Browsing Category
Top Stories
ଏହି ୭ଟି ସ୍ଥାନକୁ ଯାଇପାରିବେନି ଭିସୁଟ ଛାତ୍ର, ଲାଗିଲା ଅଙ୍କୁଶ
ସମ୍ବଲପୁର: ଭିସୁଟ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ । ୭ଟି ଜାଗାକୁ ଯିବା ଉପରେ ଲାଗିଗଲା କଟକଣା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି କଟକଣା ଲଗାଇଯାଇଛି । ଛାତ୍ରମାନେ ପାୱାର କେନାଲ, ମହାନଦୀ, ସାଇଫିନ୍ ଯାଇପାରିବେନି ।…
ଆଇନମନ୍ତ୍ରୀ ପୃଥ୍ୱୀରାଜଙ୍କ ବଡ଼ ବୟାନ: କହିଲେ-‘ନିଜ ଛାଇକୁ ଦେଖି ଡରିବାକୁ ଲାଗିଲାଣି ବିଜେଡି’
ଭୁବନେଶ୍ୱର: ଡି-ଲିମିଟେସନରେ ନବୀନ ପଟ୍ଟନାୟକ ଯୋଗଦେବା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ‘ନିଜ ଛାଇ ଦେଖି ଡରିବା ଆରମ୍ଭ କଲାଣି ବିଜେଡି ।…
ସାରଥିଙ୍କୁ ନେଇ ପୁଣି ବିବାଦ, ଜଗନ୍ନାଥ ସାରଥି ଏକ ଏବଂ ଅଭିନ୍ନ କହିଲେ ଭକ୍ତ
ଭୁବନେଶ୍ବର: ପୁଣିଥରେ ସାମ୍ନାକୁ ଆସିଲା ସାରଥି ବାବାଙ୍କ କ୍ରେଜ । ରାଜଧାନୀରେ ମାତିଲେ ସାରଥିଙ୍କର ଅନୁଗାମୀ । ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ ପୁଣିଥରେ ଭୁବନେଶ୍ବରରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।…
Mumbai Amravati Express Accident : ସକାଳୁ ସକାଳୁ ଟ୍ରେନ ଦୁର୍ଘଟଣା, ଦ୍ରୁତ ଗତିରେ ଆସୁଥିବା ବେଳେ ଟ୍ରାକକୁ ମାଡିଆସିଲା ଟ୍ରକ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜଳଗାଓଁରେ ଆଜି ସକାଳେ ଟ୍ରେନ ଦୁର୍ଘଟଣା ହୋଇଛି । ଯଦି କହିବା ତାହେଲେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ତେବେ କୌଣସି ଯାତ୍ରୀଙ୍କର କ୍ଷତି ହୋଇନଥିବା ଜଣାପଡ଼ିଛି ।
ଖବର ଅନୁସାରେ, ଭୋର…
ରାଜା ଚକ୍ର ମାମଲାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ‘ଆମ ସରକାର କାହାକୁ ଛାଡ଼ିନାହାନ୍ତି କି ଛାଡ଼ିବେନି’
ଭୁବନେଶ୍ବର: କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର । ଇଓଡବ୍ଲୁ ବାଲେଶ୍ବର କୋର୍ଟରେ ତାଙ୍କୁ ହାଜର କରିଥିଲା । 19 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ରାଜାଚକ୍ର । ତେବେ ରାଜାଙ୍କର ଜାମିନ…
ରାୟଗଡ଼ାର ନାଗାବଳୀ ନଦୀରେ ଭାସିଗଲେ ଯୁବକ, ଚାଲିଛି ଖୋଜା
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀରେ ଜଣେ ଯୁବକ ଭାସିଯାଇଥିବା ଖବର ସାମ୍ନାକୁ ଆସିଛି । ଗାଧୋଇବା ବେଳେ ପ୍ରବଳ ସ୍ରୋତରେ ଯୁବକ ଭାସିଯାଇଥିବା ଜଣାପଡିଛି ।
ତେବେ ଯୁବକ ଜଣକ ଆନ୍ଧ୍ର ବିଜୟନଗରରୁ ନଜ ପରିବାର ସହ…
ମୋବାଇଲକୁ ଏହି ମେସେଜ ଆସୁଥିଲେ ତୁରନ୍ତ କରନ୍ତୁ ଡିଲିଟ୍, ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ
ନୂଆଦିଲ୍ଲୀ: ଠକମାନେ ତଥ୍ୟ ଚୋରି ଏବଂ ଆର୍ଥିକ ଠକେଇ ପାଇଁ ନୂତନ ପଦ୍ଧତି ଅବଲମ୍ବନ କରୁଛନ୍ତି । ଏବେ ଆମେରିକୀୟ ଏଜେନ୍ସି ଏଫବିଆଇ ଏକ ନୂତନ ପ୍ରକାରର ଠକେଇ ବିଷୟରେ ଚେତାବନୀ ଜାରି କରିଛି । ଏହି ପ୍ରକାରର ଠକେଇରେ,…
Holi 2025: ଏଭଳି ବ୍ୟକ୍ତି ହୋଲି ରଙ୍ଗ ଠାରୁ ରୁହନ୍ତୁ ଦୂରରେ, ନଚେତ୍ ଭୋଗିପାରନ୍ତି ସମସ୍ୟା
ନୂଆଦିଲ୍ଲୀ: ୧୪ ମାର୍ଚ୍ଚରେ ହୋଲି ପାଳନ କରାଯିବ । ବର୍ଷକୁ ଥରେ ହୋଲି ପାଳନ କରାଯାଉଥିବାରୁ ସମସ୍ତେ ରଙ୍ଗରେ ଭିଜିବାକୁ ଆଗ୍ରହୀ। ହୋଲି ପର୍ବ ରଙ୍ଗ, ମଜା ଏବଂ ଖୁସିର ପ୍ରତୀକ ।
ତେବେ ରଙ୍ଗ ସହିତ ଏହି ଉତ୍ସବ…
ଆସନ୍ତା ୧୭ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କାହିଁକି
ଭୁବନେଶ୍ବର : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ଭୁବନେଶ୍ବର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ…
ପୁଣି ସାଲିଆ ସାହିରୁ ଦେଶୀ ମଦ ଜବତ: ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୮ ଗିରଫ
ଭୁବନେଶ୍ୱର: ଭୁବନେଶ୍ବର ସାଲିଆ ସାହିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଆଜି ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ ହୋଇଛି । ସାହିରେ ଥିବା ବେଆଇନ ଦେଶୀ ମଦ ଆଡ୍ଡାରେ ଛାପା ମାରିଛି ଅବକାରୀ…