Browsing Category
Top Stories
ଛଅଦିନ ପରେ ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା: ଆଜି ୮୬୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…
ତାଲିବାନ୍ କବଜାରେ ରାଷ୍ଟ୍ରପତି ଭବନ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ଏହାରି ମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନ ଦଖଲ କରିଛନ୍ତି ତାଲିବାନ । ରାଷ୍ଟ୍ରପତି ଭବନ ଦଖଲ ନେଇ ତାଲିବାନ କମାଣ୍ଡର ଦାବି କରିଛନ୍ତି । ଦେଶ…
ପୱନଦୀପ ରାଜନ Indian Idol-12 ସିଜିନର ୱିନର
ନୂଆଦିଲ୍ଲୀ: ଦେଶର ସବୁଠାରୁ ପପୁଲାର ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍-୧୨ ସିଜିନର ପରିସମାପ୍ତି ଘଟିଛି । ବହୁ ସମୟ ଧରି ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲା । ତେବେ ଚଳିତ…
ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଓ କାଲି ଛେଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…
କ୍ଷୀର ପ୍ୟାକେଟରୁ ଉତ୍ପାଦନ ହେବ ଚାରାଗଛ; ଜାଣନ୍ତୁ କେମିତି
ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପିଲାମାନେ ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ବଳକା ସମୟରେ କୁନି କୁନି ପିଲାମାନେ ନିଜର ଅନ୍ତର୍ନିହିତ ପ୍ରତିଭା ଦେଖାଇବାକୁ ଏକ ସୁଯୋଗ ପାଉଛନ୍ତି। ଏହି କ୍ରମରେ ସବୁଜ ପରିବେଶ ଲାଗି…
ତାଲିବାନୀ ଅକ୍ତିଆରରେ ଆଫଗାନିସ୍ତାନ; ଘନିଙ୍କୁ ନେଇ ଘନେଇଲା ବିବାଦ
ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣିଥରେ ତାଲିବାନୀ ଶକ୍ତି ଦେଖାଇଲେ। ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅକ୍ତିଆର କରିନେଲେ ତାଲିବାନୀ। କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ରାଷ୍ଟ୍ରପତି ଆସ୍ରଫ…
ବିସ୍ଥାପିତ ବସ୍ତିରେ ’ସ୍ଵାଧୀନତା’ର ସଙ୍ଗୀତ ଗାନ, କଟକରେ ଏମିତି ପାଳିଲେ ସମାଜସେବୀ
ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ଦେଶ ପାଳିଛି ଏହାର ୭୫ତମ ସ୍ଵାଧୀନତା ଦିବସ। ଖୁବ ହର୍ଷ ଉଲ୍ଲାସର ସହିତ ସବୁଠି ଶୁଭିଛି ଜନ-ଗଣ-ମନ... ସଂଗୀତର ସୁର। ମହାମାରୀ କରୋନା ଲାଗି କଟକଣା ମଧ୍ୟରେ ପାଳିତ ହୋଇଛି ସ୍ଵାଧୀନତାର…
ଡେଙ୍ଗୁ ପାଇଁ BMCର ନୂଆ ଅଭିଯାନ, ଗଡ଼ିଲା ସଚେତନତା ରଥ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ଵରରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ…
ହସଖୁସିରେ ଯାଉଥିଲେ ସ୍ଵାମୀ-ସ୍ତ୍ରୀ, ହଠାତ୍ ଫାଟିଗଲା ସ୍କୁଟି ଚକ, ତାପରେ
ଓଡ଼ିଶା ଭାସ୍କର ବ୍ୟୁରୋ: ସେମାନଙ୍କ ଦାମ୍ପତ୍ୟର ଗାଡ଼ି ଭଲ ଚାଲିଥିଲା। ସ୍କୁଟିରେ ବାହାରିଥିଲେ ସ୍ଵାମୀ-ସ୍ତ୍ରୀ। ହେଲେ ହଠାତ୍ ବିପଦ ଏମିତି ଆସିବ ବୋଲି କିଏ ଜାଣିଥିଲା! ରାସ୍ତା ମଝିରେ ଫାଟିଗଲା ସ୍କୁଟି ଚକ। ଆଉ ଏହି…
’ଶବକୁ ସମ୍ମାନ’ ଅଭିଯାନ ପାଇଁ ଭଞ୍ଜନଗରର ୪ ଯୁବକଙ୍କୁ ମିଳିଲା ଜିଲ୍ଲାସ୍ତରୀୟ ସମ୍ମାନ
ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ୱାଧୀନତା ଦିବସ ସମାରୋହରେ ଭଞ୍ଜନଗର ଅଞ୍ଚଳର ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ମିଳିଛି ଗଞ୍ଜାମ ଜିଲ୍ଲାସ୍ତରୀୟ ସମ୍ମାନ। ମହାମାରୀ କରୋନା ସମୟରେ ‘ଶବକୁ ସମ୍ମାନ’ ଦେବା ପାଇଁ ‘ହେଲପିଙ୍ଗ…