fbpx
BSKY SKY
BSKY SKY
Browsing Category

Top Stories

ସମୁଦ୍ର ମଝିରେ ମୁହାଁମୁହିଁ ହେଲା ୨ ଡଙ୍ଗା

ବ୍ରହ୍ମପୁର,୧୯ ।୧(ଓଡିଶା ଭାସ୍କର): କୁହୁଡି ଯୋଗୁଁ ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ଅଘଟଣ ଘଟିଯାଇଛି । ମାଛ ଧରିବାକୁ ଯାଇଥିବା ବେଳେ ପରସ୍ପର ମୁହାଁମୁହିଁ ହୋଇଛି ୨ ଡଙ୍ଗା । ଉଚ୍ଚ ଲହରି ଓ କୁହୁଡି ଯୋଗୁଁ ୨ଟି…

କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

କୋଲକାତା,୧୯ ।୧: କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ୮୫ ବର୍ଷ ବୟସରେ ଆଜି ପରଲୋକ ଘଟିଛି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଅସୁସ୍ଥତା ଯୋଗୁଁ ବହୁ ଦିନ ଧରି ସେ ଚିକିତ୍ସିତ ହେଉଥିଲେ ।…

ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତିଙ୍କ ଦେହାନ୍ତ

ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି ଭାବେ ରେକର୍ଡ ସୃଷ୍ଟି କରିଥିବା ନେପାଳର ଖଗେନ୍ଦ୍ର ଥାପା ମାଗରଙ୍କ ୨୭ ବର୍ଷରେ ଦେହାନ୍ତ ଘଟିଛି । ଗିନିଜ ୱାଲ୍ଡ ରେକର୍ଡରେ ସାମିଲ ହୋଇଥିବା ଖଗେନ୍ଦ୍ରଙ୍କ ମୃତ୍ୟୁ ଖବର ତାଙ୍କ ପରିବାର…

ଆସନ୍ତା ୨୦ରେ ପୱନର SLP ଶୁଣାଣି

ନୂଆଦିଲ୍ଲୀ, ୧୮ା୧: ସୁପ୍ରିମକୋର୍ଟରେ ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା ହୋଇଥିଲା । ଦୋଷୀ ପୱନର ସ୍ୱତନ୍ତ୍ର ଲିଭ୍ ପିଟିସନ ଉପରେ ଶୁଣାଣି ଆସନ୍ତା ୨୦ରେ ହେବ ବୋଲି ସୂଚନା ମିଳିଛି । ଅପରାଧ ସମୟରେ ନିଜେ…

ଦୁର୍ଘଟଣାର ସମ୍ମୁଖୀନ ହେଲେ ଅଭିନେତ୍ରୀ ଶବାନା ଆଜମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମୁମ୍ବାଇ,୧୮ ।୧: ସଡ଼କ ଦୁର୍ଘଟଣାରେ ଗାୟକ ଜାବେଦ ଅଖତରଙ୍କ ପତ୍ନୀ ବା ପ୍ରସିଦ୍ଧ ଅଭିନେତ୍ରୀ ଶବାନା ଆଜମୀ ଗୁରୁତର ଆହତ ହୋଇଛନ୍ତି । ଖାଲାପୁର ଟୋଲ ପ୍ଲାଜା ନିକଟସ୍ଥ ମୁମ୍ବାଇ-ପୁନେ ରାସ୍ତାରେ ଶବାନାଙ୍କ ଗାଡି…

୪ଦିନିଆ ହରିୟାଣା ଗସ୍ତରେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ୪ଦିନିଆ ହରିୟାଣା ଗସ୍ତରେ ଯାଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସିରସା ଜିଲ୍ଲାରେ ବିଭିନ୍ନ ଘରୋଇ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି ।…