fbpx
Browsing Category

Top Stories

କ୍ୱାରେଣ୍ଟାଇନରେ ଡାକ୍ତର ଓ ନର୍ସ

ଯାଜପୁର, ୨୧ା୪(ଓଡ଼ିଶା ଭାସ୍କର): ଯାଜପୁରରେ ୩ଡାକ୍ତରଙ୍କ ସହ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା କିଛି ଆକ୍ରାନ୍ତ ଯାଜପୁର ଜିଲ୍ଳା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ…

ଦେଶରେ ସଫଳ ହେଲା ପ୍ଲାଜମା ଥେରାପି, ସୁସ୍ଥ ହେଲେ କରୋନା ରୋଗୀ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ମାଡିଚାଲିଥିବା କରୋନା ଭାଇରସର ବର୍ତ୍ତମାନ ସୁଦ୍ଧା କୌଣସି ଚିକିତ୍ସା ବା ଟୀକା ପ୍ରସ୍ତୁତ ହୋଇନାହିଁ । ଏହାରି ମଧ୍ୟରେ କରୋନାକୁ ହରାଇବାରେ ପ୍ଲାଜମା ଥେରାପି ସଫଳ ହୋଇଛି । ଦେଶରେ…

ଲାଇଭ ଟିଭି ଶୋରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରୁ ଇସ୍ତଫା ଦେଲେ ଅର୍ଣ୍ଣବ ଗୋସ୍ୱାମୀ

ନୂଆଦିଲ୍ଲୀ, ୨୧ା୪: ରିପବ୍ଲିକ ଟିଭିର ସମ୍ପାଦକ ତଥା ବିଶିଷ୍ଟ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ ଲାଇଭ ଟିଭି ଶୋରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରୁ ଇସ୍ତଫା ଘୋଷଣା କରିଛନ୍ତି । ଇସ୍ତଫା ଘୋଷଣା କରିଥିବା ଲାଇଭ ଟିଭିର ଭିଡ଼ିଓ…

ପୁରୀ ଯାତ୍ରା ପଡ଼ିଲା ମହଙ୍ଗା, ନିଲମ୍ବିତ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ

ବଡ଼ଚଣା, ୨୧ା୪(ଓଡ଼ିଶା ଭାସ୍କର): ବଡ଼ଚଣା ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ ହୋଇଛି । ସେ ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ…

ଦୁବାଇ ଫେରନ୍ତା ଯୁବକଠାରୁ ୨୮ ଜଣଙ୍କୁ ବ୍ୟାପିଲା କରୋନା

କରୋନା ଭାଇରସ୍ କିପରି ଗୋଟିଏ ଲୋକଠାରୁ ଅଧିକ ଲୋକଙ୍କୁ ସଂକ୍ରମଣ କରୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ନାଳନ୍ଦାରେ ଦେଖିବାକୁ ମିଳିଛି । ସୋମବାର ବିହାରଶରୀଫ ହୋଟେଲରେ କ୍ୱାରେଣ୍ଟାଇନରେ ରହିଥିବା ୧୭ ଲୋକଙ୍କ ରିପୋର୍ଟ…

ସାରା ବିଶ୍ୱ କରୋନାରେ ଚିନ୍ତିତ ଥିବା ବେଳେ ସବୁଠାରୁ ବଡ ଫୁଟବଲ ଷ୍ଟାଡିୟମ ପ୍ରସ୍ତୁତିରେ ଲାଗିଛି ଚୀନ୍

ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନା ଭାଇରସ ଯୁଦ୍ଧରେ ଲଢେଇ କରୁଥିବା ବେଳେ ଚୀନ୍ ଏକ ନୂଆ ପ୍ରୋଜେକ୍ଟ ପ୍ରସ୍ତୁତିରେ ଲାଗିପଡିଛି । ବିଶ୍ୱର ସବୁଠାରୁ ବଡ ଫୁଟବଲ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି…

୧୦୪ ନମ୍ବର କୁ କଲ କରି କହୁଛନ୍ତି I LOVE U

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): କରୋନା ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟଗତ ସୂଚନା ଦେବାକୁ ସରକାର ଜାରୀ କରିଛନ୍ତି ହେଲ୍ପ ଲାଇନ ନମ୍ବର । ତାଛଡା ବାହାରୁ ରାଜ୍ୟକୁ ଆସିଥିବା ଲୋକେ ବି ୧୦୪ ନମ୍ବରକୁ କଲ୍…