fbpx
Browsing Category

Top Stories

ଭଦ୍ରକର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬: ଜିଲ୍ଲାପାଳ

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକର ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭଙ୍କ ଆକ୍ରାନ୍ତରେ ଯାଜପୁରର ୬ଜଣ ଆସିଥିବା ନେଇ ସୂଚନା ମିଳିଛି । ଏନେଇ ସ୍ପଷ୍ଟ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ।…

କଣ୍ଟେନମେଣ୍ଟ ଜୋନରୁ ଅସୁଛି ଚିକେନ ବିରିଆନି,ପିଜା,ସିଙ୍ଗଡା ଓ ମିଠାର ଅର୍ଡର । ପୋଲିସର ମୁଣ୍ଡବିନ୍ଧା ।

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):କରୋନା ସଂକ୍ରମଣ ରୋକିବାକୁ ଲକ ଡାଉନ କରାଯାଇଛି ।ଅତି ସମ୍ବେଦନଶୀଳ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଯାହାର ଅର୍ଥ ହେଉଛି ଦରକାରୀ ସାମଗ୍ରୀ ଆଣିବାକୁ ବି ଆପଣ ଘରୁ…

ଭଦ୍ରକରେ ଚିହ୍ନଟ ହୋଇଥିବା ୫ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍

ଭଦ୍ରକ, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକରେ ଆଜି ଚିହ୍ନଟ ହୋଇଥିବା ୫ଜଣ କୋଲକାତା ଲିଙ୍କ୍ ଥିବା ସୂଚନା ମିଳିଛି । ୨୮ମାର୍ଚ୍ଚରୁ ୯ ଏପ୍ରିଲ ମଧ୍ୟରେ ୫ଜଣ ଯାକ କୋଲକାତାରୁ ଭଦ୍ରକ ଆସିଛନ୍ତି । ସେମାନେ ଟାଟା ମ୍ୟାଜିକ୍…

ପରଲୋକରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା, ଏମ୍ସରେ ଚାଲିଥିଲା ଚିକିତ୍ସା

ନୂଆଦିଲ୍ଲୀ ,୨୦ ।୪: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟଙ୍କ ଆଜି ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀର…

ଲକ୍-ଡାଉନ୍ ଭାଙ୍ଗି ଷଣ୍ଢର ଅନ୍ତିମ ସଂସ୍କାରରେ ଏକାଠି ହେଲେ ଶତାଧିକ ଲୋକ

କରୋନାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗୁଥିବା ବେଳେ ଆଜି ବି ଚେତୁନାହାନ୍ତି ଲୋକେ । ସେହିଭଳି ତାମିଲନାଡୁର ମଦୁରୌ ଜିଲ୍ଲାରେ ଲକ୍-ଡାଉନ୍ ଭାଙ୍ଗିଥିବା ଏକ ଅଦ୍ଭୁଦ ଘଟଣା ସାମନାକୁ ଆସିଛି । ଏଠାରେ…

ଯୁବରାଜଙ୍କ ଖୁଲାସା,ଟି-୨୦ ୱାଲ୍ଡକପରେ ୬ ଛକା ମାରିବା ପରେ ବ୍ୟାଟର କରାଯାଇଥିଲା ଚେକିଂ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ୨୦୦୭ ଟି-୨୦ କ୍ରିକେଟ ୱାଲ୍ଡକପ ସର୍ବଦା ଭାରତୀୟଙ୍କୁ ସ୍ମରଣ ରହିବ । ବିଶେଷ କରି ଇଂଲଣ୍ଡ ବିପକ୍ଷରେ ଯୁବରାଜ ସିଂଙ୍କ ଧମାକାଦାର ଇନିଂସ ।ଏହି ମ୍ୟାଚରେ ଯୁବରାଜ ଷ୍ଟୁଆଟ ବ୍ରଡଙ୍କ…

ପର୍ଣ୍ଣ ସାଇଟ ଦେଖୁଛନ୍ତି କି ? ସାବଧାନ ,ଅପଣଙ୍କ ଭିଡିଓ ବି ହୋଇପାରେ ଭାଇରାଲ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):ଲକ ଡାଉନରେ ପର୍ଣ୍ଣ ସାଇଟ ଗୁଡିଗକର ଡିମାଣ୍ଡ ବଢ଼ିଯାଇଛି । ହଠାତ ଏହାର ବ୍ରାଉଜରଙ୍କ ସଂଖ୍ୟା ବଢ଼ିଯାଇଛି । ଯାହାର ଫାଇଦା ଉଠାଉଛନ୍ତି ହ୍ୟାକର । ଆପଣ ପର୍ଣ୍ଣ ସାଇଟ ବ୍ରାଉଜ କଲେ…

ଭଦ୍ରକର ୫ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷିତ

ଭଦ୍ରକ, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକର ୫ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି । ଭଦ୍ରକ ସ୍ଥିତ ବାସୁଦେବପୁରର ୩ ଓ ଭଣ୍ଡାରୀପୋଖରୀର ୨ ପଞ୍ଚାୟତ ସିଲ୍ ହୋଇଥିବା ସୂଚନା ମିଳିଛି । ଏହାସହ ଦୁଇଟି ବ୍ଲକରେ କଡ଼ା…