Browsing Category
Top Stories
କ୍ଷୀର ସହିତ ଭୁଲରେ ବି ଖାଆନ୍ତୁନି ଏହି ୫ ଖାଦ୍ୟ
ଓଡ଼ିଶା ଭାସ୍କର: କ୍ଷୀର ଏମିତି ଏକ ପାନୀୟ ଯାହାକୁ ଅମୃତ ସହିତ ତୁଳନା କରାଯାଇଥାଏ । ନବଜନ୍ମିତ ଶିଶୁ ଠାରୁ ଆରମ୍ଭ କରି ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତଙ୍କୁ କ୍ଷୀର ପିଇବାକୁ ପଡିଥାଏ । କ୍ଷୀରରେ ପ୍ରଚୁର ପରିମାଣରେ…
ନିଜ ଅପହରଣର ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ: ମେସେଜ କରି ପତ୍ନୀଙ୍କୁ ମାଗିଲା ଟଙ୍କା, କିନ୍ତୁ ଏପରି ଖୋଲିଗଲା ପୋଲ୍
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରୀବାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଅଞ୍ଚଳରେ ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ଅପହରଣ ଷଡ଼ଯନ୍ତ୍ର ରଚିଥିଲା । ପତ୍ନୀଙ୍କ ମୋବାଇଲରେ…
ତିନି ରଥରେ ଲାଗିବ ସୋଲ ଫୁଲ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ପୁରୀ(ଓଡ଼ିଶା ଭାସ୍କର): ରଥାଯାତ୍ରା ଦିନ ମହାପ୍ରଭୁ ରଥରେ ବସି ମାଉସୀ ଘରକୁ ଗଲାବେଳେ ବ୍ୟବହାର ହୋଇଥାଏ ସୋଲରେ ନିର୍ମିତ ଫୁଲ । ରଥରେ ଝଟକୁ ଥାଏ ଏହି ସୋଲ ଫୁଲ। ଏହି ସୋଲ ଫୁଲ ନିର୍ମାଣର ସୌଭାଗ୍ୟ ପାଇଛନ୍ତି ଖୋର୍ଦ୍ଧା…
ନବୀନଙ୍କ ଯୋଜନାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା: ୭୫ ଦିନରେ ୧୦ ହଜାର ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ । ମୁକ୍ତା ଯୋଜନାରେ…
ତରବରିଆ ଭାବରେ ଖାଆନ୍ତୁ ନାହିଁ, ପଡ଼ିବେ ରୋଗରେ; ଜାଣନ୍ତୁ ଏହାର ୪ କୁ-ପ୍ରଭାବ
ଓଡ଼ିଶା ଭାସ୍କର ବ୍ୟୁରୋ: ଛୋଟ ବେଳେ ଘରେ ପରିବାର ଲୋକେ ଗୋଟିଏ ଅଭ୍ୟାସ ସବୁବେଳେ ଶିଖାନ୍ତି । ତାହା ହେୁଚଇ ଖାଦ୍ୟ ଖାଇବା ସମୟରେ ଧୀରେ ଧୀରେ ଏବଂ ଚୋବାଇ ଚୋବାଇ ଖାଇବା । ହେଲେ ଦିନ ବିତିବା ସହିତ ଜୀବନଶୈଳୀରେ…
ଦୁଇଟି ରାଜ୍ୟରେ ଦେଶର ଅଧା କରୋନା ଆକ୍ରାନ୍ତ: ଚିନ୍ତା ବଢାଉଛି କେରଳ ଓ ମହାରାଷ୍ଟ୍ର
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବା ବେଳେ ୧୦ ଟି ରାଜ୍ୟରେ ପଜିଟିଭିଟି ହାର ୧୦ରୁ ଅଧିକ ରହିଛି । ସେହିପରି ଦେଶରେ ବର୍ତ୍ତମାନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧା…
ଗାଧୋଇବା ବେଳେ ବୁଡ଼ିଗଲେ ଗୋଟିଏ ପରିବାରର ୧୨ ସଦସ୍ୟ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ
ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ରସିଦ୍ଧ ଗୁପ୍ତାର ଘାଟରେ ଥିବା ସରୟୁ ନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ବୁଡ଼ି ଯାଇଛନ୍ତି । ଜଣାପଡିଛି ଯେ, ଆଗ୍ରାରୁ ୪…
ଏଟିଏମରୁ ଟଙ୍କା ବଦଳରେ ବାହାରିଲା ସାପ, ଦେଖନ୍ତୁ ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ଏଟିଏମରୁ ଟଙ୍କା ବଦଳରେ ବାହାରିଲା ସାପ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ତେବେ ଏହା ଏକ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍ ହୋଇଥିବା ଭିଡିଓରେ ଦେଖିବାକୁ…
ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଶୁକ୍ରବାର ଲୋକାୟୁକ୍ତଙ୍କ ପକ୍ଷରୁ କ୍ଲିନଚିଟ୍ ପ୍ରଦାନ କରାଯାଇଛି । ମେଡିକାଲ ବିଲ ବାବଦକୁ ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦଙ୍କ…
ତାତିଲା ଯୁବ କଂଗ୍ରେସ, ପେଟ୍ରାଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଦେଶ ଯୁବ କଗ୍ରେଂସ ସଭାପତି ପକ୍ଷରୁ ଦର ବୃଦ୍ଧିର ତୀବ୍ର ପ୍ରତିବାଦ କରାଯାଇଛି । ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ୱାନରେ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ…