Browsing Category
Top Stories
ମୁଖ୍ୟମନ୍ତ୍ରୀଙ୍କୁ ମହିଳାଙ୍କ ରୋକ୍ ଠୋକ୍: ଯେ ପର୍ଯ୍ୟନ୍ତ ଗାଁରେ ରାସ୍ତା ନାହିଁ, ସେ ପର୍ଯ୍ୟନ୍ତ ବାହା ହେବିନି
ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ମହିଳା, ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ପାଖକୁ ନିଜ ଗାଁର ସଡ଼କ ସମ୍ପର୍କରେ ଏକ ଇମେଲ୍ ପଠାଇଛନ୍ତି । ସେଥିରେ ସେ ଯାହା ଲେଖିଛନ୍ତି ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଏଥିରେ…
ଇମ୍ରାନ ସରକାରଙ୍କୁ ଶକ୍ତ ଚାପୁଡ଼ା: ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନରେ ମ୍ୟାଚ୍ ଖେଳିପାରବେନି ବୋଲି କହିଲେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍
ନୂଆଦିଲ୍ଲୀ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା । ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ସମର୍ଥନ କରୁଥିବା ପାକିସ୍ତାନକୁ ନ୍ୟୁଜିଲାଣ୍ଡ ଶକ୍ତ ଝଟକା ଦେଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ନିଜର ସୁରକ୍ଷାକୁ…
ମୋଦୀଙ୍କ ଜନ୍ମଦିନରେ ରେକର୍ଡ କଲା ଟିକାକରଣ: ସନ୍ଧ୍ୟା ୪ଟା ସୁଦ୍ଧା ଟିକା ନେଲେ ୧.୮ କୋଟି ନାଗରିକ
ନୂଆଦିଲ୍ଲୀ: ଭାରତରେ ଟିକାକରଣ ଅଭିଯାନ ଜୋରଦାର ଜାରି ରହିଛି । ଟିକାକରଣରେ ଅନ୍ୟ ଦେଶକୁ ମାତ୍ ଦେଇଛି ଭାରତ । ଏଠାରେ ବିଳମ୍ବରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାପରେ ସୁଦ୍ଧା ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା…
ନଦୀରେ ବୁଡ଼ି ୨ ଭାଇ ମୃତ, ଗାଧୋଇବା ବେଳେ ଭାସିଗଲେ
ପିପିଲି(ଓଡ଼ିଶା ଭାସ୍କର): ଲୁଣା ନଦୀରେ ବୁଡ଼ି ୨ ନାବାଳକ ଭାଇ ପ୍ରାଣ ହରାଇଛନ୍ତି । କଣାସ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇ ଭାଇ ମିଶି ଲୁଣା ନଦୀକୁ ଗାଧୋଇବାକୁ ଯାଇଥିବା…
ପେନସନ୍ ଚେକ୍ କରିବାକୁ ଯାଇଥିଲେ ବୃଦ୍ଧ, ଖାତାରେ ଦେଖିବା ବେଳକୁ ଅଛି ୫୨ କୋଟି!
ବିହାର: ବିହାରର ମୁଜଫରପୁରରୁ ପୁଣିଥରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ଆସିଥିବା ଜଣାପଡ଼ିଛି । ଅଚାନକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫୨ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି ।…
ଧର୍ମ ନଦେଖି ସାଥି ବାଛିବା ଅଧିକାର ସାବାଳକଙ୍କ ଅଛି: ଆଲାହାବାଦ ହାଇକୋର୍ଟ
ପ୍ରୟାଗରାଜ: ଦୁଇ ଜଣ ସାବାଳକ ନିଜ ପସନ୍ଦ ଅନୁସାରେ ଜୀବନସାଥୀ ବାଛିପାରିବେ । ଏଥିରେ ସେମାନଙ୍କ ଧର୍ମ ଅଲଗା ହେଉ ନା କାହିଁକି । ସେମାନଙ୍କ ପାଖରେ ନିଜ ନିଜର ଜୀବନ ସାଥୀ ବାଛିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ।…
ମା’-ଝିଅକୁ ମିଶାଇଲା ଫେସବୁକ୍ ମେସେଜ୍, ୧୪ ବର୍ଷ ତଳେ ହୋଇଥିଲେ ଅପହରଣ…
ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ନେଇ ଲୋକ ମାନଙ୍କ ମନରେ ଭିନ୍ନ ଭିନ୍ନ ପ୍ରକାରର ମତ ରହିଛି । କିଏ ନିଜ ଫାଇଦା ପାଇଁ ଏହାକୁ ବ୍ୟବହାର କରୁଛି ତ କିଏ ଏହାର ଦୁରୂପଯୋଗ କରୁଥିବା ଦେଖିବାକୁ ମିଳେ । ତେଣୁ ଏହାର ସଦୂପଯୋଗ…
୧୦ ବର୍ଷ ପର୍ଯ୍ୟନ୍ତ ଗାର୍ଲଫ୍ରେଣ୍ଡଙ୍କୁ ମାଆ-ବାପାଙ୍କଠୁ ଲୁଚେଇ ଘରେ ରଖିଥିଲେ ଯୁବକ, ଆଉ ଶେଷରେ….
ନୂଆଦିଲ୍ଲୀ: କେରଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡଙ୍କୁ ୧୦ ବର୍ଷ ଧରି ଏକ ଘରେ ଲୁଚାଇ ରଖିଥିଲେ । ତେବେ ଯୁବକଙ୍କ ପ୍ରେମିକାଙ୍କ ବିଷୟରେ ତାଙ୍କର ବାପା ମାଆ ସାମାନ୍ୟ…
ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ଆଜି କ’ଣ କହିଲେ ଏସଆରସି, ଜାଣନ୍ତୁ
ଭୁବନେଶ୍ୱର,(ଓଡିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବନ୍ୟା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।…
ଖାଦ୍ୟ ପାଇବାକୁ ଟିଭି, ଫ୍ରିଜ୍, ସୋଫା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆଫଗାନିସ୍ତାନ ନାଗରିକ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନି ମାନେ ଆଫଗାନୀ ମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛନ୍ତି । ସେମାନଙ୍କ ମନମାନୀ ଶାସନ ଚଳାଇଛନ୍ତି । ଦୀର୍ଘ ଦିନ ଧରି ଯୁଦ୍ଧ ପରିସ୍ଥିତି ଲାଗି…