fbpx
BSKY SKY
BSKY SKY
Browsing Category

Top Stories

ନିର୍ଭୟା ମାମଲା, ମୁକେଶର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ, ୧୬ା୧(ଓଡ଼ିଶା ଭାସ୍କର): ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଆଜି ସେହି ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛି ଗୃହମନ୍ତ୍ରଣାଳୟ…

ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଲେ ସମୀର ମହାନ୍ତି

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ସମୀର ମହାନ୍ତି । ବିହାୟୀ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ଦାୟିତ୍ୱ ନେଇଛନ୍ତି ସମୀର । ଗତକାଲି ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ…

ଜନଗଣନା ଓ ଏନପିଆର ବୈଠକ

ନୂଆଦିଲ୍ଲୀ, ୧୭ା୧: ଜନଗଣନା ଓ ଏନପିଆର ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ନୂଆଦିଲ୍ଲୀ ଆମ୍ବେଦକର ଭବନରେ ବୈଠକ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଅଧ୍ୟକ୍ଷତାରେ ଏହି ବୈଠକ…

ନିର୍ଭୟା ମାମଲା, ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲା ଗୃହମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୧୬ା୧(ଓଡ଼ିଶା ଭାସ୍କର): ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଆଜି ସେହି ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛି ଗୃହମନ୍ତ୍ରଣାଳୟ…

ଆମେ ସମସ୍ତେ ଏକ ପରିବାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ହୋଇଛି । ଏହି ପରିପ୍ରେକ୍ଷୀରେ…

ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ, ୧୭ା୧: ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ ହୋଇଛି । ଏହା ଫ୍ରେଞ୍ଚ ଗୁଏନା କୋରାଉ ଲଞ୍ଚ ବେସରୁ ଉତକ୍ଷେପଣ ହୋଇଛି । ଟେଲି କମୁନିକେସନ ସାଟେଲାଇଟ ଜିଏସଏଟି-୩୦ । ଦେଶର ଯୋଗାଯୋଗ ସେବା…

୧୦ଡ଼ିଗ୍ରୀ ତଳେ ୪ସହର

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତ ଲହରି ଜାରି ରହିଛି । ଆଜି ୧୦ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରହିଛି । ୭.୬ ଡିଗ୍ରୀ ସହ ଅନୁଗୁଳ ଆଜିର ସବୁଠୁ ଶୀତଳ ସହର । ସେହିପରି ଫୁଲବାଣୀ ୮.୫, ସୋନପୁର ୯,…

ଭିଜିଲାନ୍ସ ଜାଲରେ ପୂର୍ବତନ ବିଧାୟକ

କଳାହାଣ୍ଡି, ୧୭ା୧(ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଆଜି ରେଡ଼୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ତାଙ୍କର ଭବାନୀପାଟଣା ସ୍ଥିତ ବାସଭବନରେ…