fbpx
Browsing Category

Top Stories

ବଢିଲା ଡିଜି ଅଭୟଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୦୨୧ ଡିସେମ୍ବର ୩୧ ଯାଏଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ…

ରାଜ୍ୟରେ ବଢିଲା ପ୍ଲାଟଫର୍ମ ଟିକେଟ୍ ଦର

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ପ୍ରଭାବରେ ବଢିଲା ଷ୍ଟେସନ ପ୍ଲାଟଫର୍ମ ଟିକେଟ୍ ଦର । ପୂର୍ବତଟ ରେଳବାଇର ୧୦ଟି ଷ୍ଟେସନରେ ବଢିଛି ଟିକେଟର ଦର । ୧୦ ଟଙ୍କା ବଦଳରେ ଏବେ ଷ୍ଟେସନରେ ପ୍ରବେଶ ପାଇଁ ଦେବାକୁ ପଡିବ…

ଗଛରେ ପିଟିହେଲା କାର୍

ପାଟଣାଗଡ,୧୮ ।୩(ଓଡିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ବେଲପଡା ଅନ୍ତର୍ଗତ ମଣ୍ଡଳ ଛକରୁ ଶହେ ମିଟର ଦୂରତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟିରେ କଳାହାଣ୍ଡି ଜିଲ୍ଲା ରୁଫଡା ଗ୍ରାମର ଦୀପକ…

କରୋନା ଗୀତକୁ ନେଇ ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ସଫେଇ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହି ଭାଇରସ୍ ଉପରେ ପ୍ରସ୍ତୁତ ଏକ ଗୀତରେ କିଛି ଦିନ ତଳେ ବହୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କଣ୍ଠଦାନ…

ଓଡ଼ିଶାରେ ୪୭ନମୁନାରୁ ୪୬ନେଗଟିଭ୍ : ସୁବ୍ରତ ବାଗଚୀ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ଗତ ତିନି ଦିନ ପରି ଆଜି ମଧ୍ୟ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ନେଇ…

କରୋନା ବିରୋଧରେ ଲଢ଼େଇ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହାରି ମଧ୍ୟରେ କରୋନା ବିରୋଧରେ ଲଢ଼େଇ ପାଇଁ ରାଜ୍ୟପାଳ…

ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ବାତିଲ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟର ସବୁ ବାର୍ ଆସୋସିଏସନର ନିର୍ବାଚନ ଘୁଞ୍ଚିଛି । ମାର୍ଚ୍ଚ ୨୮ରେ ହେବାକୁ ଥିବା ନିର୍ବାଚନ ବାତିଲ ହୋଇ ଏପ୍ରିଲ ୨୫ ଯାଏଁ ସ୍ଥଗିତ ରହିଛି । ପ୍ରାର୍ଥିତ୍ୱ…

୪ ବିିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନେ ହେଉଛନ୍ତି ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ । ନିର୍ବାଚିତ ହୋଇଥିବାର…