CHARIDHAM
Browsing Category

Top Stories

ମଶା, କାହାକୁ କମ୍ ତ କାହାକୁ ଅଧିକ କାମୁଡ଼ିଥାନ୍ତି, ଏପରି କାହିଁକି ହୁଏ ଜାଣିଛନ୍ତି କି? ପଢ଼ନ୍ତୁ ଏହି ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ଥର ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେ କିଛି ଲୋକଙ୍କୁ ମଶା ଅଧିକ ଥର କାମୁଡ଼ନ୍ତି ଓ ସେମାନଙ୍କ ଉପରେ ମଶା ମାନେ ଅଧିକ ସମୟ ଧରି ବୁଲିଥାନ୍ତି । ଆପଣ କେବେ ଭାବିଛନ୍ତି ଏହା କାହିଁକି ହୁଏ?…

ସାବଧାନ୍: ସେପ୍ଟେମ୍ବର ୧ ରୁ ବଦଳିଯିବ PF ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିୟମ, ପୂର୍ବରୁ କରିନିଅନ୍ତି ଏହି କାମ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓ ନିଜ ଆକାଉଣ୍ଟଧାରୀଙ୍କ ପାଇଁ ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି । ଇପିଏଫଓର ନୂଆ ନିୟମ ଅନୁସାରେ, ସମସ୍ତ ଆକାଉଣ୍ଟଧାରୀଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ…

ଯୌତୁକ ଭୋକରେ ସାଙ୍ଗ ମାନଙ୍କ ଦ୍ୱାରା ସ୍ତ୍ରୀର ଗ୍ୟାଙ୍ଗରେପ୍ କରାଇଲା ନିର୍ଦ୍ଦୟୀ ସ୍ୱାମୀ, ଅଶ୍ଳୀଳ ଭିଡିଓ କରି ଭାଇରାଲ୍ କରିବାକୁ ଦେଉଥିଲା…

ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତିର ଯୌତୁକ ଭୋକ ନ ମେଣ୍ଟିବାରୁ ସେ ନିଜ ସ୍ତ୍ରୀକୁ ସାଙ୍ଗ ମାନଙ୍କ ପାଖରେ ଛାଡ଼ିଦେଲା । ଆଉ ତାର ସାଙ୍ଗମାନେ ମହିଳାଙ୍କ ସହିତ…

ଭାରତର ଥିବା ଏହି ଚୀନ୍ କାଳୀ ମନ୍ଦିରରେ ଲାଗିଥାଏ ନୁଡଲ୍ସ-ଚିପ୍ସ ଭୋଗ, ଜାଣନ୍ତୁ ଏହାର ଚମତ୍କାରୀ କାରଣ

ସାଧାରଣତଃ ମନ୍ଦିରଗୁଡିକରେ ଭଗବାନଙ୍କୁ ଲଡୁ-ପେଡା, ମିଠା ଆଦି ଭୋଗ କରାଯାଏ । କିନ୍ତୁ ଆମ ଦେଶରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ଭଗବାନଙ୍କୁ ଚାଇନିଜ୍ ଖାଦ୍ୟ ଭୋଗରେ ଦିଆଯାଏ । ଏହା ପରେ ନୁଡଲ୍ସ ଓ ଚିପ୍ସ ପ୍ରସାଦକୁ…

ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ୱର ଏକ ନମ୍ବର ନଗରୀ ହେଲା ଦିଲ୍ଲୀ, ଫୋର୍ବସ୍ ତାଲିକାରେ ମଣ୍ଡନ କଲା ପ୍ରଥମ ସ୍ଥାନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ୱର ଏକ ନମ୍ବର ନଗରୀ ହୋଇଛି । ଏହା କ୍ରମରେ ଦିଲ୍ଲୀ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର…

କାବୁଲ ବିସ୍ଫୋରଣ: ୧୨ ଆମେରିକୀ ସେନାଙ୍କ ସମେତ ୭୨ ଜଣ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗତକାଲି କାବୁଲ ଏୟାରପୋର୍ଟରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଯେଉଁଥିରେ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ଭିତରେ ଆମେରିକା କହିଛି ଯେ, ଏହି ଆତଙ୍କୀ ହମଲାରେ ତାଙ୍କର…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ୯ଟି ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ୫ଟା ୩୦ ରେ କ୍ୟାବିନେଟ୍ ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର…

ମାସିକ ଋତୁସ୍ରାବ ସମୟରେ ଆପଣାନ୍ତୁ ଏହି ସବୁ ସତର୍କତା

ଓଡ଼ିଶା ଭାସ୍କର ବ୍ୟୁରୋ: ପିରିୟଡସ ଅର୍ଥାତ ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କର ମୁଣ୍ଡବିନ୍ଧା, କାନ୍ଧ ଦରଜ, ବ୍ଲିଡିଂ, ଅନିଦ୍ରା ଭଳି ସମସ୍ୟା ଦେଖାଦିଏ । ଏହାଦ୍ୱାରା ସେମାନଙ୍କର ଡେଲି ରୁଟିନରେ ପରିବର୍ତନ ହୋଇଥାଏ…

କାବୁଲରେ ତୃତୀୟ ବିସ୍ଫୋରଣ: ୬୦ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଘଟି ଯାଇଛି ଆଉ ଏକ ବିସ୍ଫୋରଣ। ଏହାକୁ ମିଶାଇ ଆଜିର ଦିନରେ ଘଟିଛି ୩ଟି ବିସ୍ଫୋରଣ। ଏହି ବିସ୍ଫୋରଣରେ ଅନ୍ୟୁନ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ ଜଣ…

ଚେତାବନୀ ସହିତ ବିନେଶଙ୍କ ଉପରୁ ଉଠିଲା ବାସନ୍ଦାଦେଶ; ଏମିତି କହିଲା WFI

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ବିନେଶ ଫୋଗତଙ୍କ ଉପରୁ ଉଠିଛି ନିଲମ୍ବନ ଆଦେଶ । ତେବେ ବିନେଶଙ୍କୁ କଡା ଚେତାବନୀ ଦେଇଛି କୁସ୍ତି ମହାସଂଘ । କୁସ୍ତି ମହାସଂଘ କହିଛି…