Browsing Category
Top Stories
Google Map ରେ ଖୋଜିଲେ ବି ମିଳିବନି ଏହି ସବୁ ରହସ୍ୟମୟ ସ୍ଥାନ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ: ଅନେକ ସମୟରେ କୌଣସି ଠିକଣା ଖୋଜିବାକୁ ଗୁଗଲ ମ୍ୟାପର ବ୍ୟବହାର କରିଥାଉ । ଏମିତିକି ଯେଉଁ ଠିକଣା ହୁଏତ ସ୍ଥାନୀୟ ଲୋକେ ନଜାଣିଥାନ୍ତି ତାହା ମଧ୍ୟ ଗୁଗଲ ମ୍ୟାପରୁ ମଳିଯାଏ, ଫଳରେ ଆମକୁ ଅସୁବିଧାର ସମ୍ମୁଖୀନ…
ଓଡ଼ିଶାର ଦୁଇ ଯବାନଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ଦୁଇ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ ଦ୍ୱାରା ସମ୍ମାନିତ କରାଯିବ । ସହୀଦ୍ ୨ ଏସଓଜି ଯବାନଙ୍କୁ ଏହି ସମ୍ମାନ ଦିଆଯିବ । କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ…
ଦାଦାଙ୍କର ମୃତ ଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ନାତି, ୬ ଦିନ ପରେ ପୋଲିସ୍ ହାତରେ ଧରାପଡ଼ିଲା ଏପରି
ତେଲେଙ୍ଗାନା: ଦାଦାଙ୍କର ମୃତ ଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ନାତି । ମୃତ ଦେହକୁ ଫ୍ରିଜ୍ ରେ ରଖି ବିନା କୌଣସି ଚିନ୍ତାରେ ଥିଲା ନାତି । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏବେ ସେ ପୋଲିସ୍ ହାତରେ ଧରାପଡ଼ିଛି ।…
ସେପ୍ଟେମ୍ବରରେ ଆସିବ ସିଙ୍ଗଲ ଡୋଜ ଟିକା ସ୍ପୁଟନିକ୍ ଲାଇଟ୍
ନୂଆଦିଲ୍ଲୀ: ଭାରତର ଟିକାକରଣ କାର୍ଯ୍ୟକ୍ରମ ଖୁବଶୀଘ୍ର ତ୍ୱରାନ୍ୱିତ ହେବାକୁ ଯାଉଛି । ଭାରତରେ ତିଆରି ହେଉଥିବା ଋଷୀୟ ଟିକା ସ୍ପୁଟନିକ୍ ଲାଇଟ୍ ଆସନ୍ତା ମାସରେ ଲଞ୍ଚ ହେବ । ଏହି ଟିକା ହେଉଛି ଏକ ଡୋଜ ବିଶିଷ୍ଟ ।…
୧୬ରୁ ସ୍ୱର୍ଗଦ୍ୱାରରେ ଶବସତ୍କାର
ପୁରୀ: ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦ୍ୱାର । ପୁରୀବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି । କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ…
ପ୍ରେମିକ ଅଲିମ୍ପିକ୍ ପଦକ ଜିତି ଫେମସ ହେବା ପରେ…. ବ୍ରେକ୍ ଅପ ପାଇଁ ପଶ୍ଚାତାପ କରୁଛନ୍ତି ପୂର୍ବତନ ପ୍ରେମିକା
ନୂଆଦିଲ୍ଲୀ: ବ୍ରେକଅପ୍ର ୫ ବର୍ଷ ପରେ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି ନ୍ୟୁଜିଲାଣ୍ଡ ଆଥଲେଟ । ନ୍ୟୁଜିଲାଣ୍ଡ ଆଥଲେଟ ହେଡନ ୱାଇଲ୍ଡ ଟୋକିଓ-୨୦୨୦ରେ ବ୍ରୋଞ୍ଜ ପଦକ ଜିତିବା ସହିତ ନିଜର ପୂର୍ବତନ ପ୍ରେମିକାଙ୍କ ଠାରୁ…
ଟିକା ନେବା ପାଇଁ ୨୦ ବର୍ଷ ପରେ ସର୍ବିଆ ଗୁମ୍ଫାରୁ ବାହାରିଲେ ଏହି ବ୍ୟକ୍ତି, ଟିକାକରଣ ପରେ କହିଲେ ଏପରି
ନୂଆଦିଲ୍ଲୀ: ଗୋଟେ ପଟେ ଯେଉଁଠି କରୋନା ମହାମାରୀ ପାଇଁ ପୃଥିବୀର ଲୋକମାନେ ଟିକା ଉପରେ ଭରସା କରୁଛନ୍ତି । ଅନ୍ୟପଟେ ଟିକା ନେବାକୁ କିଛି ଲୋକ ପଛଘୁଞ୍ଚା ଦେଉଛନ୍ତି । ହେଲେ ଟିକା ନେବାପାଇଁ ସର୍ବିୟାର ପାହାଡ଼କୁ ନିଜ ଘର…
ଖୁବଶୀଘ୍ର୧୮ ବର୍ଷରୁ କମ ବୟସର ୟୁଜର୍ସ ଗୁଗଲ ସର୍ଚ୍ଚ ରେଜଲ୍ଟରୁ ହଟାଇପାରିବେ ନିଜ ଫଟୋ
ନୂଆଦିଲ୍ଲୀ: ଟେକ କମ୍ପାନୀ ଗୁଗଲ ଏହାର ପ୍ରାଇଭେସୀ ପଲିସିକୁ ଅପଡେଟ କରିବାକୁ ଯାଉଛି । ଏହାଦ୍ୱାରା ୧୮ ବର୍ଷରୁ କମ ବୟସର ୟୁଜର୍ସଙ୍କ ଫଟୋକୁ ପ୍ଲାଟଫର୍ମରୁ ହଟାଯାଇପାରିବ । ଏଥିପାଇଁ ପିଲା କିମ୍ବା ତାଙ୍କ ଅଭିଭାବକ…
ଅଗଷ୍ଟ ୧୫: ମଲ୍ଟି ଲେୟର୍ ସିକ୍ୟୁରିଟି ଭିତରେ ରାଜଧାନୀ ଦିଲ୍ଲୀ, ଲାଲକିଲ୍ଲାରେ ସାମନାରେ ତିଆରି ହେଲା ଅତୁଟ କାନ୍ଥ
ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଳୀରେ ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୁଇନ୍ଦା ବିଭାଗର କହିବାନୁଯାୟୀ, ଲାଲକିଲ୍ଲାରେ ଆତଙ୍କବାଦୀଙ୍କ ହମଲା ହୋଇପାରେ । ତେଣୁ ଦିଲ୍ଲୀ…
ବଡ ଧରଣର ଆତଙ୍କୀ ହମଲା ଫେଲ୍; ଜମ୍ମୁ କଶ୍ମୀରରୁ ୪ ଆତଙ୍କୀ ଗିରଫ
ଶ୍ରୀନଗର: ଭାରତୀୟ ସୁରକ୍ଷା ବଳଙ୍କୁ ମିଳିଛି ବଡ ସଫଳତା । ଜମ୍ମୁକାଶ୍ମୀରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରିବା ସହିତ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି ସୁରକ୍ଷା ବଳ । ଜମ୍ମୁ କଶ୍ମୀର ପୋଲିସ…