fbpx
Browsing Category

Top Stories

ସୁପ୍ରିମକୋର୍ଟରୁ ପବନ ଗୁପ୍ତାକୁ ଝଟକା: କ୍ୟୁରେଟିଭ ପିଟିସନ୍ ଖାରଜ, କାଲି ସକାଳେ ସମସ୍ତ ଦୋଷୀଙ୍କୁ ଦିଆଯିବ ଫାଶୀ

ନୂଆଦିଲ୍ଲୀ,୧୯ ।୩: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ ଗୁପ୍ତାକୁ ସୁପ୍ରିମକୋର୍ଟଙ୍କ ଝଟକା । ପବନର କ୍ୟୁରେଟିଭ୍ ପିଟିସନ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ନିଜକୁ ନାବାଳକ ଦର୍ଶାଇ…

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀମନ୍ଦିର ଟଙ୍କା

ପୁରୀ,୧୯ ।୩(ଓଡିଶା ଭାସ୍କର): ସଙ୍କଟରେ ଚାଲିଥିବା ୟେସ୍ ବ୍ୟାଙ୍କର ବ୍ୟାଙ୍କିଂ ସେବା ଗତକାଲିଠାରୁ ସ୍ୱାଭାବିକ ହୋଇଛି । ଏହାରି ମଧ୍ୟରେ ବ୍ୟାଙ୍କରୁ ଫେରିଆସିଛି ଜଗନ୍ନାଥଙ୍କ ଜମା ଟଙ୍କା । ଶ୍ରୀମନ୍ଦିରର ୩୯୭ କୋଟି ୨୩…

ଭାରତ ଅପେକ୍ଷା ପାକିସ୍ତାନରେ ଦ୍ରୁତ ଗତିରେ ବଢୁଛି କରୋନା

ପାକିସ୍ତାନରେ କରୋନା ଭାଇରସ୍ କ୍ରମାଗତ ଭାବେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଗତ ୩-୪ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ୨୦୦ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ବର୍ତ୍ତମାନ ସିନ୍ଧ,ଇସଲାମବାଦଓ…

ସେୟାର ବଜାର ପାଇଁ ଭୟାନକ ପରିସ୍ଥିତି, ଖସିଲା ସେନସେକ୍ସ ଓ ନିଫ୍ଟ

ନୂଆଦିଲ୍ଲୀ,୧୯ ।୩: କରୋନା ଭାଇରସ୍ କାରଣରୁ ଭାରତୀୟ ସେୟାର ବଜାରରେ ଲଗାତାର ହ୍ରାସ ଜାରି ରହିଛି । ପ୍ରାରମ୍ଭିକ ବ୍ୟବସାୟରେ ସେନସେକ୍ସ ୧୬୦୦ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୩୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି ।…

ନବୀନଙ୍କୁ ପ୍ରଶଂସା କଲେ ମୋଦୀ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ନେଇ ପ୍ରଶଂସା…

ଲୋକସେବା ଭବନରେ ‘କରୋନା’ ଆଲୋଚନା

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନକୁ ଜୋରଦାର କରିବା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ୩୦ଟି…