । ବରଗଡ ଏକତା ମଞ୍ଚ ପକ୍ଷରୁ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି…

ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ନିଲମ୍ବିତ

ଗଞ୍ଜାମ,୩ ।୨(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ସ୍କୁଲର ସହକାରୀ ଶିକ୍ଷକ । ସିଦେ୍ଧଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ନିଲମ୍ବିତ…

ଗିରଫ ହେଲେ CRPF ଏସଆଇ ଭୂପିନ୍ଦର

ଭୁବନେଶ୍ୱର,୩ ।୧(ଓଡିଶା ଭାସ୍କର): ସିଆରପିଏଫ୍ ଏସଆଇ ଭୂପିନ୍ଦର କୁମାରଙ୍କୁ ଡେରାଡୁନରୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୂପିନ୍ଦରଙ୍କୁ ଭୁବନେଶ୍ୱର ଆଣିଛି ପୋଲିସ । ତେବେ ଭୂପିନ୍ଦରଙ୍କ…

ହେରିଟେଜ କରିଡ଼ର ବୈଠକକୁ ବର୍ଜନ କଲେ ସେବାୟତ

ପୁରୀ, ୩ା୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ଭୁବନେଶ୍ୱର ଓବିସିସି ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର ପ୍ଲାନର ଚୂଡ଼ାନ୍ତ ଚିଠା ପ୍ରସ୍ତୁତି ବୈଠକ ଥିବା ବେଳେ ଏହାକୁ ବର୍ଜନ କରିଛନ୍ତି ସେବାୟତ ।…

ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଲେ ରୋହିତ

ନୂଆଦିଲ୍ଲୀ,୩ ।୨: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଖେଳିବେନି ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମା । ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍…

ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ

କଟକ, ୩ା୨(ଓଡ଼ିଶା ଭାସ୍କର): ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିବା ସୂଚନା ମିଳିଛି । ତାଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ପ୍ରଥମେ ବିଜୟଙ୍କ ଜାମିନ ଆବେଦନକୁ ଭିଜିଲାନ୍ସ କୋର୍ଟ…